Tej Pratap Flirting / କ୍ୟାମେରା ସାମ୍ନାରେ ଫ୍ଲର୍ଟ୍ କଲେ ତେଜ ପ୍ରତାପ ଯାଦବ ! ଲାଜେଇଗଲେ ଭୋଜପୁରୀ ଅଭିନେତ୍ରୀ
·2 hours ago·2 min read

Key Points
ଭୋଜପୁରୀ ବବାଲ୍ ଶୋ'
ଚର୍ଚ୍ଚାରେ ତେଜ ପ୍ରତାପ ଯାଦବ
କ୍ୟାମେରା ସାମ୍ନାରେ କଲେ ଫ୍ଲର୍ଟ୍
ଚର୍ଚ୍ଚାରେ ତେଜ ପ୍ରତାପ ଯାଦବ
କ୍ୟାମେରା ସାମ୍ନାରେ କଲେ ଫ୍ଲର୍ଟ୍
'ଭୋଜପୁରୀ ବବାଲ୍' ଶୋ' ଆରମ୍ଭ ହେବା ପରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହି ଶୋ'ର କିଛି କ୍ଲିପ୍ ସେୟାର କରାଯାଇଛି । ଯେଉଁଥିରେ ଭୋଜପୁରୀ କଳାକାରଙ୍କ ସହିତ ବିହାର ରାଜନୀତିର ଚର୍ଚ୍ଚିତ ଚେହେରା ତେଜ ପ୍ରତାପ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଶୋ'ରେ ପୱନ ସିଂହ, ଆମ୍ରପାଲି ଦୁବେ, ନେରହୁଆ ଓ କାଜଲ ରାଘୱାନୀ ଇଣ୍ଡଷ୍ଟ୍ରିର ଭିତିରିଆ କଥା ସେୟାର କରୁଥିବା ନଜର ଆସିଛନ୍ତି । ତେଜ ପ୍ରତାପ ଏମାନଙ୍କ ଉପରେ ଭାରି ପଡ଼ିଛନ୍ତି । ଅଭିନେତ୍ରୀ କାଜଲଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ତେଜ ପ୍ରତାପ ।
ପଢନ୍ତୁ ଏହି ଖବର: CM ବିଜୟ ପୁଅଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା; ଶପଥ ନେଲାବେଳେ ସାଥୀରେ ନଥିଲେ, ଏବେ ଏମିତି କହିଲେ
ଲିଟ୍ଟି ଚୋଖା ନାଁ ଶୁଣିବା ପରେ କାଜଲ ଖୁସି ହୋଇଯାଉଛନ୍ତି । ତାଙ୍କୁ ଏହି ଖାଦ୍ୟଟି ପସନ୍ଦ ବୋଲି ସେ ତେଜ ପ୍ରତାପଙ୍କୁ କହୁଛନ୍ତି । ଏହାପରେ ତେଜ ପ୍ରତାପ କହୁଛନ୍ତି, "ପସନ୍ଦ ବୋଲି ତ ଏହାକୁ ମେନ୍ଯୁରେ ସାମିଲ କରାଇଛି ।" ଏତିକି କଥାରେ ଭୋଜପୁରୀ ଅଭିନେତ୍ରୀ କାଜଲ ଲାଜେଇ ଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେଉଥିବାବେଳେ ୟୁଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
- କାଜଲଙ୍କ ଉପରେ ଫିଦା ହେଲେ ତେଜ !

- କଣ କହିଲେ ଫ୍ୟାନ୍ସ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories