Rise and Fall / 'ରାଇଜ୍ ଆଣ୍ଡ ଫଲ୍' ସିଜିନ୍ ୧’ର ୱିନର ଅର୍ଜୁନ୍ ବିଜଲାନି
·11 months ago·2 min read

Key Points
'ରାଇଜ୍ ଆଣ୍ଡ ଫଲ୍' ସିଜିନ୍ ୧’ର ୱିନର ହେଲେ ଅର୍ଜୁନ୍ ବିଜଲାନି
ଟ୍ରଫି ସହ ହାତେଇଲେ ୨୮ ଲକ୍ଷ ଟଙ୍କା
ଟ୍ରଫି ସହ ହାତେଇଲେ ୨୮ ଲକ୍ଷ ଟଙ୍କା
ଲୋକପ୍ରିୟ ରିଆଲିଟି ଶୋ' ରାଇଜ୍ ଆଣ୍ଡ ଫଲ୍ ଶେଷ ହୋଇଛି। 'ରାଇଜ୍ ଆଣ୍ଡ ଫଲ୍' ସିଜିନ୍ ୧ର ପ୍ରଥମ ବିଜେତା ମଧ୍ୟ ଘୋଷଣା ହୋଇଛନ୍ତି। ଲୋକପ୍ରିୟ ଟେଲି ଅଭିନେତା ଅର୍ଜୁନ ବିଜଲାନି ହୋଇଛନ୍ତି ବିଜେତା। ସମସ୍ତଙ୍କ ଖେଳାଳିଙ୍କୁ ପଛରେ ପକାଇ ଅର୍ଜୁନ ନେଇଗଲେ ଟ୍ରଫି। ରାଇଜ୍ ଆଣ୍ଡ ଫଲ୍ ଟ୍ରଫି ସହ ଅର୍ଜୁନ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ଅଭିନେତା ତାଙ୍କ ବିଜୟ ପାଇଁ ତାଙ୍କ ପତ୍ନୀ ନେହା ସ୍ୱାମୀଙ୍କୁ ଶ୍ରେୟ ଦେଇଥିଲେ। ସେ କହିଛନ୍ତି, "ମୁଁ ପ୍ରକୃତରେ ଏବେ ଘରକୁ ଯାଇ ବିଛଣାରେ ଶୋଇବାକୁ ଏବଂ ମୋ ପୁଅକୁ କୁଣ୍ଢେଇ ରଖିବାକୁ ଚାହୁଁଛି ।" ଜିତିବା ପରେ ଅର୍ଜୁନ କହିଛନ୍ତି, "ରାଇଜ୍ ଆଣ୍ଡ ଫଲ୍ ପ୍ରମାଣିତ କରିଛି ଯେ ପ୍ରତ୍ୟେକ ପତନ ଆହୁରି ଶକ୍ତିଶାଳୀ ହେବା ପାଇଁ ଏକ ପଦକ୍ଷେପ ।
ଏହି ଯାତ୍ରା ସହଜ ଥିଲା - ପ୍ରତ୍ୟେକ ଦିନ ଏକ ନୂତନ ଚ୍ୟାଲେଞ୍ଜ ଏବଂ ଏକ ନୂତନ ଶିକ୍ଷା ଆଣିଥିଲା । ବନ୍ଧୁତା, ପ୍ରତିଦ୍ୱନ୍ଦ୍ୱିତା ଏବଂ ମୋଡ଼ ମୋତେ ଏପରି ପରୀକ୍ଷା କରିଥିଲା ଯେ ମୁଁ କେବେ କଳ୍ପନା କରି ନଥିଲି ।" ସେହିପରି ଶୋ’ର ପ୍ରଥମ ରନର୍ସ-ଅପ୍ ଆରୁଶ ଭୋଳା ଏବଂ ଅରବାଜ ପଟେଲ ଦ୍ୱିତୀୟ ରନର୍ସ-ଅପ୍ ହୋଇଛନ୍ତି । ଅର୍ଜୁନଙ୍କ ହାତରେ ଚମକଦାର ଟ୍ରଫି ଧରିଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏଥିସହ ପଢ଼ନ୍ତୁ: ଫିଲ୍ମ 'ଲଢ଼େଇ'କୁ ସେନ୍ସର୍ ଛାଟ
ରିପୋର୍ଟ ଅନୁସାରେ ଏହି ଶୋ’ ଗତକାଲି ପ୍ରସାରିତ ହୋଇଛି। ରାଇଜ୍ ଆଣ୍ଡ ଫଲ୍ ସିଜିନ୍ ୧ର ଫାଇନାଲ୍ ଅକ୍ଟୋବର ୧୭ ତାରିଖରେ Amazon MX Player ରେ ଦେଖିବାକୁ ମିଳିଛି। ଅଶନୀର ଗ୍ରୋଭରଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ଏହି ଶୋ’ରେ ପ୍ରତିଯୋଗୀଙ୍କ ରଣନୀତି, ନାଟକ ଏବଂ ଉଚ୍ଚ ଭାବପ୍ରବଣତା ପ୍ରଦର୍ଶିତ ହେବ । ଧନଶ୍ରୀ ବର୍ମା, ଅରବାଜ୍ ପଟେଲ, ନୟନଦୀପ ରକ୍ଷିତ, ଆରୁଷ ଭୋଳା ଏବଂ ଆକ୍ରିତି ନେଗି ଟ୍ରଫି ପାଇଁ ଦୌଡ଼ରେ ଥିଲେ । ଏହି ଶୋ’ରେ ଅନେକ ଟିଭି ସେଲିବ୍ରିଟିଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି ଅର୍ଜୁନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିନେତା ଅର୍ଜୁନ ଜଣେ ଭଲ ଆକ୍ଟର ସହ ସେ ଭଲ ହୋଷ୍ଟ କରନ୍ତି। ଏହାସହ ଅର୍ଜୁନ ଖତରୋକେ ଖିଲାଡିରେ ମଧ୍ୟ ଏକ ସିଜିନର ଓ୍ୱିନର ହୋଇଥିଲେ। ଅନେକ ଟିଭି ଶୋ ସହ ଅନେକ ରିଆଲିଟି ଶୋ ମଧ୍ୟ କରିଛନ୍ତି। ସେ ଦେଖିବା ପାଇଁ ଯେମିତି ହ୍ୟାଣ୍ଡସମ ତାଙ୍କ ଅଭିନୟ ମଧ୍ୟ ଖୁବ ଭଲ। ଯେଉଁ କାରଣରୁ ସେ ଖୁବ ଶୀଘ୍ର ଦର୍ଶକଙ୍କ ହୃଦୟରେ ରାଜ କରନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories