Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Katrina Kaif Pregnent / ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ବେବିବମ୍ପ ଭାଇରାଲ: ଫ୍ୟାନ୍ସ ଦେଲେ ପ୍ରତିକ୍ରିୟା

Ritu Das
Browse all articles by Ritu Das
·9 months ago·2 min read
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ବେବିବମ୍ପ ଭାଇରାଲ: ଫ୍ୟାନ୍ସ ଦେଲେ ପ୍ରତିକ୍ରିୟା

Key Points

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ

ଏବେ ସେ ପ୍ରେଗେନେଣ୍ଟ ଥିବା ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି

ଏବେ ତାଙ୍କ ବେବିବମ୍ପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି


ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ। ଦେଖିବାକୁ ଖୁବ ସୁନ୍ଦରୀ ହୋଇଥିବାବେଳେ ଡ୍ୟାନ୍ସ ମୁଭରେ ଫ୍ୟାନ୍ସ କ୍ରେଜି। ତେବେ କାଟ୍ରିନା କୈଫ୍ ଏବଂ ଭିକି କୌଶଲ ଡିସେମ୍ବର 2021 ରେ ବିବାହ କରିଥିଲେ। ଏବେ ସେ ପ୍ରେଗେନେଣ୍ଟ ଥିବା ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ତାଙ୍କ ବେବିବମ୍ପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରେ ପ୍ରଶଂସକ ଏବଂ ଇଣ୍ଟରନେଟ୍ ୟୁଜର୍ସମାନେ ଏକ ବେବି ବମ୍ପ ଫଟୋ ଦେଖିଛନ୍ତି। ଯଦିଓ କାଟ୍ରିନା କିମ୍ବା ଭିକି କେହି ଏହି ଖବରକୁ ନିଶ୍ଚିତ କରିନାହାନ୍ତି। ତେବେ ଫ୍ୟାନ୍ସ ଭାବୁଛନ୍ତି ଭିକି ଖୁବଶୀଘ୍ର ଏହାକୁ ରିଭିଲ କରିବେ ।ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।


ରେଡିଟ୍‌ରେ ସେୟାର କରାଯାଇଥିବା ଏହି ଝାପସା ଫଟୋରେ କାଟ୍ରିନା ଏକ ମେରୁନ ