Court Relief Piyush Tripathy / ପୀୟୂଷ ତ୍ରିପାଠୀଙ୍କୁ ବଡ଼ ଆଶ୍ବସ୍ତି, ମଞ୍ଚ ଚଢ଼ିବାକୁ ଅନୁମତି ଦେଲେ ଅଦାଲତ
·5 months ago·1 min read

Key Points
ଯାତ୍ରା ଅଭିନେତା ପୀୟୂଷଙ୍କୁ ବଡ଼ ଆଶ୍ବସ୍ତି
ପୀୟୂଷଙ୍କୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଲେ ଅଦାଲତ
ଯାତ୍ରା ଜାରି ରଖିପାରିବେ ଅଭିନେତା ପୀୟୂଷ ତ୍ରିପାଠୀ
ପୀୟୂଷଙ୍କୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଲେ ଅଦାଲତ
ଯାତ୍ରା ଜାରି ରଖିପାରିବେ ଅଭିନେତା ପୀୟୂଷ ତ୍ରିପାଠୀ
ଚର୍ଚ୍ଚିତ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ବଡ଼ ଆଶ୍ବସ୍ତି । ପୀୟୂଷଙ୍କୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଲେ ଅଦାଲତ । ଯାତ୍ରା ଜାରି ରଖିପାରିବେ ଅଭିନେତା ପୀୟୂଷ ତ୍ରିପାଠୀ । ପୁଣି ଆଜିଠୁ ଯାତ୍ରା ମଞ୍ଚରେ ଦର୍ଶକ ଦେଖିପାରିବେ ପୀୟୂଷଙ୍କ ଅଭିନୟ । ସୂଚନା ଅନୁସାରେ, ଚୁକ୍ତି ଖିଲାପ କରିଥିବା ନେଇ ପୀୟୂଷଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ ଅପେରା ସୂର୍ଯ୍ୟ ମନ୍ଦିରର ପ୍ରଯୋଜକ ।
ଏହି ମାମଲା କୋର୍ଟରେ ପହଞ୍ଚିବା ପରେ କୋର୍ଟ ପକ୍ଷରୁ ପୀୟୂଷଙ୍କୁ ନୋଟିସ୍ ହୋଇଥିଲା । କୋର୍ଟରେ ଶୁଣାଣି ଯାଏଁ ପୀୟୂଷଙ୍କୁ ଯାତ୍ରା ମଞ୍ଚ ବାରଣ ହୋଇଥିଲା । ଆଉ ଏବେ ପୀୟୂଷ ଯାତ୍ରା କରିପାରିବେ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି । କିନ୍ତୁ ମୂଳ ମାମଲା ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଓକିଲ ବିଭୁ ତ୍ରିପାଠୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories