Shocking Suicide / ଚେନ୍ନାଇ ସ୍ଥିତ ବାସଭବନରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ...ଆତ୍ମହତ୍ୟା କରିଥିବା ସନ୍ଦେହ
·5 months ago·2 min read

Key Points
ତାମିଲ ଟିଭି ଇଣ୍ଡଷ୍ଟ୍ରୀରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି
ଲୋକପ୍ରିୟ ଅଭିନେତ୍ରୀ ସୁଭାଷିନୀଙ୍କର ହଠାତ ମୃତ୍ୟୁ ହୋଇଛି

ତାମିଲ ଟିଭି ଇଣ୍ଡଷ୍ଟ୍ରୀରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତ୍ରୀ ସୁଭାଷିନୀଙ୍କର ହଠାତ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ପାରିବାରିକ କଳହକୁ ନେଇ ଅଭିନେତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ନିଜ ଜନ୍ମଦିନର କିଛିଦିନ ପୂର୍ବରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବକ ସୁଭାଷିନୀ ନିଜ ଚେନ୍ନାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି।
ଯାହାକି ଟେଲିଭିନଜ ଜଗତରେ ଏକ ଦୁଃଖର ବାତାବରଣ ସୃଷ୍ଟି କରିଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ବାମୀଙ୍କ ସହ ଝଗଡ଼ା ହେବା ପରେ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରିଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେପଟେ ଅଭିନେତ୍ରୀଙ୍କ ମୋବାଇଲ ଜବତ କରାଯାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି।
ଏହାସହ ପଢ଼ନ୍ତୁ: ଏମିତି ହେଲା ବର୍ଷା ଓ ଭୂମିକମ୍ପ: ଭାଙ୍ଗିଗଲା ରାଜ କପୁରଙ୍କ ପୈତୃକ ଗୃହ
ଶ୍ରୀଲଙ୍କାର ବାସୀନ୍ଦା ଥିଲେ ସୁଭାଷିନୀ
ସେପଟେ ଆମେ ଯଦି ସୁଭାଷିନୀଙ୍କ ସମ୍ପର୍କରେ କହିବା ତାହେଲେ ସେ ଶ୍ରୀଲଙ୍କାରୁ ଆସି ତାମିଲ ମନୋରଞ୍ଜନ ଶିଳ୍ପରେ ପାଦ ଥାପିଥିଲେ । ଅନ୍ୟ କଳାକାରଙ୍କ ଭଳି ତାଙ୍କ ଯାତ୍ରା ମଧ୍ୟ ଏତେ ସହଜ ନଥିଲା । ସେ ବହୁ ଅଡିସନ ଦେବା ପରେ ନିଜର ଟ୍ୟାଲେଣ୍ଟକୁ ସର୍ବସମ୍ମୁଖରେ ଦର୍ଶାଇଛନ୍ତି । ନିଜର କଠିନ ପରିଶ୍ରମ ବଳରେ ଦର୍ଶକଙ୍କ ମନ ଜିଣିଥିଲେ । କାୟଲ ସିରିଏଲ ତାଙ୍କ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଯାହାକି ପ୍ରତ୍ୟେକ ତାମିଲ ଲୋକଙ୍କ ପସନ୍ଦର ଅଭିନେତ୍ରୀ ମଧ୍ୟ ହୋଇପାରିଥିଲେ।
ଫ୍ୟାନ୍ସ ଏବଂ ସାଥୀ କଳାକାରଙ୍କମାନେ ତାଙ୍କ ଦେହାନ୍ତ ଖବର ପାଇବା ପରେ ମର୍ମାହତ ହୋଇଛନ୍ତି । ସାଥୀ କଳାକାରମାନେ କହିଛନ୍ତି କି, ସେ ଜଣେ ଭଲ ମଣିଷ ଥିଲେ । ସବୁବେଳେ ନିଜର କାମକୁ ପ୍ରାଧାନ୍ୟ ଦେଉଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଡିଓକଲରେ ସ୍ବାମୀଙ୍କ ସହ ଝଗଡା ହୋଇଥିଲା
ଭିଡିଓ କଲ ପାଇଁ ସ୍ବାମୀଙ୍କ ସହ ବ୍ୟକ୍ତିଗତ କାରଣରୁ ଝଗଡ଼ା ପରେ ଅଧିକ ଭାବପ୍ରବଣ ହୋଇ ଏପରି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ତେବେ ପୋଲିସ ସମସ୍ତ ଦିଗକୁ ଲକ୍ଷ୍ୟ କରି ତଦନ୍ତ ଆରମ୍ଭ କରିଛି । କ୍ୟାରିୟରରେ ଉପରକୁ ଉଠୁଥିବାବେଳେ ଏଭଳି ଜଣେ ଅଭିନେତ୍ରୀଙ୍କୁ ହରାଇ ଏବେ ସାଥୀ କଳାକାର ଏବଂ ଟେଲିଭିଜନ ଜଗତ ବେଶ ଦୁଃଖ ପ୍ରକାଶ କରିଛି ।
ଛଅଦିନ ପରେ ଥିଲା ଅଭିନେତ୍ରୀଙ୍କ ଜନ୍ମଦିନ
ଆଉ ୬ଦିନ ପରେ ମାନେ ଏପ୍ରିଲ ୧୨ତାରିଖରେ ଥିଲା ଜନ୍ମଦିନ। ଏହାପୂର୍ବରୁ ହିଁ ଦୁନିଆରୁ ଚାଲିଗଲେ। ଆଉ ଏକ କଥ ହେଉଛି ଏପ୍ରିଲ ୨୧ ତାରିଖରେ ତାଙ୍କ ବିବାହକୁ ଦୁଇବର୍ଷ ପୁରିଥାନ୍ତା। ସୁଭାଷିନୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥିଲେ। ଇନଷ୍ଟାରେ ତାଙ୍କର ୪ଲକ୍ଷରୁ ଅଧିକ ଫଲୋର୍ସ ଥିଲେ।

Related Topics
Explore more stories