Alia Bhatt Controversy / ପାକିସ୍ତାନୀ ଡ୍ରେସ ପ୍ରେମରେ ଆଲିଆ: ଫ୍ୟାନ୍ସଙ୍କ ଗାଳି, କଣ ଏହା ସତ ନା ମିଛ ?
·4 months ago·2 min read

Key Points
ପାକିସ୍ତାନୀ ବ୍ରାଣ୍ଡ୍ର ମାର୍କେଟିଂ କରୁଛନ୍ତି କି ଆଲିଆ ?
ଏମିତି କହିଲେ ୟୁଜର୍ସ
ଏହା ସତ ନା ମିଛ ଜାଣନ୍ତୁ ?
ଏମିତି କହିଲେ ୟୁଜର୍ସ
ଏହା ସତ ନା ମିଛ ଜାଣନ୍ତୁ ?
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ଖୁବ ସୁନ୍ଦର। ତାଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଥିବାବେଳେ ବର୍ତ୍ତମାନ ତାଙ୍କୁ ଦେଖି ରାଗୁଛନ୍ତି ତାଙ୍କ ଫ୍ୟାନ୍ସ। ପ୍ରକୃତରେ କଣ ହୋଇଛି, କାହିଁକି ଆଲିଆଙ୍କୁ ଦେଖି ଭଡକିଲେ ୟୁଜର୍ସ ଜାଣନ୍ତୁ। ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଦୀର୍ଘଦିନ ଧରି ନିର୍ଦ୍ଦେଶକଙ୍କ ପାଇଁ ପ୍ରଥମ ପସନ୍ଦ ହୋଇଆସିଛନ୍ତି। ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ପାରିବାରିକ ଜୀବନକୁ ସନ୍ତୁଳିତ କରିବା ସହିତ ତାଙ୍କ କ୍ୟାରିଅର କୁ ମଧ୍ୟ ପରିଚାଳନା କରୁଛନ୍ତି।
ପାକିସ୍ତାନୀ ଫ୍ୟାଶନ୍ ବ୍ରାଣ୍ଡ ଦ୍ୱାରା ସେୟାର କରାଯାଇଥିବା ଆଲିଆ ଭଟ୍ଟର ଫଟୋ ଅଭିନେତ୍ରୀଙ୍କ ନିଜସ୍ୱ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମିଳିବ ନାହିଁ। ଏହି ଫଟୋ ଗୁଡ଼ିକ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବା ମାତ୍ରେ, ସେମାନେ ଅନୁମାନ କରିବାକୁ ଲାଗିଲେ ଯେ ବ୍ରାଣ୍ଡଟି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ। କିନ୍ତୁ କାହିଁକି? ସମସ୍ୟାଟି କ’ଣ? ସବୁ ଟ୍ରାଡିସନାଲ ସୁଟ୍ ପିନ୍ଧି ଆଲିଆ ଭଟ୍ଟର ଲୁକ୍କୁ ପ୍ରଶଂସା କରୁଥିବା ପରି ମନେ ହେଉଥିଲା; ତେବେ ହଙ୍ଗାମା କାହିଁକି?ଏହାରି ମଧ୍ୟରେ, ତାଙ୍କର କିଛି ଫଟୋ ପାକିସ୍ତାନୀ ଫ୍ୟାଶନ୍ ବ୍ରାଣ୍ଡ ସହିତ ଜଡିତ ଅଛି । ଯାହା ଖୁବ୍ ଭାଇରାଲ ହୋଇଛି। ଏସବୁକୁ ଦେଖିଲା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ହଁ, ଏହି ୧୦ଟି ଫଟୋ ମାତ୍ର ଚାରି ଦିନ ପୂର୍ବରୁ ଅପଲୋଡ୍ କରାଯାଇଥିଲା। ଆଲିଆ ପ୍ରକୃତରେ ଏକ ପାକିସ୍ତାନୀ ବ୍ରାଣ୍ଡ ପାଇଁ ସୁଟ୍ କରିଥିଲେ କି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ ।
.ଆଲିଆ କ’ଣ ପାକିସ୍ତାନୀ ବ୍ରାଣ୍ଡ ପାଇଁ ସୁଟିଂ କରିଥିଲେ?
