Anil Kapoor / ବଦଳିଗଲେ ଅଭିନେତା, ଛୁଇଁଲା ବୁଢ଼ାପା ନା ଆଉ କିଛି ?
·7 months ago·2 min read

Key Points
ନୂଆ ଲୁକରେ ଅନିଲ
ଟ୍ରାନ୍ସଫର୍ମେସନ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ
ଟ୍ରାନ୍ସଫର୍ମେସନ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ
ବଲିଉଡର ଏଭରଗ୍ରୀନ୍ ଅଭିନେତା ଅନୀଲ କପୁର। ତାଙ୍କ ଫିଟନେସ ପାଇଁ ସେ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ବୋଲି ଧରାଯାଏ। କିନ୍ତୁ ହଠାତ୍ ତାଙ୍କର ସବୁ କେଶ ପାଚି ଧଳା ହୋଇଯାଇଛି। କାହିଁକି ଏବଂ କେମିତି ବୋଲି ସବୁଠି ଚର୍ଚ୍ଚା। କେହି କେହି କହୁଛନ୍ତି ଯେ, ଏମିତି କେମିତି ହୋଇଗଲା। ବଲିଉଡର ଏଭରଗ୍ରୀନ୍ ଅଭିନେତା କଣ ବୃଢ଼ା ହୋଇଗଲେ କି। ଜାଣନ୍ତୁ କଣ ହୋଇଛି ପୁରା ଘଟଣା। ବର୍ତ୍ତମାନ ଏହି ଘଟଣାକୁ ନେଇ ଅଭିନେତାଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।
ଅନୀଲ କପୁରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ଅନିଲଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ ହୃଦୟ ଖୋଲି କମେଣ୍ଟ କରୁଛନ୍ତି। କେବଳ ପ୍ରଶଂସକମାନେ ନୁହେଁ, ବରଂ ଶିଳ୍ପର ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି। ତାଙ୍କର ଏହି ପରିବର୍ତ୍ତନକୁ ଲକ୍ଷ୍ୟ କରି, ସୋନମ କପୁର ତାଙ୍କ ବାପାଙ୍କ ପୋଷ୍ଟରେ ହାର୍ଟ ଏବଂ ଫାୟାର୍ ଇମୋଜି ମଧ୍ୟ ସେୟାର କରିଛନ୍ତ। ଲୋକମାନେ ଲେଖୁଛନ୍ତି, "ଗ୍ରେ କେବେ ଏତେ ଆକର୍ଷଣୀୟ ଦେଖାଯାଇ ନଥିଲା!", ଆଉ ଜଣେ ଲେଖିଛନ୍ତି-"ଅନିଲ ସାର୍ ଏବେ ବି ଯୁବ ଦେଖାଯାଉଛନ୍ତି।କିନ୍ତୁ ତାଙ୍କର ସ୍ୱାଗ୍ ଏବଂ ଡ୍ୟାସିଂ ଷ୍ଟାଇଲ ଏବେ ବି ଦବଦବା ରହିଛି। ୬୯ ବର୍ଷ ବୟସରେ ମଧ୍ୟ, ତାଙ୍କ ଫିଟନେସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏ ବୟସରେ ମଧ୍ୟ, ଲାଗେ ଯେପରି ତାଙ୍କ ବୟସ ବଢ଼ିବା ପରିବର୍ତ୍ତେ କମୁଛି। ସେ ତାଙ୍କର ଦମଦାର ବ୍ୟକ୍ତିତ୍ୱ ପାଇଁ ସବୁବେଳେ ଖବରରେ ଥାଆନ୍ତି।
ବର୍ତ୍ତମାନ ଅନିଲଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଯାହା ପ୍ରଶଂସକମାନଙ୍କୁ ଖୁବ୍ ଆଟ୍ରାକ୍ଟ କରୁଛି । ଏହି ନୂଆ ଲୁକକୁ ନେଇ ଖୁବ୍ ପ୍ରଶଂସା କରୁଛନ୍ତି। ନିକଟରେ ଅନିଲ ଏକ ଫଟୋ ସେୟାର କରିଛନ୍ତି । କେବଳ ପ୍ରଶଂସକମାନେ ନୁହେଁ, ଅନେକ ସେଲିବ୍ରିଟି ମଧ୍ୟ ଅନିଲଙ୍କ ବର୍ତ୍ତମାନର ପୋଷ୍ଟକୁ ପସନ୍ଦ କରିବା ସହ ଲୁକକୁ ନେଇ ବେଶ ପ୍ରଶଂସା କରୁଛନ୍ତି। ସେ ପୁଣି ଥରେ ପ୍ରମାଣ କରିଦେଇଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା। ଧଳା ଚୁଟି ଏବଂ ମ୍ୟାଚିଂ ନିଶ ସହିତ ତାଙ୍କର ଷ୍ଟାଇଲିସ୍ ଲୁକ୍ ଖୁବ୍ ଜବରଦସ୍ତ୍ ଲାଗୁଛି। ପୋଷ୍ଟ ସହିତ ଥିବା କ୍ୟାପସନରେ ଅନିଲ ଲେଖିଛନ୍ତି, "ଦିନକୁ ଜଣା ନାହିଁ ଆଗକୁ କ'ଣ ଆସିବାର ଅଛି।"
ଏଥିସହ ପଢ଼ନ୍ତୁ: ଅଜିତ୍ ପାଓ୍ୱାରଙ୍କ ଶେଷ କଲ୍ ରେକର୍ଡ, ଭଣଜାକୁ ଏମିତି କହିଥିଲେ କିଛି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିତେଶ ମଧ୍ୟ ତାଙ୍କର ନୂଆ ଗେଟ୍ଅପ୍କୁ ପସନ୍ଦ କରିଛନ୍ତି। ଅନିଲ କପୁର ତାଙ୍କର ନୂଆ ଲୁକ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କର ଅଲ୍-ଲୁକ୍ ହୃଦୟ ଜିତିଛି।ଜାଣିରଖନ୍ତୁ ଅନୀଲ କପୁର ବର୍ତ୍ତମାନ ଅଜା ମଧ୍ୟ ହୋଇସାରିଛନ୍ତି । ତଥାପି ସେ ଏବେବି ୟଙ୍ଗ ଦେଖାଯାଉଛନ୍ତି। ତାଙ୍କ ଲୁକ ବଡ଼ ବଡ଼ ଅଭିନେତାଙ୍କୁ ମଧ୍ୟ ପଛରେ ପକାଇଦେଇଛି। ଅନିଲ କପୁରଙ୍କ ନୂଆ ଲୁକ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories