Alia And Vicky Kaushal / ଏକାଠି ହେଲେ ସେଲିବ୍ରିଟି, ଏହି କାରଣ ପାଇଁ ଝଗଡ଼ା ହେଲେ ଆଲିଆ-ଭିକି
·8 months ago·2 min read

Key Points
ସେଲିବ୍ରିଟି ହେଲେ ଝଗଡା
କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ
ଯାହାକୁ ନେଇ ସବୁଠି ଚର୍ଚ୍ଚା
କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ
ଯାହାକୁ ନେଇ ସବୁଠି ଚର୍ଚ୍ଚା
ସେଲିବ୍ରିଟି ଝଗଡା। ଆଗଧାଡିର ଦୁଇ ଅଭିନେତା ଏବଂ ଅଭିନେତ୍ରୀ ସମସ୍ତଙ୍କ ସାମ୍ନାରେ ଝଗଡା ହୋଇଛନ୍ତି। ଯୋଉଁ କବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଆଲିଆ ଏବଂ ଭିକି ଝଗଡ଼ା ହୋଇଛନ୍ତି। ତେବେ କାହିଁକି ଏବଂ କେଉଁ କାରଣ ପାଇଁ ଦୁହେଁ ଏପରି ଝଗଡ଼ା କରିଛନ୍ତି ବୋଲି ଫ୍ୟାନ୍ସ ମଧ୍ୟ ଜାଣିବାକୁ ଚାହୁଁଛନ୍ତି।
କହିବାକୁ ଗଲେ ଲଭ୍ ଆଣ୍ଡ୍ ୱାର୍ ୨୦୨୫ ଖ୍ରୀଷ୍ଟମାସରେ ରିଲିଜ୍ ହେବାର ପ୍ଲାନିଂ ଥିଲା। ହେଲେ ଫିଲ୍ମର ରିଲିଜ୍ ଡେଟକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଫିଲ୍ମଟି ୨୦ ମାର୍ଚ୍ଚ, ୨୦୨୬ ରେ ମୁକ୍ତିଲାଭ କରିବ।
ଫିଲ୍ମର ଅଫିସିଆଲି ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଯଦି ଫିଲ୍ମଟି ୨୦ ମାର୍ଚ୍ଚରେ ମୁକ୍ତିଲାଭ କରେ, ତେବେ ଏହା ଧୁରନ୍ଧର ୨ ଏବଂ ଟକ୍ସିସ୍ ସହିତ ବକ୍ସ ଅଫିସ୍ ଟକ୍କରର ସମ୍ମୁଖୀନ ହୋଇପାରେ। ଏହି ଫିଲ୍ମକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ। ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଲ ଏକାଠି ପରଦାରେ ନଜର ଆସିବେ।ସୂତ୍ର ଅନୁଯାୟୀ , "ଫିଲ୍ମ ଯୋଜନା ଅନୁଯାୟୀ ଆଗକୁ ବଢ଼ୁଛି। ଫିଲ୍ମର ପୁରା ୟୁନିଟ୍ ବିରତିରେ ଅଛି। ଯାହା ମାସ ମାସ ପୂର୍ବରୁ କୁହାଯାଇଥିଲା। ଭଂସାଲିଙ୍କ ଫିଲ୍ମ ଗୁଡ଼ିକ ଏକ ବଡ଼ ସ୍କେଲରେ ନିର୍ମିତ ହୁଏ। ବାକି ସୁଟିଂରେ VFX ସାମିଲ ହେବ। କାରଣ ଏହା ଏକ ପିରିୟଡ୍ ଫିଲ୍ମ। ଏହା ସହିତ, କିଛି ସ୍ପେଶାଲ ସିନ୍ ଏବଂ ମ୍ୟୁଜିକାଲ ଅଂଶ ମଧ୍ୟ ସୁଟିଂ କରାଯିବ।
ଏଥିସହ ପଢ଼ନ୍ତୁ: ଆମେରିକା ଯାହା କଲା ସେମିତି କରୁ ଭାରତ, ମାସୁଦକୁ ପାକିସ୍ତାନରୁ ଟାଣି ଆଣ...
ସଞ୍ଜୟ ଲୀଲା ଭଂସାଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, ଲଭ୍ ଆଣ୍ଡ୍ ୱାର୍ । ଏହି ଫିଲ୍ମକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଫିଲ୍ମର ଲିଡରେ ଅଛନ୍ତି ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଲ। ଶୁଣିବାକୁ ମିଳୁଛି ତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି।ଲିଡ୍ କଳାକାର ରଣବୀର କପୁର, ଭିକି କୌଶଲ ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଗୁଜବ ଅଟେ । ସେମାନଙ୍କ ଭିତରେ ସେମିତି କୌଣସି ଝଗଡ଼ା ହୋଇନଥିଲା କେବଳ ସାମାନ୍ୟ କଥାକଟି ହୋଇଥିଲେ। କିନ୍ତୁ ବର୍ତ୍ତମାନ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏକ ସୂତ୍ରକୁ ଜଣାପଡିଛି, "ସେମାନଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇନାହିଁ।" ଫିଲ୍ମର ଏକ ଲମ୍ବା ଏବଂ କଷ୍ଟକର ସୁଟିଂ ଅଛି। ରଣବୀର, ଆଲିଆ ଏବଂ ଭିକି ପରାପୁରି ଏକାଠି ଅଛନ୍ତି । ଜାନୁଆରୀ ମଧ୍ୟଭାଗରୁ ମାର୍ଚ୍ଚରେ ସୁଟିଂ ପୁନର୍ବାର ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ପୋଷ୍ଟ-ପ୍ରଡକ୍ସନ୍ କାମ ଏକକାଳୀନ ଜାରି ରହିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories