Job Vacancy / ଡିପ୍ଲୋମା, ଆଇଟିଆଇ ଏବଂ ଗ୍ରାଜୁଏଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ଖାଲି ପଡ଼ିଛି ଅନେକ ପଦବୀ...
·1 hour ago·2 min read

Key Points
ଡିପ୍ଲୋମା, ଆଇଟିଆଇ ଏବଂ ଗ୍ରାଜୁଏଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ଆଜି ହିଁ କରନ୍ତୁ ଆବେଦନ!
ପାଇବେ ମୋଟା ଅଙ୍କର ଦରମା
ଆଜି ହିଁ କରନ୍ତୁ ଆବେଦନ!
ପାଇବେ ମୋଟା ଅଙ୍କର ଦରମା
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। କିନ୍ତୁ ହଁ ଏଥିରେ ରହିଛି କିଛିଟା ସର୍ତ୍ତ। ଯାହା ଦ୍ୱାରା ଯଦି ଆପଣ ଏସବୁ କରିଛନ୍ତି ତେବେ ଏହି ଚାକିରି କେବଳ ଆପଣଙ୍କର। ପାୱାର ଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ଯୁବକମାନଙ୍କ ପାଇଁ ନିଯୁକ୍ତିର ଏକ ବଡ଼ ସୁଯୋଗ ଆଣିଛି। କମ୍ପାନୀ ୬୬୦ଟି ଅଣ-କାର୍ଯ୍ୟନିର୍ବାହୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି, ଯେଉଁଥିରେ ଜୁନିୟର ଅଫିସର ଟ୍ରେନି, ଡିପ୍ଲୋମା ଟ୍ରେନି ଏବଂ ଜୁନିୟର ଟେକ୍ନିସିଆନ ଟ୍ରେନି ଭଳି ପଦବୀ ଅନ୍ତର୍ଭୁକ୍ତ। ଜାଣନ୍ତୁ କିଏ କରିପାରିବେ ଏହି ଚାକିରି ଏବଂ ଏଥିପାଇଁ ଆପଣଙ୍କୁ କଣ କଣ କରିବାକୁ ପଡ଼ିବ।
.କିଏ ଆବେଦନ କରିପାରିବେ?
ଡିପ୍ଲୋମା ଟ୍ରେନି (ଇଲେକ୍ଟ୍ରିକାଲ୍): ପ୍ରାର୍ଥୀଙ୍କ ପାଖରେ ଇଲେକ୍ଟ୍ରିକାଲ୍ କିମ୍ବା ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ତିନି ବର୍ଷର ଫୁଲ୍-ଟାଇମ୍ ଡିପ୍ଲୋମା ଥିବା ଆବଶ୍ୟକ। ସାଧାରଣ , OBC ଏବଂ EWS ବର୍ଗ ପାଇଁ ଅନ୍ୟୂନ ୭୦% ମାର୍କ ଅନିବାର୍ଯ୍ୟ, ସେହିପରି SC, ST ଏବଂ PwD ପ୍ରାର୍ଥୀଙ୍କ ପାଇଁ କେବଳ ପାସ୍ ମାର୍କ ଯଥେଷ୍ଟ।
ସାଧାରଣ, OBC (NCL) ଏବଂ EWS: ଡିପ୍ଲୋମା ଟ୍ରେନି ଏବଂ ଜୁନିୟର ଅଫିସର ଟ୍ରେନି ପଦବୀ ପାଇଁ ୩୦୦ ଟଙ୍କା ଏବଂ ଜୁନିୟର ଟେକ୍ନିସିଆନ ଟ୍ରେନି ପଦବୀ ପାଇଁ ୨୦୦ ଟଙ୍କା।
ଏଥିସହ ପଢ଼ନ୍ତୁ: ବିଶ୍ଵସ୍ତରୀୟ ଅନୁଷ୍ଠାନ ଗଠନ ପାଇଁ ଓଡ଼ିଶାର ଭିଜନ-୨୦୩୬ ଯୋଜନାରେ ସାମିଲ୍ ହେଉ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
SC, ST, PwBD ଏବଂ ପୂର୍ବତନ ସୈନିକ: କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ଶୁଳ୍କ ଅନଲାଇନ ମାଧ୍ୟମରେ ଜମା କରିବାକୁ ହେବ ଏବଂ ଏହା ଅଣ-ଫେରସ୍ତଯୋଗ୍ୟ (Non-refundable)।
.ଚୟନ ହେବା ପରେ ପ୍ରାର୍ଥୀଙ୍କୁ ଏକ ବଣ୍ଡ୍ ସ୍ୱାକ୍ଷର କରିବାକୁ ପଡ଼ିବ:
ଡିପ୍ଲୋମା ଟ୍ରେନି ଏବଂ ଜୁନିୟର ଅଫିସର ଟ୍ରେନି: ସାଧାରଣ, OBC ଏବଂ EWS ପ୍ରାର୍ଥୀଙ୍କ ପାଇଁ ୨,୫୦,୦୦୦ ଟଙ୍କା।ଜୁନିୟର ଟେକ୍ନିସିଆନ ଟ୍ରେନି: ଏହି ପଦବୀ ପାଇଁ ବଣ୍ଡ୍ ରାଶି ୧,୨୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବିଶେଷ କଥା ହେଉଛି, POWERGRID ର ସହାୟକ କମ୍ପାନୀ CTUIL ରେ ମଧ୍ୟ ବିଭିନ୍ନ ପଦବୀରେ ନିଯୁକ୍ତି କରାଯାଉଛି। ଏହି ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୦ ଏପ୍ରିଲ ୨୦୨୬ ରୁ ଆରମ୍ଭ ହେବ। ଡିପ୍ଲୋମା, ଆଇଟିଆଇ ଏବଂ ଗ୍ରାଜୁଏସନ୍ ଶେଷ କରିଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ, କାରଣ ଏହି ପଦବୀଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି ଏବଂ ବୈଷୟିକ ସହିତ ଅଣ-ବୈଷୟିକ କ୍ଷେତ୍ରର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।ଡିପ୍ଲୋମା ଟ୍ରେନି (ସିଭିଲ୍): ସିଭିଲ୍ ଇଞ୍ଜିନିୟରିଂରେ ତିନି ବର୍ଷର ଡିପ୍ଲୋମା ଏବଂ ୭୦% ମାର୍କ ଆବଶ୍ୟକ।
ଡିପ୍ଲୋମା ଟ୍ରେନି (ସର୍ଭେ): ସିଭିଲ କିମ୍ବା ସର୍ଭେ ଇଞ୍ଜିନିୟରିଂରେ ତିନି ବର୍ଷର ଡିପ୍ଲୋମା ଥିବା ଉଚିତ।
ଜୁନିୟର ଅଫିସର ଟ୍ରେନି (HR): BBA, BBM କିମ୍ବା BBS ରେ ତିନି ବର୍ଷର ଡିଗ୍ରୀ ଏବଂ ସାଧାରଣ ବର୍ଗ ପାଇଁ ୬୦% ମାର୍କ ଆବଶ୍ୟକ।
ଜୁନିୟର ଅଫିସର ଟ୍ରେନି (F&A): CA କିମ୍ବା CMA ଇଣ୍ଟରମିଡିଏଟ ପାସ କରିଥିବା ଆବଶ୍ୟକ।
ଜୁନିୟର ଟେକ୍ନିସିଆନ ଟ୍ରେନି (Survey): କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସର୍ଭେୟର ଟ୍ରେଡ୍ରେ ଦୁଇ ବର୍ଷର ଆଇଟିଆଇ (ITI) କୋର୍ସ କରିଥିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories