Videos
|
Entertainment

ଫିଲ୍ମ ଚାଲୁଥିବା ବେଳେ ସିନେମା ହଲ୍‌ରେ ନିଆଁ ଲଗାଇଲେ ଫ୍ୟାନ୍

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଫିଲ୍ମ ଚାଲୁଥିବା ବେଳେ ସିନେମା ହଲ୍‌ରେ ନିଆଁ ଲଗାଇଲେ ଫ୍ୟାନ୍

ଅର୍ଗସ ବ୍ୟୁରୋ :  ପୱନ କଲ୍ୟାଣଙ୍କ କ୍ରେଜ ।  ସିନେମା ହଲ୍‌ରେ ନିଆଁ ଲଗାଇଦେଲେ ଫ୍ୟାନ୍। କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ। ଏଭଳି କିଛି ଘଟଣା ଆନ୍ଧ୍ରପ୍ରଦେଶ ନାନ୍ଦୟାଲରେ ଘଟିଛି । ପୱନ କଲ୍ୟାଣଙ୍କ ପୁରୁଣା ଫିଲ୍ମ " କ୍ୟାମେରମ୍ୟାନ୍ ଗଙ୍ଗାରାମ ଟୁ ରାମବାବୁ " ରି- ରିଲିଜ କରାଯାଇଥିଲା । ଏହି ଫିଲ୍ମର ଆକ୍ସନ ସିନରେ ଫ୍ୟାନ ଏତେ ମଜି ଯାଇଥିଲେ ଯେ କାଗଜ ଟୁକୁଡାକୁ ଫୋପାଡି ନିଆଁ ଲଗାଇଥିଲେ । ଏବଂ ଉତ୍ପାତ ହୋଇଥିଲେ ।

ଅଧିକ ପଢନ୍ତୁ : ଆର୍ଟିକଲ ୩୭୦ ଟ୍ରେଲର ଲଞ୍ଚରେ ବେବିବମ୍ପରେ ନଜର ଆସିଲେ ୟାମୀ ଗୌତମ

ଶେଷରେ ନିଆଁ ପୁରା ହଲରେ ଲାଗିଯାଇଥିଲା । ନିଆଁକୁ ଲଗାଇଥିବା  ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ ।  ତେବେ ଏ ଘଟଣା ନୂଆ ନୁହେଁ, ଏହା ପୂର୍ବରୁ ମଧ୍ୟ ସଲମନ ଖାନ, ପ୍ରଭାସଙ୍କ ମୁଭିର ଏପରି କ୍ରେଜ ଦେଖିବାକୁ ମିଳିଥିଲା । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: