Videos
|
Entertainment

କାଜଲଙ୍କର ନିଜ ପୁଅ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ

Rashmita Mishra
Browse all articles by Rashmita Mishra
·2 years ago·1 min read
କାଜଲଙ୍କର ନିଜ ପୁଅ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ

ଅର୍ଗସ ବ୍ୟୁରୋ: ସମସ୍ତେ ବୁଲିବା ,ଖାଇବା,ଫିଲ୍ମ ଦେଖିବା ପସନ୍ଦ କରିଥାନ୍ତି । ଆଉ ଅନେକ ହିରୋଇନଙ୍କ ଫିଲ୍ମ ଦୋଖାଇବାକୁ ଲୋକ ମାନେ ଅନେଇ ବସିଥାନ୍ତି କେବେ ଆସବ । କିନ୍ତୁ କାଜଲର ଫିଲ୍ମ କ'ଣ ପାଇଁ ତାଙ୍କ ପୁଅ ୟୁଗ ଦେଖେନାହିଁ । 

କାଜଲ ପ୍ରଥମ କରି ୧୯୯୨ ମସିହାରେ ମନୋରଞ୍ଜନ ଦୁନିଆର ଏହି ହିରେଇନ ପାଦ ରଖିଥିଲେ । ଗତ ୩୦ ବର୍ଷ ଭିତରେ ଏହି ହିରୋଇନ କାହିଁ କେତେ ହିଟ୍ ଫିଲ୍ମ ର୍ଦଶକଙ୍କୁ ଭେଟି ଦେଇଛନ୍ତି । ଆଉ ଆଜି ମଧ୍ୟ ସେ ସମସ୍ତଙ୍କ ପ୍ରଥମ ପସନ୍ଦ ହେଇ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି କି ପୁରା ଦୁନିଆ ଏହି ହିରୋଇନଙ୍କର ଫ୍ୟାନ ଆଉ ଯେଉଁ ମାନେ ଆଜିବି ଠିକ ସେହି ଭଳି ଭଲ ପାଉଛନ୍ତି । କିନ୍ତୁ କାଜଲଙ୍କର ନିଜ ପୁଅ ୟୁଗ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର:

ଥରେ ସେ ଏକ ଜାଗାରେ ଏହି ସତ କଥାକୁ କହିଥିଲେ କାଜଲ । ଏହି ହିରୋଇନ କହିଥିଲେ କି ମୁଁ ବହୁତ ସମୟରେ ଫିଲ୍ମ କାନ୍ଧିବାର ସିନ୍ ଥାଏ ଯେଉଁଟାକି ମୋ ପୁଅକୁ ଭଲ ଲାଗିନଥାଏ ତାକୁ ବହୁର କଷ୍ଟ ହୋଇଥାଏ । ଏହି କାନ୍ଧିବା କାରଣ ଯୋଗୁଁ ତାଙ୍କ ପୁଅ ଫିଲ୍ମ ଦେଖେନି । କିନ୍ତୁ ପୁଅ ସବୁବେଳେ ଚାହେଁ କି ତାର ମା' ବାପା ଅଜୟ ଦେବଗନଙ୍କ ପରି ଫିଲ୍ମ କରୁ ବୋଲି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: