Arijit Singh / ଛାଡିଥିଲେ ଗୀତ ପୁଣି ଫେରିଲେ, ଷ୍ଟେଜରେ ଫ୍ୟାନ୍ସଙ୍କୁ ସତ କହିଲେ ଅରିଜିତ୍...
·6 months ago·2 min read

Key Points
ପ୍ଲେବ୍ୟାକ୍ ସିଙ୍ଗିଙ୍ଗ ଛାଡିବା ପରେ ଷ୍ଟେଜ୍କୁ ଫେରିଲେ ଅରିଜିତ୍
ଏମିତି କହିଲେ ଗାୟକ
ଏମିତି କହିଲେ ଗାୟକ
ମନୋରଞ୍ଜନ ଖବର: ଛାଡ଼ିଥିଲେ ପ୍ଲେବ୍ୟାକ ସିଙ୍ଗିଙ୍ଗ ପୁଣି ଫେରିଲେ ସିଙ୍ଗର ଅରିଜିତ୍ ସିଂ। କିନ୍ତୁ କହୁଛନ୍ତି ମୁଁ ଗାଇପାରୁନାହିଁ। ପ୍ରକୃତରେ କଣ ହୋଇଛି ଏମିତି କାହିଁକି କହିଲେ ଅରିଜିତ ବୋଲି ସବୁଠି ଚର୍ଚ୍ଚା ହେଉଛି। ଗାୟକ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଂରୁ ଅବସର ନେବା ପରେ କୋଲକାତାରେ ତାଙ୍କର ପ୍ରଥମ ଲାଇଭ୍ ପରଫମାନ୍ସ ଦେଇଥିଲେ । ଗାୟକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କନସର୍ଟରେ ଅରିଜିତଙ୍କ ସହିତ ସୀତାର ବାଦକ ଅନୁଷ୍କା ଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଅରିଜିତ ଏବଂ ଅନୁଷ୍କାଙ୍କ ମଧ୍ୟରେ ହୋଇଥିବା ଜୁଗଲବନ୍ଦୀ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ଅନୁଷ୍କାଙ୍କ ଶୋ’ରେ ଅରିଜିତ ସିଂହ ଗେଷ୍ଟ ପରଫର୍ମର ଥିଲେ।
ସେପଟେ ଅରିଜିତଙ୍କୁ ଦେଖି ଫ୍ୟାନ୍ସ ଭାବବିହ୍ୱଳ ହୋଇଥିଲେ । ୟୁଜର୍ସମାନେ ନା ନା କମେଣ୍ଟ କରିଛନ୍ତି । ସେଥି ମଧ୍ୟରେ ଜଣେ ଲେଖିଛନ୍ତି, "ମୁଁ ଖୁସି ଏବଂ ଦୁଃଖିତ ଉଭୟ।" ଅନ୍ୟ ଜଣେ କହିଛନ୍ତି, "ଏପରି ଲାଗୁଛି ଯେ ମୁଁ ବହୁତ ଦିନ ପରେ ଅରିଜିତଙ୍କୁ ଶୁଣୁଛି।" ଅନ୍ୟ ଜଣେ କହିଛନ୍ତି, "ଅରିଜିତ, ଆମେ ତୁମର ସ୍ୱରକୁ ମିସ୍ କରିଛୁ। ଏହି ସମୟରେ, ଅରିଜିତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ନୂଆ ଗୀତ ରିଲିଜ୍ କରିଛନ୍ତି। ଗୀତଟିର ଶୀର୍ଷକ "ଓ ଶିବ ମେରେ"। ଏହି ଭକ୍ତିପୂର୍ଣ୍ଣ ଗୀତଟି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ଏହି ଗୀତଟି ମନଦୀପ ପଙ୍ଘଲ ଦ୍ୱାରା ରଚିତ।
ପଢ଼ନ୍ତୁ ଏହି ଖବର: ଅରିଜିତଙ୍କୁ ଏମିତି କହିଲେ ଆମିର, ରାଜି ହେଇଗଲେ ସିଙ୍ଗର...
ଅରିଜିତଙ୍କୁ ଦେଖି ଫ୍ୟାନ୍ସମାନେ ମଧ୍ୟ ଦିଓ୍ୱାନା। ଅନେକ ଦିନ ପରେ ଅରିଜିତଙ୍କ ଗୀତ ଶୁଣୁଛନ୍ତି। ଅରିଜିତଙ୍କୁ ଷ୍ଟେଜ୍ରେ ଦେଖି ଫ୍ୟାନ୍ସ ପାଗଳ ହୋଇଗଲେ। ଅନୁଷ୍କା ଅରିଜିତଙ୍କୁ ମଞ୍ଚ ଉପରେ ନିମନ୍ତ୍ରଣ କରିବା ମାତ୍ରେ ଲୋକମାନେ ଜୋରରେ ଚିଲ୍ଲାଇବାକୁ ଲାଗିଲେ। ଗାୟକ ପ୍ରଶଂସକମାନଙ୍କୁ ନିରାଶ କଲେ ନାହିଁ। ମଞ୍ଚ ଉପରେ ଆସିବା ମାତ୍ରେ, ଅରିଜିତ କିଛି ସମୟ ପାଇଁ ଦର୍ଶକଙ୍କ ସହ କଥା ହେଲେ। ସେ କହିଲେ, "ମୁଁ ନର୍ଭସ ଅଛି। ମୋତେ ଏଠାକୁ ନିମନ୍ତ୍ରଣ କରିବା ପାଇଁ ଧନ୍ୟବାଦ।" ଅନୁଷ୍କା ଏବଂ ଅରିଜିତ, ବିକ୍ରମ ଘୋଷଙ୍କ ସହିତ "ମାୟା ଭୋରା ରାତି" ଗୀତ ଗାଇଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: କିଏ ଏହି ଶିବମ୍ ମିଶ୍ରା ? ଯିଏ ସାଧାରଣ ଲୋକଙ୍କୁ ପୋକ ମାଛି ପରି ମାରିଦେଲା...
ପରଫମାନ୍ସ ପରେ, ଅରିଜିତ ପ୍ରକାଶ କଲେ ଯେ ସେ ଅନୁଷ୍କାଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ସେମାନେ ଏକାଠି ଗୀତଟି ରଚନା କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ କ୍ଲିପ୍ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଛନ୍ତି।ତେବେ ଗତ କିଛି ଦିନ ତଳେ ଅରିଜିତଙ୍କୁ ଭେଟିଥିଲେ ଆମିର ଖାନ। ଅନୁମାନ କରାଯାଉଥିଲା ଯେ, ବୋଧେ ଅରିଜିତ ପୁଣି ଥରେ ଗୀତ ଗାଇପାରନ୍ତି ବୋଲି ତାଙ୍କୁ ବୁଝାଇଛନ୍ତି ଆମିର । କିନ୍ତୁ ପ୍ରକୃତ ଘଟଣା ଏଯାଉଁ ଜଣାନାହିଁ। ଆଗକୁ ଅରିଜିତ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories