School Closed / ଅତି ପ୍ରବଳ ବର୍ଷା ସମ୍ଭାବନା; ରେଡ୍ ଆଲର୍ଟ ପରେ ସମସ୍ତ ସ୍କୁଲ ଛୁଟି ଘୋଷଣା
·2 weeks ago·2 min read

Key Points
ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା
ଏହା ଭିତରେ ସ୍କୁଲ ଛୁଟି ଘୋଷଣା ହୋଇଛି
ଏହା ଭିତରେ ସ୍କୁଲ ଛୁଟି ଘୋଷଣା ହୋଇଛି
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଜାରି ହେବାପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଘୋଷଣା କରାଯାଇଛି । ତେବେ ଆଜି ମଧ୍ୟାହ୍ନ ପରେ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲି ଛୁଟି ଘୋଷଣା ହୋଇଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଯୋଗୁଁ ଗତ ସପ୍ତାହରେ ମଧ୍ୟ କିଛି ଜିଲ୍ଲାରେ ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା । କାରଣ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତାରେ ଆଣ୍ଠୁଏ ପାଣି ଚାଲୁଥିଲା । ସ୍କୁଲ ଘରେ ବି ପାଣି ପଶିଥିଲା । ଏବେ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲକୁ ଶୁକ୍ରବାର ମଧ୍ୟାହ୍ନ ପରଠାରୁ ବନ୍ଦ ରଖାଯାଇଛି । ସ୍କୁଲ କେବେ ଖୋଲିବ ସେ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଆଗକୁ ସୂଚନା ଦେବେ ।
ପଢନ୍ତୁ ଏହି ଖବର: ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD

- ୨୪ ଘଣ୍ଟାରେ ପ୍ରବଳ ବର୍ଷିବ
ପଢନ୍ତୁ ଏହି ଖବର: ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମୟୂରଭଞ୍ଜକୁ ରେଡ୍ ଆଲର୍ଟ
Related Topics
Explore more stories