Anuj Thakur Passes Away / ଶୋଇଥିବା ଅବସ୍ଥାରେ ଚାଲିଗଲା ଜୀବନ… ୩୩ ବର୍ଷ ବୟସରେ ଅଭିନେତା ଅନୁଜ ଠାକୁରଙ୍କ ମୃ*ତ୍ୟୁ
·1 hour ago·2 min read

Key Points
ବଲିଉଡ ଇଣ୍ଡଷ୍ଟ୍ରୀରୁ ପୁଣି ଏକ ଦୁଃଖଦ ଖବର ଆସିଛି
ଅଭିନେତା ଅନୁଜ ଠାକୁରଙ୍କ ୩୩ବର୍ଷ ବୟସରେ ନିଧନ ହୋଇଛି

ବଲିଉଡ ଇଣ୍ଡଷ୍ଟ୍ରୀରୁ ପୁଣି ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ଅଭିନେତା ଅନୁଜ ଠାକୁରଙ୍କ ନିଧନ ହୋଇଯାଇଛି। ମାତ୍ର ୩୩ବର୍ଷ ବୟସରେ ଅନୁଜ ଦୁନିଆକୁ ଅଲବିଦା କହିଛନ୍ତି। ଅନୁଜ ରାତିରେ ଖାଇପିଇ ଶୋଇଥିଲେ କିନ୍ତୁ ସକାଳୁ ଆଉ ଉଠିଲେ ନାହିଁ। ନିଦରେ ହିଁ ସେ ଶେଷ ନିଃଶ୍ବାସ ନେଇଥିଲେ। ତାଙ୍କର ଏମିତି ଅକାଳ ବିୟୋଗରେ ପରିବାରରେ ଶୋକର ଲହରୀ ଖେଳିଯାଇଛି।
ଅନୁଜ ଠାକୁରଙ୍କ ମୃ*ତ୍ୟୁ ମୁମ୍ବାଇ ସ୍ଥିତ ତାଙ୍କ ଘରେ ହିଁ ହୋଇଛି। କୁହାଯାଉଛି କି, ଅକ୍ଟୋବର ୨୭ ତାରିଖ ମଙ୍ଗଳାବର ରାତିରେ ସେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଅଭିନେତାଙ୍କ ବନ୍ଧୁ କାଷ୍ଟିଙ୍ଗ ନିର୍ଦ୍ଦେଶକ ରୂପେଶ ସୋନାର ମିଡିଆରେ ଏହି ଖବର ଦେଇଥିଲେ। ରୂପେଶ ଆଉ ମଧ୍ୟ କହିଛନ୍ତି ପୁଅର ଏପରି ଅକାଳ ବିୟୋଗରେ ପରିବାର ଲୋକଙ୍କୁ ଗଭୀର ଆଘାତ ଲାଗିଛି। ଏହି ଖବରକୁ ପ୍ରାଇଭେସି ରଖିବାକୁ ସେମାନେ ନିବେଦନ କରିଛନ୍ତି।
ରୂପେଶ କହିଛନ୍ତି ଯେ, ଅନୁଜ ଗଛ କିଛି ସମୟ ହେଲା ଇଣ୍ଡଷ୍ଟ୍ରୀ ଠାରୁ ଦୂରରେ ଥିଲେ। କିନ୍ତୁ ମୁଁ ତାଙ୍କ ସହ ଯୋଗାଯୋଗରେ ଥିଲି। ଗତ ୧୦ ଦିନ ପୂର୍ବରୁ ମୋର ତାଙ୍କ ସହ ଦେଖା ହୋଇଥିଲା। ଶୁକ୍ରବାର ତାଙ୍କ ସହ କଥା ହେବାକୁ ଫୋନ କରିଥିଲି। ସେତେବେଳେ ତାଙ୍କ ପରିବାର ଲୋକ ମୋତେ ତାଙ୍କ ମୃତ୍ୟୁ ଖବର ଜଣାଇଥିଲେ। ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।
ବର୍ଷେ ପୂର୍ବରୁ ଏଭଳି ହୃଦଘାତର ଶିକାର ହୋଇଥିଲେ। ସେଥିପାଇଁ ସେ ପ୍ରତିଦିନ ମେଡିସିନ ଖାଉଥିଲେ। କିନ୍ତୁ ୨୭ ତାରିଖ ରାତିରେ ଏକୁଟିଆ ଶୋଇଥିବାବେଳେ ହୃଦଘାତ ତାଙ୍କ ଜୀବନ ନେଇଯାଇଛି। ଅନୁଜଙ୍କ ମୃତ୍ୟୁକୁ ରୂପେଶ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି।
- କିପରି ହେଲା ଅନୁଜଙ୍କ ମୃ*ତ୍ୟୁ

- ୧ବର୍ଷ ପୂବରୁ ଥରେ ହୃଦଘାତର ଶିକାର ହୋଇଥିଲେ
ବର୍ଷେ ପୂର୍ବରୁ ଏଭଳି ହୃଦଘାତର ଶିକାର ହୋଇଥିଲେ। ସେଥିପାଇଁ ସେ ପ୍ରତିଦିନ ମେଡିସିନ ଖାଉଥିଲେ। କିନ୍ତୁ ୨୭ ତାରିଖ ରାତିରେ ଏକୁଟିଆ ଶୋଇଥିବାବେଳେ ହୃଦଘାତ ତାଙ୍କ ଜୀବନ ନେଇଯାଇଛି। ଅନୁଜଙ୍କ ମୃତ୍ୟୁକୁ ରୂପେଶ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୂପେଶ ପୋଷ୍ଟରେ ଲେଖିଛନ୍ତି ଯେ, “ଏବେବି ମୁଁ ବିଶ୍ବାସ କରିପାରୁନି କି, ତୁମେ ଆମ ପାଖରେ ଆଉ ନାହଁ।“ “ତୁମେ ମୋ ବନ୍ଧୁ ନୁହେଁ ମୋ ସାନ ଭାଇ ଥିଲ।“ ଆମେ ଏକାସାଥୀରେ ବହୁତ ସାରା ପ୍ରୋଜେକ୍ଟ ପ୍ଲାନ କରିଥିଲୁ। ମୁଁ ଆଜି ବି ତୁମର ସେଇ ସଂଘର୍ଷକୁ ଆଉ ଯାତ୍ରାକୁ ମନେ ପକାଉଛି।
“ସତରେ ଜୀବନ କ୍ଷଣସ୍ଥାୟୀ”। ଆଉ ଏହାକୂ ସ୍ବୀକାର କରିବା କଷ୍ଟ ଯେ, ତୁମେ ଏତେ ଶୀଘ୍ର ଅଫେରା ରାଇଜକୁ ଚାଲିଗଲ। ମୁଁ ଏହି ମୃତ୍ୟୁ ଖବରରେ ସତରେ ଭାଙ୍ଗିପଡ଼ିଛି। ତୁମେ ସବୁବେଳେ ମନେ ରହିବ। ଈଶ୍ବର ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ।
ଅନୁଜଙ୍କ କାମ କଥା ଯଦି କହିବା ସେ “ଧୁମ ମଚାଓ ଧୁମ”, “ବନ୍ଧନ ସାତ ଜନ୍ମୋ କା” ଏବଂ ମହିମାସାଗର ଭଳି ଶୋରେ ଅଭିନୟ କରିଥିଲେ। ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ସବୁବେଳେ ମନେ ରଖିବେ।

Related Topics
Explore more stories