ଜଣାପଡୁଛି ଯେ "ୱାଜାୟେଶା ଅଫିସିଆଲ୍" ନାମରେ ଏକ ପାକିସ୍ତାନୀ ଲେବଲ୍ କାମ କରୁଛି। ବ୍ରାଣ୍ଡଟି ତାର ଇନଷ୍ଟାଗ୍ରାମ ପୃଷ୍ଠାରେ କିଛି ଫଟୋ ସେୟାର କରିଛି। ଯେଉଁଥିରେ କ୍ୟାପସନ ଦିଆଯାଇଛି: "ଆଲିଆ ଭଟ୍ଟ ଆମର 'ପ୍ୟୁର୍ ଶିଶା ସିଲ୍କ କଲେକ୍ସନ୍'କୁ ମଧ୍ୟ ପସନ୍ଦ କରିଥିଲେ!" ବ୍ରାଣ୍ଡଟି ଏହି ଫଟୋଗୁଡ଼ିକ ପୋଷ୍ଟ କରିବା ମାତ୍ରେ, ଅଭିନେତ୍ରୀଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରକୃତରେ ଅଭିନେତ୍ରୀ କୌଣସି ପାକିସ୍ତାନୀ ବ୍ରାଣ୍ଡ ପାଇଁ ଫଟୋସୁଟ୍ କରିନାହାଁନ୍ତି। ଏଆଇ ଭାବରେ ଫଟୋଗୁଡ଼ିକୁ ଡିଜିଟାଲ୍ ରୂପ ଦିଯାଇଛି। ଏହା ବ୍ୟତୀତ, ତାଙ୍କ ପୋଷାକ ପରିବର୍ତ୍ତନ କରିବା ପାଇଁ AI ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଥିଲା, ଯାହା ଫଳରେ ବ୍ରାଣ୍ଡ ତାଙ୍କ ଅନୁମତି ବିନା ଅଭିନେତ୍ରୀଙ୍କ ପ୍ରତିଛବି ବ୍ୟବହାର କରି ନିଜକୁ ପ୍ରଚାର କରୁଛି। ପ୍ରଶଂସକମାନେ ବ୍ରାଣ୍ଡର ପେଜକୁ କଡ଼ା ସମାଲୋଚନା କରିଛନ୍ତି। ଏବେ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଆଲିଆ ଏହି ମାମଲାରେ କେତେ ଶୀଘ୍ର ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: କୋଟିପତି ଅକ୍ଷୟଙ୍କ ପୁଅ ୪୫୦୦ ଟଙ୍କାରେ ଚାକିରି ହେଲେ କାହିଁକି...
ଆଲିଆ ଭଟ୍ଟ ଅନେକ ବଡ଼ ଫିଲ୍ମ ପ୍ରୋଜେକ୍ଟରେ ମଧ୍ୟ ସାମିଲ ଅଛନ୍ତି। ତାଙ୍କର ସ୍ପାଏ ଥ୍ରୀଲର, ଆଲଫା, ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ଅନୟପଟେ ଲଭ୍ ଆଣ୍ଡ୍ ୱାର ଆସନ୍ତା ବର୍ଷର ଆରମ୍ଭରେ ରିଲିଜ୍ ହେବାର ଯୋଜନା ରହିଛି। ବର୍ତ୍ତମାନ, ତାଙ୍କ ନାମ ଅନେକ ବଡ଼ ଫିଲ୍ମ ସହିତ ଯୋଡା ହେଉଛି। ହେଲେ ଆଲିଆ ନିଜେ ସେଗୁଡ଼ିକ ମଧ୍ୟରୁ କୌଣସିଟିକୁ ନିଶ୍ଚିତ କରିନାହାଁନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories