Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଐଶ୍ୱର୍ଯ୍ୟା ମୋର ବହୁତ ଯତ୍ନ ନିଅନ୍ତି : ଅଭିଶେକ 

Entertainment

ଐଶ୍ୱର୍ଯ୍ୟା ମୋର ବହୁତ ଯତ୍ନ ନିଅନ୍ତି : ଅଭିଶେକ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଐଶ୍ୱର୍ଯ୍ୟା ମୋର ବହୁତ ଯତ୍ନ ନିଅନ୍ତି : ଅଭିଶେକ 

ନୂଆଦିଲ୍ଲୀ:  ଐଶ୍ୱର୍ଯ୍ୟା ଏବଂ ଅଭିଶେକ ବଚ୍ଚନଙ୍କ  ବିବାହ ବିଚ୍ଛେଦ ନେଇ ଅନେକ  ଗୁଜବ ଆସୁଛି। ସୋସିଆଲ ମିଡିଆରେ  ଐଶ୍‌ ଏବଂ ଅଭି ଙ୍କୁ ନେଇ  ଚର୍ଚ୍ଚା ଲାଗିରହିଛି। ଏହାରି ମଧ୍ୟରେ  ଅଭିଶେକଙ୍କ ସହ   ନିମ୍ରତ କୌରଙ୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ହେଲେ ଏବେ ଆମେ ଯେଉଁ ଖବର ଦବାକୁ  ଯାଉଛୁ ଆପଣ ପଢିଲା ପରେ ନିଶ୍ଚିତ ହେବେ ଯେ ଐଶ୍‌ ଏବଂ ଅଭିଶେକଙ୍କ  ଛାଡପତ୍ରକୁ  ନେଇ ଯେଉଁ  ଖବର ଆସୁଛି  ତାହା ସବୁ ଗୁଜବ ବୋଲି।  କାରଣ ସୁଟିଂ ସେଟ୍‌ ରେ ହଠାତ୍‌ ଐଶ୍ୱର୍ଯ୍ୟାଙ୍କୁ କଲ୍‌ କରିବାକୁ ପଡିବ ବୋଲି ବ୍ୟସ୍ତ ହୋଇଗଲେ ଅଭିଶେକ .. ଏହା  ଶୁଶି ତାଙ୍କ କୋ ଆର୍ଟିଷ୍ଟ  ନିମ୍ରତା କୌର  ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 କାରଣ  ନିମ୍ରତା ଜାଣିନଥିଲେ ଐଶ୍ୱର୍ଯ୍ୟା ଏତେ କ୍ୟାରିଙ୍ଗ ବୋଲି। ଅଭିଶେକ କାମରେ ବ୍ୟସ୍ତ ରହିଲେ ଟାଇମ୍‌ରେ  ଖାଇବା ଭୁଲି ଯାଅନ୍ତି। ଆଉ ଐଶ୍ୱର୍ଯ୍ୟା  ଠିକ୍‌ ଟାଇମ୍‌ରେ ଫୋନ୍‌ କରି ଅଭିଶେକଙ୍କୁ ଖାଇବାକୁ ମନେପକାଇଦିଅନ୍ତି।  କଣ ଖାଇଲ. ? କଣ ଖାଇବ ପଚାରି ବୁଝିବା ସହ ଅଭିଙ୍କ ମନପସନ୍ଦର ଖାଇବା ମଧ୍ୟ ପ୍ରସ୍ତୁତ କରି ପଠାଇଦେଇଥାନ୍ତି। ଫିଲ୍ମ  ଦଶବିର ପ୍ରମୋଶନ  ସମୟରେ  ଅଭିଶେକ  ଆଉଟଡୋର  ସୁଟିଂରେ ଥାନ୍ତି.. ସେ ସମୟରେ ଐଶ୍‌ ତାଙ୍କର ଖାଇବା ପିଇବାର ଧ୍ୟାନ ରଖୁଥିଲେ ବୋଲି ଅଭିଶେକ କହିଛନ୍ତି।  ଅଭିଶେକ କହିଛନ୍ତି ଆଉଟଡୋର ସୁଟିଂରେ ଥିଲେ  ସନ୍ଧ୍ୟାରେ ମୋ ସ୍ତ୍ରୀ ଐଶ୍‌  କଲ୍‌ କରିବାକ ଭୁଲିନଥାନ୍ତି।   
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aishwarya rai has to call otherwise i dont when abhishek bachchan said this about wife | Argus News