Jennifer Winget / ଜେନିଫର ୱିଙ୍ଗେଟଙ୍କ ସ୍ୱାମୀଙ୍କ ପାଖରେ ଅପାର ସମ୍ପତ୍ତି, ଜାଣନ୍ତୁ ଅଭିନେତ୍ରୀଙ୍କଠୁ କେତେ ଧନୀ ?
·1 month ago·2 min read

Key Points
ବିଦେଶୀଙ୍କୁ ବିବାହ କରିଛନ୍ତି ଜେନିଫର ୱିଙ୍ଗେଟ୍
ଛାଡ଼ପତ୍ରର ୧୨ବର୍ଷ ପରେ ପୁଣି ହାତକୁ ଦିହାତ ହେଲେ
ଜେନିଫରଙ୍କ ସ୍ଵାମୀ ହେଉଛନ୍ତି ଜଣେ ବ୍ୟବସାୟୀ
ଛାଡ଼ପତ୍ରର ୧୨ବର୍ଷ ପରେ ପୁଣି ହାତକୁ ଦିହାତ ହେଲେ
ଜେନିଫରଙ୍କ ସ୍ଵାମୀ ହେଉଛନ୍ତି ଜଣେ ବ୍ୟବସାୟୀ
ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି । ସୋସିଆଲ ମିଡିଆରୁ ଖବର ପର୍ଯ୍ୟନ୍ତ ଜେନିଫରଙ୍କ ଦ୍ୱିତୀୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଛାଡ଼ପତ୍ରର ଦୀର୍ଘ ୧୨ବର୍ଷ ପରେ ପୁଣିଥରେ ସେ ବିବାହ କରିଛନ୍ତି । ତେବେ ଜେନିଫରଙ୍କ ସ୍ୱାମୀ ୱିଲିୟମ୍ ଇସମାଏଲଙ୍କ ପାଖରେ କେତେ ସମ୍ପତ୍ତି ଅଛି ଆସନ୍ତୁ ଜାଣିବା ।
ପଢନ୍ତୁ ଏହି ଖବର: ବିଦେଶୀଙ୍କୁ ବିବାହ କଲେ ଚର୍ଚ୍ଚିତ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍, ଚର୍ଚ୍ଚରେ କଲେ ହ୍ଵାଇଟ୍ ୱେଡିଂ
- ୱିଲିୟମ୍ ଇସମାଏଲଙ୍କର କେତେ ସମ୍ପତ୍ତି ଅଛି?
- ଚର୍ଚ୍ଚାରେ ୱିଲିୟମ୍ ଏବଂ ଜେନିଫରଙ୍କ ବିବାହ
ପଢନ୍ତୁ ଏହି ଖବର: ବିଦେଶୀଙ୍କୁ ବିବାହ କଲେ ଚର୍ଚ୍ଚିତ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍, ଚର୍ଚ୍ଚରେ କଲେ ହ୍ଵାଇଟ୍ ୱେଡିଂ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କରଣ ସିଂ ଗ୍ରୋଭରଙ୍କ ଠାରୁ ଛାଡପତ୍ର
Related Topics
Explore more stories