Masood Azhar / ଆମେରିକା ଯାହା କଲା ସେମିତି କରୁ ଭାରତ, ମାସୁଦକୁ ପାକିସ୍ତାନରୁ ଟାଣି ଆଣ...
·8 months ago·2 min read

Key Points
'ଆମେରିକା ଭଳି ମାସୁଦକୁ ପାକିସ୍ତାନରୁ ଘୋଷାରି ଆଣ'
ତାପରେ ଜାଣିବ ଭାରତ କଣ କରିପାରେ
ଏମିତି କିଛି ଦାବି କରିଛନ୍ତି ଓଓ୍ୱେସୀ
ତାପରେ ଜାଣିବ ଭାରତ କଣ କରିପାରେ
ଏମିତି କିଛି ଦାବି କରିଛନ୍ତି ଓଓ୍ୱେସୀ
ପାକିସ୍ତାନରୁ ମାସୁଦକୁ ଘୋଷାରି ଆଣ। ଆମେରିକା ଯେଉଁଭଳି ଭାବରେ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ନେଇଆସିଲା ଠିକ୍ ସେହିପରି ପାକିସ୍ତାନରୁ ମାସୁଦକୁ ଘୋଷାରି ଆଣିବାକୁ ଦାବି ହେଉଛି। ଆମେରିକାର ଭେନେଜୁଏଲା ବିରୋଧରେ ଆକ୍ସନ୍ ପରେ ଏବେ ସାରା ବିଶ୍ୱ ଚକିତ । ଯେଉଁଭଳି ଭାବେ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ୟୁଏସ ସେନା ଉଠାଇ ଆଣିଲା ତାହାକୁ ନେଇ ଚର୍ଚ୍ଚା । ଭାରତ ମଧ୍ୟ ଏପରି କିଛି ଆକ୍ସନ ନେଇ ପାକିସ୍ତାନରୁ ଆତଙ୍କବାଦୀକୁ ନେଇ ଆସୁ ବୋଲି କହିଛନ୍ତି ଅସଦୁଦ୍ଦୀନ ଓଓ୍ୱେସୀ । ତେବେ ଓଓ୍ୱେସୀଙ୍କ ଏକଥା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ଆମେରିକା କମାଣ୍ଡୋଙ୍କ ଅପେରସନ ସହ ତୁଳନା କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରିଛନ୍ତି ଓଓ୍ୱେସୀ ।
ସୂଚନାଯୋଗ୍ୟ, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀଙ୍କ ଗୁଳିରେ ଶହଶହ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହାସହ ଅନେକ ଯବାନ ଏବଂ ପୋଲିସ ଅଧିକାରୀ ସହିଦ ହୋଇଥିଲେ । ଏହା ପଛରେ ମାସୁଦର ଷଡଯନ୍ତ୍ର ଥିବା ପ୍ରମାଣ ମିଳିଥିଲା । ସେବେଠାରୁ ଭାରତ ମାସୁଦକୁ ଧରିବାକୁ ଅନେକ ଚେଷ୍ଟା କରୁଛି। ହେଲେ ତାକୁ ଧରିବାରେ ଧରିବାରେ ଅସଫଳ।ଓଓ୍ୱେସୀ କହିଛନ୍ତି ଯେ, ପାକିସ୍ତାନରେ ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି । ଆମେରିକା ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରିପାରୁଛି । ଭାରତ ସରକାର ମୁମ୍ବାଇ ୨୬-୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଆଣିବା ଜରୁରୀ । ସେ କହିଛନ୍ତି ଯେ, ଭାରତ କଣ ପାଇଁ ଏପରି କାର୍ଯ୍ୟାନୁଷ୍ଠାନ କରୁନାହିଁ ।
ଏଥିସହ ପଢ଼ନ୍ତୁ: ୟୁଏସ-ଭେନେଜୁଏଲା ଯୁଦ୍ଧକୁ ନେଇ ବାବା ଭେଙ୍ଗା କହିଥିଲେ...
ଯେଉଁମାନେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି ସେମାନଙ୍କୁ ଧରିବା ଦରକାର । ଆମେରିକା ଅନ୍ୟ ଦେଶରେ ପଶି ସେଠାକାର ରାଷ୍ଟ୍ରପତିଙ୍କୁ ନେଇ ଆସୁଛି । ଭାରତ ମଧ୍ୟ ସେପରି ଭାବେ ଆତଙ୍କବାଦୀଙ୍କୁ ଆଣିବା ଦରକାର । ଆହୁରି ମଧ୍ୟ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମାସୁଦ ଅଜହର ଏବଂ ଲଶ୍କର-ଏ-ତୋଏବାର ଅନ୍ୟ ଆତଙ୍କବାଦୀଙ୍କୁ ଉଠାଇ ଆଣନ୍ତୁ । ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ । ରାଷ୍ଟ୍ରପତିଙ୍କୁ ସ୍ପେଶାଲ ଫୋର୍ସ ଉଠାଇ ନେବା ପରେ ସାମ୍ନାକୁ ଆସିଛି ପ୍ରଥମ ଫଟୋ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ପୋଷ୍ଟ କରିଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ଫଟୋ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ଫୋର୍ସ ଭେନେଜୁଏଲାରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଭେନେଜୁଏଲାର ରାଜଧାନୀର କାରାକାସରେ ପଶି ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ଅଣାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories