Form FillUp Extended / ବନ୍ୟା ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବଢ଼ିଲା, ଜାଣନ୍ତୁ ପୁରା ଅପଡେଟ୍
·1 month ago·2 min read

Key Points
ବଦଳିଲା ସମୟ ନିୟମ
ମାଟ୍ରିକ ଫର୍ମ ଫିଲଅପ୍ ୧୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି

ବଦଳିଲା ସମୟ ନିୟମ। ମାଟ୍ରିକ ଫର୍ମ ଫିଲଅପ୍ ୧୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବନ୍ୟା ସ୍ଥିତି ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି ହୋଇଥିବା ସୂଚନା ରହିଛି। ୧୪ ଅଗଷ୍ଟ ପର୍ଯ୍ୟନ୍ତ କରିହେବ ଫର୍ମ ଫିଲଅପ୍ ।ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିବାବେଳେ, ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ। ତାରିଖ ବୃଦ୍ଧି ଫଳରେ ଯେଉଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରିପାରିନଥିଲେ, ସେମାନେ ଏବେ ଅତିରିକ୍ତ ସମୟର ସୁବିଧା ପାଇବେ।''
ଏହି ସମୟସୀମା ମଧ୍ୟରେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲ୍-ଅପ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ପ୍ରଧାନଶିକ୍ଷକମାନଙ୍କୁ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଯଥାଶୀଘ୍ର ଫର୍ମ ଫିଲ୍-ଅପ୍ କାର୍ଯ୍ୟ ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି।''
ଏଥିସହ ପଢ଼ନ୍ତୁ: ପେପର ଲିକ୍ ଗ୍ୟାଙ୍ଗକୁ ଛଡ଼ାଯିବ ନାହିଁ ,ସଂସଦରେ ବିଲ୍ ପାସ୍ ହେବା ପରେ ମୋଦିଙ୍କ ଇନଷ୍ଟା ମ୍ୟାସେଜ୍
ସେପଟେ ୨୦ଟି ଜିଲ୍ଲାର ଲୋକ ଓଡ଼ିଶାରେ ବନ୍ୟାରେ ପ୍ରଭାବିତ କିନ୍ତୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହିଛନ୍ତି। ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ଆଜି ଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଭିତରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଓଡ଼ିଶା ଲାଭବାନ ହେବ ବୋଲି ଆଶା ରହିଛି। ଟ୍ରିବ୍ୟୁନାଲକୁ ବାଦେ ଗୋଟିଏ କମିଟି ଗଠନ କରି ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଥିଲେ । ଦଶନ୍ଧି ଦଶନ୍ଧି ଧରି ଯେଉଁ ସମସ୍ୟା ଲାଗିରହିଛି । ଓଡ଼ିଶା ବନ୍ୟା ନିୟନ୍ତ୍ରଣ ବେଳେ ଓଡ଼ିଶା ଅନେକ ସମସ୍ୟା ଭୋଗୁଛି ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟରେ ବନ୍ୟା ବିତ୍ପାତ ଜାରି ରହିଥିବା ବେଳେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ନଦୀକୂଳିଆ ବାସୀଙ୍କୁ ଭୟଭୀତ କରିଛି। ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆଜି ସନ୍ଧ୍ୟା ଯାଏଁ ୨୦ ଜିଲ୍ଲା ପ୍ରଭାବିତ ହୋଇଛି।''
ଅଧିକ ପଢ଼ନ୍ତୁ ଶିକ୍ଷା ଖବର:
ଅଧିକ ପଢ଼ନ୍ତୁ ଶିକ୍ଷା ଖବର:
Related Topics
Explore more stories