Karisma Abhishek / ଅଭିଷେକଙ୍କ ସହ ନିର୍ବନ୍ଧ ଭାଙ୍ଗିଲା ପରେ କେମିତି ଥିଲେ କରିସ୍ମା କପୁର; ବଡ଼ ଖୁଲାସା
·4 hours ago·2 min read

Key Points
ଡେଟିଂ କରୁଥିଲେ କରିସ୍ମା କପୁର ଓ ଜୁନିଅର ବଚ୍ଚନ
ଏପରିକି ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇସାରିଥିଲା
ନିର୍ବନ୍ଧ ଭାଙ୍ଗିବା ପରେ କିପରି ଥିଲେ କରିସ୍ମା ?
ଫିଲ୍ମମେକର ସୁନୀଲ ଦର୍ଶନ କଲେ ଖୁଲାସା

ମୁମ୍ବାଇ: ଦିନେ ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ଥିଲେ କରିସ୍ମା କପୁର ଓ ଅଭିଷେକ ବଚ୍ଚନ । ଉଭୟଙ୍କ ସମ୍ପର୍କକୁ ଦର୍ଶକଙ୍କ ସହ ପରିବାର ମଧ୍ୟ ପସନ୍ଦ କରୁଥିଲେ । ଏହି ସମ୍ପର୍କ ଗୋଟିଏ ପାଦ ଆଗେଇଥିଲା ଓ କରିସ୍ମା-ଅଭିଷେକଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା । ମାତ୍ର ହଠାତ୍ ଏହି ସମ୍ପର୍କ ଭାଙ୍ଗିଯାଇଥିଲା । କପୁର ଓ ବଚ୍ଚନ ପରିବାରକୁ ଝଟକା ଲାଗିଥିଲା । ସେଦିନ କଣ ହୋଇଥିଲା ବଡ଼ ଖୁଲାସା କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ । ଯେତେବେଳେ ଏହି ଖବର ଆସିଥିଲା ସେତେବେଳେ ସେ କରିସ୍ମାଙ୍କ ଘରେ ଥିଲେ ବୋଲି କହିଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ କଥାବାର୍ତ୍ତା ହେବା ସମୟରେ ସୁନୀଲ ଦର୍ଶନ କହିଛନ୍ତି ଯେ କରିସ୍ମା ଓ ଅଭିଷେକଙ୍କ ମଧ୍ୟରେ ସମ୍ପର୍କ 'ଏକ ରିସ୍ତା' ଫିଲ୍ମର ସୁଟିଂରୁ ଆରମ୍ଭ ହୋଇଥିଲା । ସମୟ ସହିତ ଏହି ସମ୍ପର୍କ ଧୀରେ ଧୀରେ ମଜଭୁତ ହେଉଥିଲା । ସେ କହିଥିଲେ ଯେ ଯେତେବେଳେ ସେ 'ହାଁ ମେଁନେ ଭି ପ୍ୟାର କିୟା' ଫିଲ୍ମ ତିଆରି କରୁଥିଲେ, ସେତେବେଳେ ଉଭୟଙ୍କ ବିବାହ ଖୁବଶୀଘ୍ର ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା ।
ପଢନ୍ତୁ ଏହି ଖବର: ୬୭ ବର୍ଷରେ ପାଦ ଥାପିଲେ ସଞ୍ଜୟ ଦତ୍ତ, ଜୀବନରେ ଅନେକ ଉଥାନ-ପତନର ହୋଇଛନ୍ତି ସମ୍ମୁଖୀନ
ସୂଚନା ଥାଉ କି, କରିସ୍ମା ଓ ଅଭିଷେକ ୨୦୦୨ରେ ନିର୍ବନ୍ଧ କରିଥିଲେ । ଉଭୟ ଅମିତାଭ ବଚ୍ଚନଙ୍କ ୬୦ତମ ଜନ୍ମଦିନ ଅବସରରେ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ମାତ୍ର କିଛି ମାସ ପରେ ଅର୍ଥାତ ୨୦୦୩ ମସିହା ଆରମ୍ଭରୁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ଉଭୟ ପରିବାର ଏହା ପଛରେ କଣ ପ୍ରକୃତ କାରଣ ତାହା କହିନଥିଲେ । କୁହାଯାଏ ଉଭୟ ପରିବାର ମଧ୍ୟରେ ମତଭେଦ ଯୋଗୁଁ ଏହି ସମ୍ପର୍କ ଆଗକୁ ବଢିପାରିନଥିଲା ।

- ଯେତେବେଳେ ଭାଙ୍ଗିଥିଲା ନିର୍ବନ୍ଧ
- ସମ୍ପର୍କ ଭାଙ୍ଗିବା ପାଇଁ କିଏ ଦାୟୀ ?
ପଢନ୍ତୁ ଏହି ଖବର: ୬୭ ବର୍ଷରେ ପାଦ ଥାପିଲେ ସଞ୍ଜୟ ଦତ୍ତ, ଜୀବନରେ ଅନେକ ଉଥାନ-ପତନର ହୋଇଛନ୍ତି ସମ୍ମୁଖୀନ
ସୂଚନା ଥାଉ କି, କରିସ୍ମା ଓ ଅଭିଷେକ ୨୦୦୨ରେ ନିର୍ବନ୍ଧ କରିଥିଲେ । ଉଭୟ ଅମିତାଭ ବଚ୍ଚନଙ୍କ ୬୦ତମ ଜନ୍ମଦିନ ଅବସରରେ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ମାତ୍ର କିଛି ମାସ ପରେ ଅର୍ଥାତ ୨୦୦୩ ମସିହା ଆରମ୍ଭରୁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ଉଭୟ ପରିବାର ଏହା ପଛରେ କଣ ପ୍ରକୃତ କାରଣ ତାହା କହିନଥିଲେ । କୁହାଯାଏ ଉଭୟ ପରିବାର ମଧ୍ୟରେ ମତଭେଦ ଯୋଗୁଁ ଏହି ସମ୍ପର୍କ ଆଗକୁ ବଢିପାରିନଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories