Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

୭୫ ବର୍ଷ ବୟସରେ ଅଭିନେତା ଟମ୍‌ ଓ୍ୱିଲକିନ୍ସନ୍‌ଙ୍କ ଦେହାନ୍ତ

Banajyotshna Ray
Browse all articles by Banajyotshna Ray
·2 years ago
୭୫ ବର୍ଷ ବୟସରେ ଅଭିନେତା ଟମ୍‌ ଓ୍ୱିଲକିନ୍ସନ୍‌ଙ୍କ ଦେହାନ୍ତ

ଅର୍ଗସ ବ୍ୟୁରୋ: ବର୍ଷ ଶେଷରେ ଚଳଚ୍ଚିତ୍ର ଜଗତରୁ ପୁଣି ଖରାପ ଖବର ସାମ୍ନାକୁ ଆସିଛି। ଅଭିନେତା ଟମ୍‌ ଓ୍ୱିଲକିନ୍ସନ୍‌ ଆଉ ନାହାନ୍ତି। ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଚାରି ଦଶନ୍ଧି ଧରି ସିନେମାରେ ଶାସନ କରୁଥିବା ଅଭିନେତା ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି।ଚାରି ଦଶନ୍ଧି ଧରି ସିନେମାର ଶାସନ କରୁଥିବା ଅଭିନେତା ଟମ୍‌ ଓ୍ୱିଲକିନ୍ସନ୍‌ ଆଉ ନାହାନ୍ତି।

୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶନିବାର ଦିନ ଅଭିନେତାଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଥିବା ଏକ ବିବୃତ୍ତିରେ କୁହାଯାଇଛି। ଏହି ସମୟ ତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହିତ ଥିଲେ।  ଟମଙ୍କ ଦେହାନ୍ତ ହେବାର କାରଣ ଜଣାପଡିନାହିଁ । ଦେହାନ୍ତରେ ହଲିଉଡ ଜଗତରେ ଶୋକରେ ବୁଡିଥିବା ବେଳେ ଅନେକ ହଲିଉଡ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 
 

Sponsored
'Batman Begins' & 'Rush Hour' Actor Tom Wilkinson Passes Away at 75 | Argus News