Karan Ankita Divorce / ବୈବାହିକ ଜୀବନରେ ଉଠିଛି କି ଝଡ, ଭାଙ୍ଗିଗଲା କି ୧୧ ବର୍ଷର ସମ୍ପର୍କ: ଏମିତି କହିଲେ ପତ୍ନୀ...
·5 months ago·2 min read

Key Points
ବୈବାହିକ ଜୀବନରେ ଉଠିଛି କି ଝଡ ?
ଏମିତି କହିଲେ ପତ୍ନୀ
ଜାଣନ୍ତୁ ଅଭିନେତା କଣ କହିଲେ ଏଖବରକୁ ନେଇ
ଏମିତି କହିଲେ ପତ୍ନୀ
ଜାଣନ୍ତୁ ଅଭିନେତା କଣ କହିଲେ ଏଖବରକୁ ନେଇ
ପୁଣି ଆଉ ଏକ ଯୋଡ଼ି ଅଲଗା ହେବାକୁ ଯାଉଛନ୍ତି। କୁହାଯାଉଛି ବଳିଉଡରେ ବୋଧେ କାହାର ନଜର ପଡିଛି। କିନ୍ତୁ ,ଖବର ସତ କି ମିଛ ତାହା ଜଣାନଥିବାବେଳେ ଏଭଳି କିଛି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜ୍ଞା ହଁ, ଆମେ କହୁଛୁ ଅଭିନେତା କରନ ପଟେଲଙ୍କ କଥା। ସେଲିବ୍ରିଟି ଟେଲି କପଲ୍ । ଭାରି ଚର୍ଚ୍ଚିତ ଯୋଡି । ଅଭିନୟ-ପ୍ରେମ ପରେ ବିବାହ । ସମୟ ଥିଲା କରଣ ପଟେଲ୍ଙ୍କୁ କୁହାଯାଉଥିଲା ଛୋଟ ପରଦାର ଶାହରୁଖ୍ ଖାନ୍ । କିନ୍ତୁ ଅହଙ୍କାର ଏବଂ ନିଶା ପାଇଁ ଧୀରେ ଧୀରେ ସେ ଟିଭିରୁ ଦୂରେଇ ଗଲେ । ଦୀର୍ଘ ଦୀନ ପରେ ତାଙ୍କୁ The-5 ଶୋରେ ଦେଖିବାକୁ ମିଳିଥିଲା ।
କିନ୍ତୁ ୧୦ ଦିନ ପରେ ସେ ଶୋରୁ ବାହାରିଗଲେ । ଏହା ପରେ ତାଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା । ଦୀର୍ଘ ୧୧ ବର୍ଷ ପରେ ଦୁହେଁ, ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସନ୍ତୁ ଜାଣିବା ଏଖବର ପରେ ଉଭୟଙ୍କ ପ୍ରତିକ୍ରିୟା କଣ ଆସିଛି। ଏହା ସତ କି ଗୁଜବ। ଯେଉଁମାନେ କରଣଙ୍କ ବିଷୟରେ କିଛି ଚର୍ଚ୍ଚା କରୁଛନ୍ତି ସବୁ ମନଗଢା କାହାଣୀ । ଦୁଇ ବର୍ଷ ପରେ ତାଙ୍କୁ ସେ ବିଷୟରେ ଜଣାପଡିଯିବ, ଏଥିରେ ସନ୍ଦେହ ନାହିଁ । ଏମିତି ବି ଚର୍ଚ୍ଚା ହୋଇଥିଲା କି, ତାଙ୍କର ବୈବାହିକ ଜୀବନରେ ଉଠିଛି ଝଡ । ବୋଧହୁଏ ତାଙ୍କ ପତ୍ନୀ ସହ ଛାଡପତ୍ର ହେବାର ସମ୍ଭାବନା ଅଛି ।
ଏଥିସହ ପଢ଼ନ୍ତୁ: ୨୫ ବର୍ଷ ପରେ ଏକାଠି: କାହିଁକି କରୁନଥିଲେ କାମ ଖୋଲି କହିଲେ ଅଭିନେତା...
ତେବେ ଏତେ ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି କରଙ୍କ ପତ୍ନୀ ଅଙ୍କିତା ଭାର୍ଗବ । ଡିଭୋର୍ସ ଖବର ଭିତରେ ନୀରବତା ଭଙ୍ଗ କରିଛନ୍ତି ଅଙ୍କିତା । ସେ କହିଛନ୍ତି ମୋର କିଛି ଫରକ ପଡିବନି । ମୋ ବିବାହକୁ ୧୧ ବର୍ଷ ବିତିଗଲାଣି । ଏମିତିକି ମୁଁ ବିବାହ ସମୟରେ ବି ଟ୍ରୋଲିଂର ଶିକାର ହୋଇଥିଲି । ଏଥିପାଇଁ ଏବେ କେବଳ ପଜିଟିଭ କମେଣ୍ଟ ବିଷୟରେ ଚିନ୍ତା କରୁଛି । ବାକି ରହିଲା କରଣଙ୍କ କଥା ଯିଏ ଯାହା କହୁଛି ଛିକ୍ କରୁଛି । ଏଥିରେ କାହାରି କିଛି କରିବାର ନାହିଁ କି କହିବାର ନାହିଁ । ମୁଁ କିଛି କାହା ବିଷୟରେ କହି ମୋର ପାପ କାହିଁ ବଢାଇବି । ମୋତେ ଟ୍ରୋଲିଂରେ କିଛି ପ୍ରଭାବ ପଡେନି । ନା ମୁଁ ସେ ବିଷୟରେ କିଛି ଚିନ୍ତା ବି କରେନି । ମୁଁ କେବଳ ଏତିକି ଜାଣିଛି କି, ଛୋଟିଆ ଜୀବନ, ଏଥିପାଇଁ ସମସ୍ତଙ୍କ ବଲ ଚିନ୍ତା କର, ଭଲ କାମ ବି କର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories