Teacher Job Recruitment / ପାଠପଢାରେ ଲାଗିପଡନ୍ତୁ; ଶିକ୍ଷକ ଆଶାୟୀଙ୍କୁ ନିଯୁକ୍ତି ନେଇ ଆଶ୍ୱାସନା ଦେଲେ ସରକାର
·1 hour ago·2 min read

Key Points
ରାଜଧାନୀରେ ଶିକ୍ଷକ ଆଶାୟୀଙ୍କ ଗଣଧାରଣା
ପ୍ରତିକ୍ରିୟାରେ ବଡ଼ ନିଯୁକ୍ତି ଯୋଜନା ବାବଦରେ କହିଲେ ଗଣଶିକ୍ଷା ମନ୍ତ୍ରୀ
ପ୍ରତିକ୍ରିୟାରେ ବଡ଼ ନିଯୁକ୍ତି ଯୋଜନା ବାବଦରେ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ୨୬ ହଜାର ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଏବେ ବର୍ଷକୁ ୧୫ ହଜାର ଏବଂ ୩ ବର୍ଷରେ ମୋଟ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ସରକାର ଯୋଜନା ରଖିଛନ୍ତି ଏବଂ ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଏହି ନିଯୁକ୍ତିରେ ଆଶାୟୀମାନଙ୍କ ପାଇଁ ସୁଯୋଗ ରହିଛି । ଏବେ ପାଠପଢ଼ାରେ ବ୍ୟାଘାତ ନ ହେବା ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସ୍କୁଲରେ ପାଠ ପଢ଼ାଇବାକୁ ନିଯୁକ୍ତି ଦିଆଯାଉଛି ।
ପଢନ୍ତୁ ଏହି ଖବର: ତ୍ରାପିଟ୍ ବଂଶଲଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା: ଗୁଗୁଲ୍, ମାଇକ୍ରୋସଫ୍ଟରେ କାମ କରିଥିଲେ, ମେଟା ଦେବ ୮୦୦ କୋଟି
ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, " ଶିକ୍ଷକ ବନ୍ଧୁମାନେ ରାଜ ରାସ୍ତାରେ ବସିବା ଚିନ୍ତାର ବିଷୟ। ସେମାନଙ୍କ ବହୁ ସମସ୍ୟା ଅଛି । କିନ୍ତୁ ଆଇନଗତ ପ୍ରତିବନ୍ଧକ ବି ରହିଛି । ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି । ଆମ ସରକାର ଆସିବା ପରେ ୨୨ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ କମିସନ୍ ବି ଗଠନ କରିଛନ୍ତି ।"
- ବଡ଼ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ
- ଗାନ୍ଧୀମାର୍ଗରେ ଧାରଣାରେ ଶିକ୍ଷକ ଆଶାୟୀ
ପଢନ୍ତୁ ଏହି ଖବର: ତ୍ରାପିଟ୍ ବଂଶଲଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା: ଗୁଗୁଲ୍, ମାଇକ୍ରୋସଫ୍ଟରେ କାମ କରିଥିଲେ, ମେଟା ଦେବ ୮୦୦ କୋଟି
ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, " ଶିକ୍ଷକ ବନ୍ଧୁମାନେ ରାଜ ରାସ୍ତାରେ ବସିବା ଚିନ୍ତାର ବିଷୟ। ସେମାନଙ୍କ ବହୁ ସମସ୍ୟା ଅଛି । କିନ୍ତୁ ଆଇନଗତ ପ୍ରତିବନ୍ଧକ ବି ରହିଛି । ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି । ଆମ ସରକାର ଆସିବା ପରେ ୨୨ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ କମିସନ୍ ବି ଗଠନ କରିଛନ୍ତି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories