Gaurav Khanna / କିଏ ଲଗେଇଦେଲା ନଜର, ୯ ବର୍ଷର ବୈବାହିକ ଜୀବନରେ ଫାଟ ! ଫ୍ୟାନ୍ସ କହିଲେ ଗୌରବଙ୍କ ସହ...
·7 months ago·2 min read

Key Points
୯ ବର୍ଷର ବୈବାହିକ ଜୀବନରେ ଫାଟ !
ଅଲଗା ହେବେ ଗୌରବଙ୍କ-ଆକାଂକ୍ଷା
ଅଲଗା ହେବେ ଗୌରବଙ୍କ-ଆକାଂକ୍ଷା
ଟିଭିର ଏକ ନମ୍ୱର ଯୋଡି। ଟିଭିର ଲୋକପ୍ରିୟ ଓ ପାୱାର ଫୁଲ୍ କପଲ ଗୌରବ ଖାନ୍ନା ଓ ଆକାଂକ୍ଷା ଚମୋଲା । ବିଗ୍ ବସ୍ରୁ ଦୁହିଁଙ୍କୁ ସମସ୍ତେ ଖୁବ ଭଲ ପାଆନ୍ତି। ଦୁହିଁଙ୍କ ସମ୍ପର୍କ ଦେଖିଲେ ଫ୍ୟାନ୍ସଙ୍କୁ କପଲ ଗୋଲ୍ସ ଅନୁଭବ ହୋଇଥାଏ। ହେଲେ ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି କି ଦୁହେଁ ଅଲଗା ହୋଇପାରନ୍ତି। ପୁଣି ବଲିଉଡର ଆଉ ଜଣେ ସେଲିବ୍ରିଟି ନେଇପାରନ୍ତି ଡିଭୋର୍ସ। ବୋଧ ହୁଏ ଦୁହିଁଙ୍କ ଭିତରେ କିଛି ଠିକ ଚାଲିନାହିଁ। ଗୌରବ ଖାନ୍ନାଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ଯେତେବେଳେ ଏମିତି କିଛି ମେସେଜ କଲେ ଯାହା ପରେ ବର୍ତ୍ତମାନ ସେମାନଙ୍କର ଅଲଗା ହେବା କଥା ସବୁଠି ଭାଇରାଲ ହେବାରେ ଲାଗିଛି।
ଗୌରବ ଖାନ୍ନା ନିକଟରେ ଲଗାତାର ଦୁଇଟି ଟିଭି ରିଆଲିଟି ଶୋ’ ଜିତିଛନ୍ତି। ଆକାଂକ୍ଷା ତାଙ୍କର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଫଟୋ ପାଇଁ ଲାଇମ୍ ଲାଇଟ୍ରେ ରହିଛନ୍ତି। ଏବେ, ଏହି ଅଭିନେତ୍ରୀ ଏକ ପୋଷ୍ଟ ସହିତ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ଆକାଂକ୍ଷା ସମ୍ପର୍କ ବିଷୟରେ ଏକ କ୍ରିପଟିକ୍ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ପରେ, ସୋସିଆଲ ମିଡିଆରେ ଏହି କପଲଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଲୋକମାନେ ଏହି ଟିଭି ଷ୍ଟାର କପଲଙ୍କ ବିଚ୍ଛେଦ ବିଷୟରେ ମଧ୍ୟ ଅନୁମାନ କରୁଛନ୍ତି। ଆକାଂକ୍ଷାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହାସହ ଭିନ୍ନ ଭନ୍ନ ମତ ସୋସିଆଲ ମିଡିଆରେ ଫ୍ୟାନ୍ସ ଦେବାକୁ ଆରମ୍ଭ କଲେଣି। ଜଣେ ୟୁଜର୍ସ ଆକାଂକ୍ଷାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇକହିଛନ୍ତି, "ସେ ଠିକ୍ କହୁଛନ୍ତି, ତାଙ୍କର ଆବଶ୍ୟକତା ଏବଂ ଗୌରବ ଖାନ୍ନାଙ୍କ ବଳିଦାନ।" ଅନ୍ୟ ଜଣେ ଲେଖିଛନ୍ତି, "ବୋଧ ହୁଏ ତାଙ୍କର ନୂଆ ପ୍ରୋଜେକ୍ଟ ଆସୁଛି।" ଆଉ ଜଣେ ଲେଖିଛନ୍ତି, "ତୁମେ ଏହା କାହା ପାଇଁ ଲେଖିଛ?" ୟୁଜର୍ସମାନେ ଆକାଂକ୍ଷାଙ୍କ ପୋଷ୍ଟର ନାନା କମେଣ୍ଟ କରିବାରେ ଲାଗିଛନ୍ତି । ଏହି ଏହାର ଉତ୍ତରରେ ଅଭିନେତ୍ରୀ କିଛି ଲେଖି ନାହାନ୍ତି । କହିବାକୁ ଗଲେ ଗୌରବ-ଆକାଂକ୍ଷା ୨୦୧୬ରେ ବିବାହ କରିଥିଲେ । ଦୁହିଁଙ୍କ ସମ୍ପର୍କକୁ ପ୍ରାୟତଃ ୯ରୁ ୧୦ ବର୍ଷ ହୋଇଗଲାଣି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ନାହିଁ ।
ଏଥିସହ ପଢ଼ନ୍ତୁ: କେହି ରହିବେନି ଅବିବାହିତ, ବିବାହ କଲେ ମିଳିବ ୧୨ ଛୁଆ କଲେ ୨୪ ଲକ୍ଷ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାନୁଆରୀ ୨୭ ତାରିଖରେ ଆକାଂକ୍ଷା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, "ଯେଉଁ ସମ୍ପର୍କ ମୂଳଦୂଆ କେବଳ ଆବଶ୍ୟକତା ଉପରେ ପ୍ରତିଷ୍ଠିତ, ସେଠାରେ ତୁମ ହୃଦୟ ସର୍ବଦା ବଳିଦାନ ଦେଇଥାଏ।" ଏହି ପୋଷ୍ଟର କ୍ୟାପସନରେ ଆକାଂକ୍ଷା ସମ୍ପର୍କ ବିଷୟରେ ଆହୁରି ଗଭୀର ଭାବରେ ଲେଖିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, "ଯେତେବେଳେ ଆମେ ଭାବୁଥିଲୁ ଯେ ଆମେ ପ୍ରସ୍ତୁତ, ଆମେ ପ୍ରସ୍ତୁତ ନଥିଲୁ।" ଏବେ, ଆକାଂକ୍ଷାଙ୍କ ପୋଷ୍ଟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟରେ, ଗୌରବଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ପ୍ରିୟ ଦମ୍ପତିଙ୍କ ମଧ୍ୟରେ କ'ଣ ଘଟିଲା ତାହା ନେଇ ଚିନ୍ତିତ। ସେମାନେ କମେଣ୍ଟ ସେକ୍ସନରେ ବିଭିନ୍ନ ପ୍ରଶ୍ନ ପଚାରିବା ସହ, ଏହାର ଅର୍ଥ ପଚାରୁଛନ୍ତି। ଗୌରବ ଏପର୍ଯ୍ୟନ୍ତ ଆକାଂକ୍ଷା ପୋଷ୍ଟର ବ୍ୟକ୍ତିଗତ ଭାବରେ ଉତ୍ତର ଦେଇନାହାଁନ୍ତି। କିମ୍ବା ଅଭିନେତା ତାଙ୍କ ପତ୍ନୀଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇନାହାଁନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories