National Film Awards 2026 / ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ କିଏ ?
·1 month ago·3 min read

Key Points
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ରାଜକୁମାର ରାଓଙ୍କ 'ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଫିଲ୍ମ
ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ
ରାଜକୁମାର ରାଓଙ୍କ 'ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଫିଲ୍ମ
ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ
ନୂଆଦିଲ୍ଲୀ: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ଭାରତୀୟ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ତାଲିକାରେ ଏଥର ବାଜି ମାରିଛନ୍ତି ବଲିଉଡର ଚକୋଲେଟ୍ ବୟ କାର୍ତ୍ତିକ ଆର୍ଯ୍ୟନ ଓ ସାଉଥ୍ ସୁପରଷ୍ଟାର୍ ମାମୁଟି। ୨୦୨୪ ବର୍ଷ ପାଇଁ ଉଭୟଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ଯାହା ଓଡ଼ିଆ ସିନେମା ପାଇଁ ଜାତୀୟ ସ୍ତରରେ ଗୌରବ ଆଣିଦେଇଛି।
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କାର ଘୋଷଣା ହୋଇଛି । ୨୦୨୪ ଜାନୁଆରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ସିବିଏଫସି ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକୁ ଏହି ପୁରସ୍କାର ପାଇଁ ବିଚାର କରାଯାଇଥିଲା । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଜୟରାଜଙ୍କ ନେତୃତ୍ୱରେ ଗଠିତ ୧୧ ଜଣିଆ ଜୁରୀ ସଦସ୍ୟ ଏହି ବିଜେତାମାନଙ୍କୁ ଚୟନ କରିଛନ୍ତି ।
ପଢନ୍ତୁ ଏହି ଖବର: ରାଘବଙ୍କ ପ୍ରେମରେ ଶେହନାଜ ! ହାତରେ ହାତ ଛନ୍ଦି ଇଭେଣ୍ଟରୁ ବାହାରିଲେ, ଭିଡିଓ ଭାଇରାଲ

- କେଉଁ ଫିଲ୍ମ ପାଇଁ କିଏ ପୁରସ୍କୃତ ?
ପଢନ୍ତୁ ଏହି ଖବର: ରାଘବଙ୍କ ପ୍ରେମରେ ଶେହନାଜ ! ହାତରେ ହାତ ଛନ୍ଦି ଇଭେଣ୍ଟରୁ ବାହାରିଲେ, ଭିଡିଓ ଭାଇରାଲ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଫିଚର ଫିଲ୍ମ, ନନ୍-ଫିଚର ଫିଲ୍ମ, ସିନେମା ଉପରେ ଲେଖା ସହିତ ନିର୍ଦ୍ଦେଶନା, ସ୍କ୍ରିନପ୍ଲେ, ସଙ୍ଗୀତ, ଏଡିଟିଂ ଭଳି ବିଭିନ୍ନ ବୈଷୟିକ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆର୍ଟିକିଲ୍ ୩୭୦ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଥିବାବେଳେ ଏଥିପାଇଁ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।
ଶ୍ରେଷ୍ଠ ଅଭିନେତା: କାର୍ତ୍ତିକ ଆର୍ଯ୍ୟନ୍ (ଚନ୍ଦୁ ଚାମ୍ପିଅନ୍), ମାମୁଟ୍ଟି (ଭ୍ରମଯୁଗମ୍)
ଶ୍ରେଷ୍ଠ ଅଭିନେତ୍ରୀ: ୟାମି ଗୌତମ (ଆର୍ଟିକିଲ ୩୭୦)
ଶ୍ରେଷ୍ଠ ନିର୍ଦ୍ଦେଶକ: ରାଜକୁମାର ପେରିୟାସାମି (ଅମରନ୍)
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ: ରୂପାଶ୍ରୀ ଭରକାଡି (ମିଥ୍ୟା), ସଚନା ନମିଦାସ (ମହାରାଜା)
ଶ୍ରେଷ୍ଠ ସହାୟକ ଅଭିନେତା: ସଞ୍ଜୟ ମିଶ୍ରା (ଭକ୍ଷକ)
ଶ୍ରେଷ୍ଠ ଫିଚର ଫିଲ୍ମ (ମନୋରଞ୍ଜନ): କଲ୍କି ୨୮୯୮ ଏଡି
ଶ୍ରେଷ୍ଠ ଚଳଚ୍ଚିତ୍ର (ଜାତୀୟ ଏବଂ ସାମାଜିକ ମୂଲ୍ୟବୋଧକୁ ପ୍ରୋତ୍ସାହନ): କ୍ୟାପ୍ଟେନ ମିଲର୍
ଶ୍ରେଷ୍ଠ ଶିଶୁ କଳାକାର: ରିଦ୍ଧିମାନ ବାନାର୍ଜୀ, ତପୋମୋୟ ଦେବ, ଗୀତାଶ୍ରୀ ଚକ୍ରବର୍ତ୍ତୀ, ଅରୁଣଦେବ ପୋଥୁଲା, ଅତୀଶ ଏସ ସେଟ୍ଟୀ
ଶ୍ରେଷ୍ଠ ସ୍କ୍ରିନପ୍ଲେ: ଭ୍ରମଯୁଗମ, ଶହନାଦ ଜଲାଲ
ଶ୍ରେଷ୍ଠ କାହାଣୀ: ପୁଷ୍ପା-୨, ସୁକୁମାର
ଶ୍ରେଷ୍ଠ ସଂଳାପ ଲେଖକ: ଲକି ବସ୍ଖର
ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: କଲ୍କି ୨୮୯୮ ଇ
ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: ଅନଲ୍ ଅରାସୁ, ମହାରାଜା
ଶ୍ରେଷ୍ଠ ମେକ୍ ଇନ୍ କଳାକାର: ସମିତି କୁରୋଲୁ
ଶ୍ରେଷ୍ଠ ପୋଷାକ ଡିଜାଇନ୍: ଦୀପାଲି ନୁର ଏବଂ ଶିତଲ ଶର୍ମା (ପୁଷ୍ପା-୨)
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା: ଶାଶ୍ୱତ ସଚଦେବ (ଆର୍ଟିକିଲ ୩୭୦)
ଶ୍ରେଷ୍ଠ ଗୀତ: ମନୋଜ ମୁନ୍ତାଶୀର (ମୈଦାନ)
ଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର (ପୁରୁଷ): ଅଭୟ ଯୋଧପୁରକର
ଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର (ମହିଳା):
ଶ୍ରେଷ୍ଠ କୋରିଓଗ୍ରାଫି: ବିଜୟ ଗାଙ୍ଗୁଲି (ସ୍ତ୍ରୀ-୨)
ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍: ମାନସ ଚୌଧୁରୀ (ଭୁଲ୍ ଭୁଲୈୟା)
ଶ୍ରେଷ୍ଠ ସମ୍ପାଦନା: ଆର କାଲାଇଭାନନ୍ (ଅମରାନ୍)
ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ଜୁଇଫୁଲ
ଶ୍ରେଷ୍ଠ ବଙ୍ଗଳା ଚଳଚ୍ଚିତ୍ର: ଚଲାଚିତ୍ର ଏଖୋନ୍
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ଶ୍ରୀକାନ୍ତ
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର - ମିଥ୍ୟା
ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର: ଫେମିନିଚି ଫାତିମା
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: ମୁକ୍କମ ପୋଷ୍ଟ ବେମ୍ବିଲବାଡି
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର: ଲହରୀ
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର: ରାୟନ
ଶ୍ରେଷ୍ଠ ଗଢୱାଲି ଚଳଚ୍ଚିତ୍ର: ଢୋଲି
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: ସମିତି କୁରୌଲୁ
ଶ୍ରେଷ୍ଠ ଗୁଜୁରାତୀ ଚଳଚ୍ଚିତ୍ର: ମାରନ
ଶ୍ରେଷ୍ଠ ମଣିପୁରୀ ଚଳଚ୍ଚିତ୍ର: ସୁନୀତା
ଶ୍ରେଷ୍ଠ କୋଙ୍କଣି ଚଳଚ୍ଚିତ୍ର: ମୋଗ ଆସୁମ
- ଫିଚର କାଟେଗୋରୀ ପୁରସ୍କାର

Related Topics
Explore more stories