|
logo
Live

Argus News - ଫିଲ୍ମ 'ଡଙ୍କି'ର କ୍ରେଜ, ରିଲିଜ ପୂର୍ବରୁ ଧମାଲ କଲାଣି...

Entertainment

ଫିଲ୍ମ 'ଡଙ୍କି'ର କ୍ରେଜ, ରିଲିଜ ପୂର୍ବରୁ ଧମାଲ କଲାଣି...

Banajyotshna Ray
Browse all articles by Banajyotshna Ray
·2 years ago
ଫିଲ୍ମ 'ଡଙ୍କି'ର କ୍ରେଜ, ରିଲିଜ ପୂର୍ବରୁ ଧମାଲ କଲାଣି...

ଅର୍ଗସ ବ୍ୟୁରୋ: ବଲିଉଡର ବାଦଶାହ ଶାହାରୁଖ ଖାନ୍‌। ତାଙ୍କର ଅପକମିଂ ଫିଲ୍ମ 'ଡଙ୍କି' ଏବେ ଚର୍ଚ୍ଚାରେ। ଏହା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଅଟେ। 'ଡଙ୍କି'ର ଗ୍ରାଣ୍ଡ ରିଲିଜ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ଜଡିତ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। କୁହାଯାଉଛି କି ଏହି ଫିଲ୍ମଟି ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂକୁ ନେଇ ଖୁବ ଚର୍ଚ୍ଚାରେ।

ରିଲିଜ ପୂର୍ବରୁ ୬ କୋଟି ୨୮ ଲକ୍ଷ ଇନକମ କରିସାରିଲାଣି ଫିଲ୍ମ ଡଙ୍କି। ଏହି ଫିଲ୍ମଟି ଡିସେମ୍ୱର ୨୧ରେ ରିଲିଜ ହେବାକୁ ଥିବାବେଳେ ଫିଲ୍ମକୁ ଦେଖିବାକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଶହାରୁଖଙ୍କ ବ୍ୟତୀତ ଭିକି କୌଶଲ ଏବଂ ତାପସୀ ପନ୍ନୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 
 

Sponsored
ଫିଲ୍ମ 'ଡଙ୍କି'ର କ୍ରେଜ, ରିଲିଜ ପୂର୍ବରୁ ଧମାଲ କଲାଣି... | Argus News