Mrunal Thakur / ବିବାହ ନକରି ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, କେୟାର ନେଉଥିଲେ ବରୁଣ
·7 months ago·2 min read

Key Points
ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ
ସାଥିରେ ଥିଲେ ବିବାହିତ ଅଭିନେତା
ଭାଇଣାଲ ହେଉଛି ଫଟୋ ଏବଂ ଭିଡିଓ
ସାଥିରେ ଥିଲେ ବିବାହିତ ଅଭିନେତା
ଭାଇଣାଲ ହେଉଛି ଫଟୋ ଏବଂ ଭିଡିଓ
ବିବାହ ଚର୍ଚ୍ଚା ଭିତରେ ଆଉ ଏକ ଖବର ବର୍ତ୍ତମାନ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଚର୍ଚ୍ଚାରେ ରଖିଛି। ବଲିଉଡ ଏବଂ ସାଉଥରେ ନିଜର ସୁନ୍ଦର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଖୁବ କମ୍ ସମୟରେ ରାଜ କରିଛନ୍ତି ଅଭିନେତ୍ରୀ ମୃଣାଲ ଠାକୁର। ଖବର ଆସୁଥିଲା କି ମୃଣାଲ ଏବଂ ଅଭିନେତା ଧନୁଷଙ୍କର ବିବାହ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ କୁହାଯାଉଛି କି ଅଭିନେତ୍ରୀ ଗର୍ଭବତୀ ଅଛନ୍ତି। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି।
ଅଭିନେତ୍ରୀ ସମ୍ପ୍ରତି ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ କରିବାକୁ ଯାଉଥିବା ସମୟରେ କ୍ୟାମେରାରେ କଏଦ ହୋଇଥିଲେ। ତାଙ୍କର ବେବି ବମ୍ପ ସ୍ପଷ୍ଟ ଦୃଶ୍ୟମାନ ଥିଲା, ଯାହା ତାଙ୍କ ଫିଲ୍ମ ଏବଂ ଲୁକ ବିଷୟରେ ପ୍ରଶଂସକଙ୍କ କୌତୁହଳକୁ ଆହୁରି ବଢାଇ ଦେଇଥିଲା। ତାଙ୍କ ସହିତ ମୁଖ୍ୟ ଅଭିନେତା ବରୁଣ ଧାୱନ ମଧ୍ୟ ଦେଖାଯାଇଥିଲେ। ଦୁହିଁଙ୍କ ଏକ ଝଲକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ସମୟରେ ମୃଣାଲ ଏକ କମ୍ଫଟେବଲ ଏବଂ ସିମ୍ପଲ ଗାଉନରେ ନଜର ଆସିଥିଲେ। ତାଙ୍କର ଲୁକ ସମ୍ପୂର୍ଣ୍ଣ ରିୟଲ ଓ ନ୍ୟାଚୁରାଲ ଥିଲା। ବରୁଣ ଏବଂ ମୃଣାଲଙ୍କ ଅନ-ସ୍କ୍ରିନ ଯୋଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହିତ। ବ୍ୟକ୍ତିଗତ ଜୀବନରେ, ମୃଣାଲ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ପାଇଁ ଏବେ ଖବରରେ ଅଛନ୍ତି।
କ୍ୟାମେରାରେ ତାଙ୍କର ବେବି ବମ୍ପ ସ୍ପଷ୍ଟ ଭାବରେ ଦେଖାଯାଉଥିଲା, ଯାହା ପ୍ରଶଂସକମାନଙ୍କୁ ଅନୁମାନ କରିବାକୁ ବାଧ୍ୟ କରିଥିଲା ଯେ ସେ ଫିଲ୍ମରେ ଗର୍ଭବତୀ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଲୁକ ଏକ ରୋମାଣ୍ଟିକ କମେଡି ଫିଲ୍ମ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’ ପାଇଁ। ଏଥିରେ ମୃଣାଲ ଠାକୁର ଏବଂ ବରୁଣ ଧାୱନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି, ଯେତେବେଳେ ପୂଜା ହେଗଡେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଡେଭିଡ ଧାୱନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହା ୫ ଜୁନ ୨୦୨୬ରେ ମୁକ୍ତିଲାଭ କରିବ। ମୃଣାଲଙ୍କ ବେବି ବମ୍ପ ଲୁକ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ କହିଲେ ୬୮% ମୋ ହାତରେ, ତେଲର ମୂଲ୍ୟ ନିର୍ଣ୍ଣୟ କରିବି ମୁଁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାନୁସାରେ, ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଧନୁଷ । ଅଭିନେତ୍ରୀ ମୃଣାଳ ଠାକୁରଙ୍କ ହାତ ଧରିଲେ ସାଉଥ ସୁପରଷ୍ଟାର। ଅନେକ ଦିନ ଧରି ଚାଲିଥିବା ଗୁଜବ ଉପରୁ ହଟିଲା ପରଦା। ଶେଷରେ ବିବାହ କରିଛନ୍ତି ଓନୁଷ-ମୃଣାଳ। ଧନୁଷ ଏବଂ ମୃଣାଳ ଠାକୁର ପରସ୍ପରକୁ ଡେଟ୍ କରୁଛନ୍ତି । ଏନେଇ ଗତ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଗୁଜବ ଜୋର ଧରିଥିଲା । ଶୁଣାଯାଉଥିଲା ଯେ ଏହି ଦମ୍ପତି ଫେବୃଆରୀ ୧୪, ୨୦୨୬ରେ ବିବାହ କରିବେ। କିନ୍ତୁ ପରେ ମୃଣାଳଙ୍କ ନିକଟତର ଏକ ସୂତ୍ର ଏହି ରିପୋର୍ଟକୁ ଖଣ୍ଡନ କରିଥିଲା। ଏହା ବିବାହ ନଥିଲା ବରଂ AI ମାଧ୍ୟମରେ ଏମିତି କିଛି ଫଟୋ ଭାଇରାଲ ହୋଇଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories