Arijit Singh Back / ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର: ପଳେଇଥିଲେ ପୁଣି ଫେରିଲେ ଅରିଜିତ୍, ଏଥର ଏମିତି ଗାଇବେ...
·5 months ago·2 min read

Key Points
ଫେରିଲେ ଅରିଜିତ୍ ସିଂହ
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମରେ କରିବେ ଧମାଲ
ଖୁସିରେ ଫ୍ୟାନ୍ସ
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମରେ କରିବେ ଧମାଲ
ଖୁସିରେ ଫ୍ୟାନ୍ସ
ପୁଣି ଫେରିଲେ ସିଙ୍ଗର ଅରିଜିତ ସିଂହ। କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମରେ ଧମାଲ କରିବେ ଅରିଜିତ୍ ସିଂହ। ପ୍ରସିଦ୍ଧ ବଲିଉଡ୍ ଗାୟକ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ନେଇଛନ୍ତି। ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା। କିନ୍ତୁ ଏବେ ଆସିଛି ଏକ ଖୁସି ଖବର, କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମରେ ଶୁଣିବାକୁ ମିଳିବ ଅରିଜିତଙ୍କ ରୋମାଣ୍ଟିକ ଟ୍ରାକ୍। ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, କେହି କେହି କହୁଛନ୍ତି ଯେ, କଣ ଅରିଜିତ୍ ମିଛ କହିଥିଲେ ? ଯଦି ଅରିଜିତ୍ ଗୀତ ଗାଇବେ ତେବେ ଏମିତି କାହିଁକି କହିଥିଲେ, ଜାଣନ୍ତୁ କଣ ରହିଛି ପୁରା ଘଟଣା। କାର୍ତ୍ତିକ ଆର୍ଯ୍ୟନ ଫେବୃଆରୀ 2025ରେ ଅନୁରାଗ ବାସୁଙ୍କ ରୋମାଣ୍ଟିକ ଫିଲ୍ମର ପ୍ରଥମ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
ନିକଟରେ ଏକ ସାକ୍ଷାତକାରରେ ଭୂଷଣ କୁମାର ସ୍ପଷ୍ଟ କରିଛନ୍ତି ଯେ କାର୍ତ୍ତିକ ଆର୍ଯ୍ୟନ ଏବଂ ଶ୍ରୀଲୀଲା ଅଭିନୀତ ଫିଲ୍ମର ନାଁ ‘ଆଶିକି -3’ ନୁହେଁ। ଏହା ଏକ ଅନ୍-ଟାଇଟେଲ୍ଡ ଫିଲ୍ମ ଯାହା ବର୍ତ୍ତମାନ ଶ୍ରୀନଗରରେ ସୁଟିଂ କରାଯାଉଛି। ଅନୁରାଗ ବାସୁ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଆଶା କରାଯାଇଛି, ଚଳିତ ବର୍ଷ ଫିଲ୍ମଟି ରିଲିଜ୍ କରାଯାଇରପାରେ। ଫିଲ୍ମଟି 2026ରେ ରିଲିଜ୍ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଚାଲିଛି।ହେଲେ ଏଠି ଆପଣଙ୍କୁ ଦ୍ୱନ୍ଦ୍ୱରେ ନ ପକାଇ କହିଦେଉଛି ଯେ, ଇଏ ଅରିଜିତଙ୍କ ଅବସର ଘୋଷଣା ପୂର୍ବରୁ ରେକର୍ଡ ହୋଇଥିବା ଗୀତ।
କଣ କହିଲେ ଭୂଷଣ କୁମାର ?
ଏହି ଗୋଟିଏ ଗୀତ ନୁହେଁ ଏମିତି ଅନେକ ଗୀତ, ଯାହା ତାଙ୍କ ଅବସର ଘୋଷଣା ପରେ ରିଲିଜ୍ ହେଉଛି ବା ହେବାକୁ ବାକି ଅଛି । ଭୂଷଣ କୁମାର ଆହୁରି କହିଛନ୍ତି, ଏହି ଫିଲ୍ମରେ ପ୍ରୀତମଙ୍କ ସଙ୍ଗୀତ ଖୁବ୍ ଜବରଦସ୍ତ ହୋଇଛି। ଯାହା ସୁପର-ହିଟ୍ ସାବ୍ୟସ୍ତ ହୋଇପାରେ। ଫିଲ୍ମରେ ଅରିଜିତ ସିଂହଙ୍କ ଏକ ଗୀତ ମଧ୍ୟ ରହିଛି, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ। ପ୍ରଯୋଜକ ଭୂଷଣ କୁମାର ଏବେ ଚଳଚ୍ଚିତ୍ରର ସଙ୍ଗୀତକୁ ନେଇ ଅପଡେଟ୍ ଦେଇଛନ୍ତି। ଏହି ପ୍ରୋଜେକ୍ଟରେ ପ୍ରୀତମ ଚମତ୍କାର ସଙ୍ଗୀତ ରଚନା କରିଛନ୍ତି। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଚଳଚ୍ଚିତ୍ରରେ ଅରିଜିତ ସିଂହ ଗାଇଥିବା ଏକ ଗୀତ ମଧ୍ୟ ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଛାଡିଥିଲେ ଗୀତ ପୁଣି ଫେରିଲେ, ଷ୍ଟେଜରେ ଫ୍ୟାନ୍ସଙ୍କୁ ସତ କହିଲେ ଅରିଜିତ୍...
ନିକଟରେ 'ଧୁରନ୍ଦର-2'ରେ ଅରିଜିତ ସିଂହଙ୍କ ଗୀତ 'ଫିର୍ ସେ' ଏବଂ ଅକ୍ଷୟ କୁମାରଙ୍କ 'ଭୂତ ବଙ୍ଗଳା'ର 'ତୁ ହି ଦିସଦା' ରିଲିଜ୍ ହୋଇଥିଲା। ଉଭୟ ଟ୍ରାକରେ, ଅରିଜିତ ସିଂହଙ୍କ ସ୍ୱର ପୁଣି ଥରେ ଦର୍ଶକଙ୍କ ହୃଦୟ ଜିଣିଥିଲା। ଏବେ, କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଏକ ଫିଲ୍ମରେ ଅରିଜିତ ସିଂହଙ୍କ ସ୍ୱର ପୁଣି ଥରେ ଶୁଣିବାକୁ ମିଳିବ। ପ୍ରଯୋଜକ ଭୂଷଣ କୁମାର ନିଜେ ଏହି ଖବର ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହକୁ ଆହୁରି ବଢ଼ି ଯାଇଛି। କାର୍ତ୍ତିକ ଆର୍ଯ୍ୟନ ଏବଂ ଶ୍ରୀଲୀଲା ଖୁବଶୀଘ୍ର ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ମ୍ୟୁଜିକାଲ୍ ଫିଲ୍ମରେ ଏକାଠି ନଜର ଆସିବେ। ବର୍ତ୍ତମାନ, ଏହି ଚଳଚ୍ଚିତ୍ରଟି ଶ୍ରୀନଗରରେ ଶୁଟିଂ କରାଯାଉଛି। ପ୍ରଶଂସକମାନେ ଚଳଚ୍ଚିତ୍ର ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories