Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରକାଶ ପାଇଲା OCS-2024 ରେଜଲ୍ଟ, ଟପ୍ପର ହେଲେ ବୁବୁନ ସାହୁ

Education & Employment

OCS 2024 Result / ପ୍ରକାଶ ପାଇଲା OCS-2024 ରେଜଲ୍ଟ, ଟପ୍ପର ହେଲେ ବୁବୁନ ସାହୁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago
ପ୍ରକାଶ ପାଇଲା OCS-2024 ରେଜଲ୍ଟ, ଟପ୍ପର ହେଲେ ବୁବୁନ ସାହୁ
OAS Results

Key Points

ପ୍ରକାଶ ପାଇଲା OCS-2024 ରେଜଲ୍ଟ
OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶିତ ହୋଇଛି
ମୋଟ ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି
ପ୍ରକାଶ ପାଇଲା OCS-2024 ରେଜଲ୍ଟ । OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ମୋଟ ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ୭୮ ଜଣ ଝିଅ ଏଥର OCS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ OCS-2024 ର ଟପ୍ପର ହୋଇଛନ୍ତି ବୁବୁନ ସାହୁ । ସେହିପରି ଦ୍ବିତୀୟରେ ଅଛନ୍ତି ଶୋଭନା ମହାନ୍ତି । ତୃତୀୟରେ ଅଛନ୍ତି ଜିତମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ପଞ୍ଚମରେ ସଂଗ୍ରାମ ପ୍ରଧାନ, ଷଷ୍ଠରେ ଅମନ ଗୌଏଲ, ସପ୍ତମରେ ସାନ୍ତନୁ କୁମାର ଶତପଥୀ, ଅଷ୍ଟମରେ ନିତେଶ କୁମାର ବାରିକ, ନବମରେ ଶୀତଲ ପାତ୍ର ଓ ଦଶମରେ ଇତିଶ୍ରୀ ପାତ୍ର ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଟପ୍‌-୧୦ରେ ୪ ଜଣ ଝିଅ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OPSC Releases OCS-2024 Result, 200 Candidates Qualify | Argus News