Varun Dhawan / ପାକିସ୍ତାନରେ ସନ୍ନି-ବରୁଣ, ଭାଇରାଲ ହେଉଛି ଭିଡିଓ
·7 months ago·2 min read

Key Points
ପାକିସ୍ତାନରେ କେବେ ରିଲିଜ୍ ହେବ ‘ବର୍ଡର-୨’
ବରୁଣ କହିଲେ ଏମିତି ଭାଇରାଲ ହେଉଛି ପୋଷ୍ଟ
ବରୁଣ କହିଲେ ଏମିତି ଭାଇରାଲ ହେଉଛି ପୋଷ୍ଟ
ପୁଣି ଆସିବ ଚିଠି। ପୁଣି ଥରେ ଘରକୁ ଫେରିବାର ସେହି ଗୀତ ଶୁଣିବାକୁ ପାଇବେ ଦର୍ଶକ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ ଫେରୁଛି ଫିଲ୍ମ 'ବର୍ଡର-୨'। "ବର୍ଡର" ସହିତ ଏହାର ଗୀତ ଗୁଡ଼ିକ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ସେଥିରୁ "ସନ୍ଦେସେ ଆତେ ହେଁ" ଗୀତଟି ବହୁତ ଅଧିକ ହୃଦୟ ଛୁଇଁଥିଲା। ହେଲେ "ବର୍ଡର ୨" ଏକ ନୂଆ ଶୈଳୀରେ ଉପସ୍ଥାପିତ ହେବ, ଯାହାର ଟାଇଟଲ ହେବ "ଘର କବ୍ ଆଓଗେ"। ଚାରି ଜଣ ପ୍ରସିଦ୍ଧ ଗାୟକ ଏହି ଗୀତଟି ଗାଇଛନ୍ତି। ନିର୍ମାତାଙ୍କ ଦ୍ୱାରା ରିଲିଜ୍ ଟିଜର ନିଶ୍ଚିତ ଭାବରେ ଆପଣଙ୍କୁ ଭାବପ୍ରବଣ କରିବ। "ଘର କବ୍ ଆଓଗେ" ଟିଜର ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ।
ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ନୂଆ ଫିଲ୍ମ ‘ବର୍ଡର-୨’। ଏହି ଫିଲ୍ମକୁ ନେଇ ସବୁଠି ଏବେଠୁ ଉତ୍ସାହ ଭରିରହିଛି। ପୁଣି ଥରେ ଆସିବ ଚିଠି। ବର୍ଡରରେ ଥିବା ସମସ୍ତେ ପଢ଼ିବେ ଚିଠି। 'ବର୍ଡର ୨'ର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି ଜାନୁଆରୀ ୨୩ ତାରିଖରେ ସିନେମା ହଲରେ ଆସିବ । ଏହି ସମୟରେ ଜଣେ ପାକିସ୍ତାନୀ ୟୁଜର ବରୁଣ ଧାୱନଙ୍କୁ ପଚାରିଛନ୍ତି ଯେ ତାଙ୍କ ଦେଶରେ 'ବର୍ଡର ୨' କେବେ ରିଲିଜ୍ ହେବ। ଏହା ପରେ ବରୁଣ ଯାହା ଉତ୍ତର ଦେଇଛନ୍ତି ତାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା । ପ୍ରଶ୍ନ ଉଠୁଛି କି ଏହି ଫିଲ୍ମଟି ପାକିସ୍ତାନରେ ରିଲିଜ ହେବ ନାହ ନାଇଁ।
'ବର୍ଡର ୨' ବିଷୟରେ କହିବାକୁ ଗଲେ, ଏହାକୁ ୨୦୨୬ ର ସବୁଠାରୁ ବଡ଼ ସିକ୍ୱେଲ୍ ବୋଲି କୁହାଯାଉଛି। ଫିଲ୍ମରେ ସନ୍ନି ଦେଓଲ ଲେଫ୍ଟନାଣ୍ଟ କର୍ଣ୍ଣେଲ ଫତେହ ସିଂହ କଲାରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବରୁଣ ଧାୱନ ମେଜର ହୋଶିଆର ସିଂହ ଡାହିଆ ଭୂମିକାରେ ଅଭିନୟ କରିଛନ୍ତି। ଦିଲଜିତ ଦୋସାଞ୍ଜଙ୍କ ଚରିତ୍ର ଫ୍ଲାଇଙ୍ଗ ଅଫିସର ଜିତ ସିଂ ସେଖନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି। ଏମାନଙ୍କ ବ୍ୟତୀତ ଫିଲ୍ମରେ ମୋନା ସିଂହ, ସୋନମ ବାଜୱା, ମେଧା ରାଣା ଏବଂ ଅନ୍ୟା ସିଂହ ମଧ୍ୟ ଅଛନ୍ତି।
ତେବେ ବରୁଣ ନିକଟରେ ଏକ୍ସରେ ଆସ୍କ ମି ଏନିଥିଙ୍ଗ ସେସନ୍ କରିଥିଲେ, ଯେଉଁଥିରେ ଫ୍ୟାନ୍ସ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ସେହି ସେସନରେ, ଜଣେ ପାକିସ୍ତାନୀ ୟୁଜର୍ ବରୁଣଙ୍କୁ ପଚାରିଲେ, "ଭାଇ, ଆପଣଙ୍କ ଫିଲ୍ମ 'ବର୍ଡର ୨' ପାକିସ୍ତାନରେ କେବେ ରିଲିଜ୍ ହେବ? ଏବଂ ମୁଁ ତାରା ସିଂହଙ୍କର ଜଣେ ବଡ଼ ପ୍ରଶଂସକ।
ଏଥିସହ ପଢ଼ନ୍ତୁ: ମହିଳାଙ୍କ ପାଇଁ ବଡ଼ ଘୋଷଣା, ଲୋନ୍ ମିଳୁନଥିଲେ ଏମିତି ପାଇବେ ଟଙ୍କା...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କୁ ମୋର ସଲାମ ଜଣାଇବେ। ଏହାର ଉତ୍ତରରେ ବରୁଣ ଲେଖିଛନ୍ତି, "'ବର୍ଡର ୨' ୧୯୭୧ ଯୁଦ୍ଧ ଏବଂ ଏହା ସହିତ ଜଡିତ କିଛି ସତ୍ୟ ଘଟଣା ଉପରେ ଆଧାରିତ ଏକ ଫିଲ୍ମ। ମୁଁ ନିଶ୍ଚିତ ଯେ ସନ୍ନି ସାରଙ୍କର ପାକିସ୍ତାନରେ ମଧ୍ୟ ପ୍ରଶଂସକ ଅଛନ୍ତି।"'ବର୍ଡର ୨' ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ଏହା ଚାରିପାଖରେ ଘଟିଥିବା ଘଟଣାବଳୀ ଉପରେ ଆଧାରିତ। ଏହା ୧୯୯୭ରେ ଆସିଥିବା ‘ବର୍ଡର’ ଫିଲ୍ମର ସିକ୍ୱେଲ୍। 'ବର୍ଡର'କୁ ଜେପି ଦତ୍ତା ନିର୍ଦ୍ଦେଶନା ଦେଇଥିବା ବେଳେ, 'ବର୍ଡର ୨'କୁ ଅନୁରାଗ ସିଂହ ନିର୍ଦ୍ଦେଶନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories