Abhishek Bachchan / ଐଶ୍ଵର୍ଯ୍ୟାଙ୍କ ସହ କାହିଁକି ରାମ୍ପ ୱକ୍ କରନ୍ତିନି ଅଭିଷେକ; କହିଲେ ସତ
·5 months ago·2 min read

Key Points
ବ୍ରହ୍ମାଣ୍ଡ ସୁନ୍ଦରୀ ହେଉଛନ୍ତି ଐଶ୍ଵର୍ଯ୍ୟା ରାୟ
ତାଙ୍କର ରାମ୍ପର ଭିଡିଓ ବେଶ ଭାଇରାଲ ହୁଏ
ଐଶ୍ଵର୍ଯ୍ୟାଙ୍କ ସହ କାହିଁକି ରାମ୍ପରେ ଚାଲନ୍ତିନି ସ୍ଵାମୀ
ତାଙ୍କର ରାମ୍ପର ଭିଡିଓ ବେଶ ଭାଇରାଲ ହୁଏ
ଐଶ୍ଵର୍ଯ୍ୟାଙ୍କ ସହ କାହିଁକି ରାମ୍ପରେ ଚାଲନ୍ତିନି ସ୍ଵାମୀ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟା ରାୟଙ୍କ ଯୋଡ଼ିକୁ ଫ୍ୟାନ୍ସ ବେଶ ପସନ୍ଦ କରନ୍ତି । ଉଭୟ ସାଥୀରେ ଅନେକ ହିଟ୍ ଫିଲ୍ମ ଫ୍ୟାନଙ୍କୁ ଭେଟି ଦେଇଛନ୍ତି । ଆପଣ ଲକ୍ଷ୍ୟ କରିଥିବେ କେବେ ଏହି ଯୋଡ଼ିଙ୍କୁ ରାମ୍ପରେ ଏକାଠି ଦେଖିବାକୁ ମିଳିନାହିଁ । ଏହାର କାରଣ ଖୋଲି କହିଦେଇଛନ୍ତି ଅଭିଷେକ । ସେ କାହିଁକି ରାମ୍ପ କ୍ଵିନ୍ ତଥା ପତ୍ନୀ ଐଶ୍ଵର୍ଯ୍ୟା ରାୟଙ୍କ ସହ ରାମ୍ପରେ ଚାଲନ୍ତିନି ତା ଉପରେ ରଖିଛନ୍ତି ଜବାବ ।
ଏକ ପଡକାଷ୍ଟରେ ନିକଟରେ ଅଭିଷେକଙ୍କୁ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କୁ ପଚରାଯାଇଥିଲା ଯେ ତାଙ୍କୁ ରେଡ୍ କାର୍ପେଟରେ କେତେ ଥର ହସିବା ପାଇଁ କୁହାଯାଏ ? ଏହାର ଉତ୍ତରରେ ଅଭିନେତା କହିଛନ୍ତି ଯେ ଥରେ କହି ଦୁଇ ଥର ନୁହେଁ, ତାଙ୍କୁ ଅନେକ ଥର ହସିବା ପାଇଁ କୁହାଯାଏ ବୋଲି ସେ କହିଛନ୍ତି । ଏହି ସମୟରେ ସେ ଐଶ୍ଵର୍ଯ୍ୟା ରାୟଙ୍କ ସମ୍ପର୍କରେ ମଧ୍ୟ କହିଛନ୍ତି । ରାମ୍ପରେ ଐଶ୍ଵର୍ଯ୍ୟାଙ୍କ ସହିତ ଚାଲିବା ତାଙ୍କ ପାଇଁ ଏକ ଭୟର କଥା ବୋଲି କହିଛନ୍ତି ଅଭିଷେକ ।
ପଢନ୍ତୁ ଏହି ଖବର: ଅପେକ୍ଷାର ହେଲା ଅନ୍ତ: 'ରାମାୟଣ’ ଟିଜର ଲଞ୍ଚ୍, ହେଲେ ଅଭିନେତା କୁଆଡେ ଗାଏବ ?

- କାହିଁକି ଐଶ୍ଵର୍ଯ୍ୟାଙ୍କ ସହ ରାମ୍ପରେ ଚାଲିବାକୁ ଡରନ୍ତି ?
ପଢନ୍ତୁ ଏହି ଖବର: ଅପେକ୍ଷାର ହେଲା ଅନ୍ତ: 'ରାମାୟଣ’ ଟିଜର ଲଞ୍ଚ୍, ହେଲେ ଅଭିନେତା କୁଆଡେ ଗାଏବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ଅଭିଷେକ ଖୁବଶୀଘ୍ର ଶାହାରୁଖ ଖାନଙ୍କ ସହିତ ଏକ ଥ୍ରିଲର ଫିଲ୍ମରେ ସୁହାନା ଖାନ, ଦୀପିକା ପାଦୁକୋନ, ଅନିଲ କପୁର, ଜ୍ୟାକି ଶ୍ରଫ୍, ରାନୀ ମୁଖାର୍ଜୀଙ୍କ ସହିତ ନଜର ଆସିବେ । ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ରିଲିଜ ହେବ । ଏହି ଫିଲ୍ମଟିକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି ।
Related Topics
Explore more stories