Marriage Offer / କେହି ରହିବେନି ଅବିବାହିତ, ବିବାହ କଲେ ମିଳିବ ୧୨ ଛୁଆ କଲେ ୨୪ ଲକ୍ଷ
·7 months ago·3 min read

Key Points
କମ୍ପାନୀର ମାଲିକ ଦେଲେ ଗୋଲ୍ଡେନ୍ ଅଫର
ବିବାହ କଲେ ମିଳିବ ୧୨ ଲକ୍ଷ
ଏହାସହ ଛୁଆ ହେଲେ ମିଳିବ ଡବଲ ଟଙ୍କା
ବିବାହ କଲେ ମିଳିବ ୧୨ ଲକ୍ଷ
ଏହାସହ ଛୁଆ ହେଲେ ମିଳିବ ଡବଲ ଟଙ୍କା
ଅବିବାହିତଙ୍କ ପାଇଁ ଖୁସି ଖବର। ବିବାହ କଲେ ମିଳିବ ୧୨ ଲକ୍ଷ । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ଅବିବାହିତ ଯୁବକ ଓ ଯୁବତୀଙ୍କ ଲାଗି ଗୋଲ୍ଡେନ ଅଫର । ବିବାହ କଲେ ୧୨ ଲକ୍ଷ ଟଙ୍କା ମିଳିବ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଏହା କେଉଁଠି ଏବଂ କେମିତି ପାଇପାରିବେ। କେବଳ ବିବାହ କଲେ ଟଙ୍କା ମିଳିବନି ଦୁଇ ବର୍ଷ ଭିତରେ ପିଲା ଜନ୍ମ କଲେ ମିଳିବ ଡବଲ୍ ବୋନସ୍, ଅର୍ଥାତ ୨୪ ଲକ୍ଷ ଟଙ୍କା । ଏମିତି ଅଫର କୌଣସି ସରକାର ନୁହେଁ, ବରଂ ଏକ କମ୍ପାନିର ମାଲିକ ଘୋଷଣା କରିଛନ୍ତି ।
ଗତବର୍ଷ ଅକ୍ଟୋବରରେ ଖଲାଫ ମହମ୍ମଦ ଅଲ୍ ହାବତୁର ଚର୍ଚ୍ଚାକୁ ଆସିଥିଲେ । ଖଲାଫ ମହମ୍ମଦ ଅଲ୍ ହାବତୁର ୟୁଏଇ ଫେଡରାଲ୍ ନ୍ୟାସନାଲ୍ କାଉନସିଲର ସଦସ୍ୟ ମଧ୍ୟ ଥିଲେ । ୟୁଇଏର ଯୁବପୀଢ଼ିଙ୍କୁ ବିବାହ ଲାଗି ପ୍ରୋତ୍ସାହନ କରିବାକୁ ଆଇନ ଆସୁ ବୋଲି ସେ ଦାବି କରିଥିଲେ ।ଖଲାଫ ମହମ୍ମଦ ଅଲ୍ ହାବତୁର ୟୁଏଇର ଜଣେ ଜଣାଶୁଣା ବ୍ୟବସାୟୀ । ସେ ଏଆଇ ହାବତୁର ଗ୍ରୁପ ଅଧ୍ୟକ୍ଷ । ସେ ପୂର୍ବରୁ ଦୁବାଇ କମର୍ସିଆଲ ବ୍ୟାଙ୍କରେ ଅଧ୍ୟକ୍ଷ ଏବଂ ଏଆଇ ଜଲିଲା ଫାଉଣ୍ଡେସନର ଉପସଭାପତି ଥିଲେ । ସେ କହିଥିଲେ, ନିୟମ ଏମିତି ହେଉ, ୩୦ ବର୍ଷ ପୂର୍ବରୁ ଯୁବକ-ଯୁବତୀ ବିବାହ କରନ୍ତୁ । କୌଣସି ନ୍ୟାର୍ଯ୍ୟ କାରଣ ନଥାଇ, ଯେଉଁ ଯୁବକ କିମ୍ବା ଯୁବତୀ ବିବାହ କରିବାକୁ ମନା କରୁଛନ୍ତି, ସେମାନଙ୍କୁ ସମାଜର ଅବନତୀ ପାଇଁ ଦାୟୀ କରିବା କଥା ବୋଲି ସେ କହିଥିଲେ ।
କାରଣ ସେ ବିଚାର କରନ୍ତି, ବିବାହ ହେଉଛି ବଞ୍ଚିରହିବା ଏବଂ ସମାଜର ଏକତା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ।ହେଲେ ସବୁଠାରୁ ବଡ଼ ପ୍ରୋବ୍ଲେମ ଟଙ୍କା । ରୋଜଗାର କରି ବିବାହ କରିବାକୁ ଲକ୍ଷ୍ୟ ରଖିଥିବା ଯୁବକ-ଯୁବତୀଙ୍କ ବୟସ ଗଡ଼ି ଗଡ଼ି ଚାଲିଛି। ଏଭଳି ସମୟରେ କମ୍ପାନିର ମାଲିକଙ୍କ ଏହି ଘୋଷଣା ଚର୍ଚ୍ଚା ବଢ଼ାଇଛି । ବିବାହ ଏବଂ ପିଲା ଜନ୍ମକୁ ପ୍ରୋତ୍ସାହନ କରିବାକୁ କୋଟିପତି ମାଲିକଙ୍କ ଏଭଳି ପ୍ରୟାସ ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସେପଟେ କମ୍ପାନିରେ ଚାକିରି କରିଥିବା ଯୁବପୀଢ଼ିଙ୍କୁ ବି ଏ ଅଫର ଖୁବ ଆକୃଷ୍ଟ କରିଛି। ଏବେ ସେମାନେ ବିବାହ ଲାଗି ପ୍ଲାନିଂ କରୁଥିବେ ନିଶ୍ଚିତ । ସାଧାରଣତଃ ଆଜିର ସମାଜରେ ଯୁବପୀଢ଼ିଙ୍କ କ୍ଷେତ୍ରରେ ବିବାହକୁ ନେଇ କ୍ରେଜ୍ କମିବାରେ ଲାଗିଛି । ଏହାର ପ୍ରମୁଖ କାରଣ, ସେମାନେ ସ୍ବାବଲମ୍ବୀ ହୋଇପାରୁ ନାହାନ୍ତି କିମ୍ବା ଇଚ୍ଛାଶକ୍ତିର ଅଭାବ ।
ଏଥିସହ ପଢ଼ନ୍ତୁ: ଚତୁର୍ଥୀ ରାତିରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ପରିବାରରେ ସମସ୍ତେ ମିଶି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁବାଇର ବିଲେନିୟର ବ୍ୟବସାୟୀ ଖଲାଫ ମହମ୍ମଦ ଅଲ୍ ହାବତୁର ନିଜ କମ୍ପାନିର କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ସେ ଆହୁରି ଘୋଷଣା କରିଛନ୍ତି, ଯଦି ଦୁଇ ବର୍ଷରେ ଦମ୍ପତି ପିଲା ଜନ୍ମ କରନ୍ତି ତେବେ ତାଙ୍କୁ ଦୁଇଗଣ ସହାୟତା ଦିଆଯିବ । ୟୁଏଇର ଯୁବପୀଢ଼ିଙ୍କୁ ବିବାହ କରିବାକୁ ଏତେ ବଡ଼ ଘୋଷଣା କରିଛନ୍ତି ଖଲାଫ । ସେ କହିଛନ୍ତି, ବିବାହ ଏକ ବ୍ୟକ୍ତିଗତ ବ୍ୟାପାର ନୁହେଁ, ବରଂ ସାମାଜିକ ଏବଂ ଜାତୀୟ ମୂଲ୍ୟବୋଧ ଉପରେ ଆଧାରିତ । ସେମାନଙ୍କ ଦ୍ବାରା ସମାଜ ଏବଂ ଏକ ଦେଶର ସଠିକ୍ ନିର୍ମାଣ ସମ୍ଭବ । ଯଦିଓ ସରକାର ଯୁବପୀଢ଼ିଙ୍କୁ ପରିବାର କରିବାକୁ ପ୍ରୋତ୍ସାହନ କରୁଛନ୍ତି, କିନ୍ତୁ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ବିଚାର କରିବା ଜରୁରୀ । ଏଥିଲାଗି କାର୍ଯ୍ୟର ଆରମ୍ଭ ହେବା ଆବଶ୍ୟକ ବୋଲି କହିଛନ୍ତି ବିଜନେସମ୍ୟାନ୍ । ସେ ଆହୁରି ଲେଖିଛନ୍ତି, ପରିବାର ଦେଶ ଗଠନରେ ଏବଂ ପିଲା ଦେଶର ଭବିଷ୍ୟତ ପାଇଁ ଅତି ଜରୁରୀ । ପରିବାର ଗଢ଼ିବା ଏକ ଗୁରୁ ଦାୟିତ୍ବ । ଦେଶ ନିର୍ମାଣ ଲାଗି ଛୋଟ ହେଉ କି ବଡ଼ ଫ୍ୟାମିଲି ଆବଶ୍ୟକ । ଏହା ଜଣେ ବ୍ୟକ୍ତିର ସାମାଜିକ ଦାୟିତ୍ବବୋଧକୁ ପ୍ରୋତ୍ସାହିତ କରେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories