Plus Two Admission / ଯୁକ୍ତ ଦୁଇ ଫେଜ୍ ୧ ନାମଲେଖା; ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ
·1 hour ago·2 min read

Key Points
୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା
ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ

ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ଵିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚୟନ ପ୍ରକ୍ରିୟା ସମୟରେ ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମଲେଖଛନ୍ତି ।
ପଢନ୍ତୁ ଏହି ଖବର: ବ୍ୟାଙ୍କରେ ବଡ଼ ନିଯୁକ୍ତି ସୁଯୋଗ; ବାହାରିଲା ୫୪୫ ପଦବୀ ପାଇଁ ବିଜ୍ଞପ୍ତି
ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏଥର ସମସ୍ୟା ହେବନାହିଁ । ଅନଲାଇନରେ ବୋର୍ଡ ୱେବସାଇଟରୁ ମାର୍କସିଟ ଡାଉନଲୋଡ୍ କରି କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଆଡମିଶନ୍ କରିପାରିବେ ମ୍ୟାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀ । ଏ ନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମ୍ୟାଟ୍ରିକ ପାସ କରିଥିବା ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ ସାମସ ପୋର୍ଟାଲକୁ ପଠେଇ ଦିଆଯାଇଛି । ସ୍କୁଲ୍ ଲିଭିଂ ସାର୍ଟିଫିକେଟ, କଣ୍ଡକ୍ଟ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ଓ ମାର୍କସିଟ ଦେଇ ଛାତ୍ରଛାତ୍ରୀ ଆଡମିଶନ୍ କରିପାରିବେ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଅବଗତ କରି ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୪,୨୯,୨୧୯ ଛାତ୍ରଛାତ୍ରୀ ମନୋନୀତ, ସିଲେକ୍ସନ ହାର ପ୍ରାୟ ୯୩.୦୪% ଥିଲା । କଳାରେ ୨,୭୬,୯୨୫ ଓ ବିଜ୍ଞାନରେ ୧,୨୧,୪୯୪ ଜଣ ଶିକ୍ଷାର୍ଥୀ ମନୋନୀତ ହୋଇଥିଲେ । ମନୋନୀତଙ୍କ ମଧ୍ୟରେ ଥିଲେ ୨,୦୦,୪୯୩ ଛାତ୍ର ଏବଂ ୨,୨୮,୬୭୫ ଛାତ୍ରୀ । ୨,୯୭,୪୫୪ ଛାତ୍ରଛାତ୍ରୀଙ୍କୁ ମିଳିଲା ସେମାନଙ୍କ ପ୍ରଥମ ପସନ୍ଦର କଲେଜ ।
- ସର୍ବାଧିକ କଳାରେ ନାମ ଲେଖାଇଲେ
- କଟଅଫ୍ କେତେ ଗଲା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories