Schools Closed / ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ; ଆସନ୍ତାକାଲି ଏହି ୩ ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ଛୁଟି
·2 hours ago·3 min read

Key Points
ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା
ଆଗକୁ ମଧ୍ୟ ବଡ଼ ବର୍ଷା ରହିଛି
ଏଣୁ ସମସ୍ତ ସ୍କୁଲ ଛୁଟି ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି
ଆଗକୁ ମଧ୍ୟ ବଡ଼ ବର୍ଷା ରହିଛି
ଏଣୁ ସମସ୍ତ ସ୍କୁଲ ଛୁଟି ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି
ରାଜ୍ୟରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଘଣ୍ଟାଏ ବର୍ଷାରେ ଜଳମଗ୍ନ ହେଉଛି ଅଞ୍ଚଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଵର୍ଷାର ପ୍ରଭାବ ଅଧିକ ରହିବ । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିଲାଗି କାଲି ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ସମସ୍ତ ସ୍କୁଲ କଲେଜ ଛୁଟି ରହିବ ।
ପଢନ୍ତୁ ଏହି ଖବର: ବନ୍ୟା ପରେ ପୁଣି ଉତ୍ତର ଓଡ଼ିଶାକୁ ବର୍ଷା ବିପଦ; ୧୮ ପର୍ଯ୍ୟନ୍ତ ପ୍ରବଳ ଛେଚିବ
- ସ୍କୁଲ, କଲେଜ ସବୁ ବନ୍ଦ
- ଅଭିଯୋଗ ଶୁଣାଣି ବି ସ୍ଥଗିତ
ପଢନ୍ତୁ ଏହି ଖବର: ବନ୍ୟା ପରେ ପୁଣି ଉତ୍ତର ଓଡ଼ିଶାକୁ ବର୍ଷା ବିପଦ; ୧୮ ପର୍ଯ୍ୟନ୍ତ ପ୍ରବଳ ଛେଚିବ
- 'ସତର୍କ ରୁହନ୍ତୁ ଜିଲ୍ଲାବାସୀ'
- ଭଦ୍ରକରେ ବି ସ୍କୁଲ ଛୁଟି
- ମୟୂରଭଞ୍ଜରେ ବି ଶିକ୍ଷାନୁଷ୍ଠାନ ବନ୍ଦ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories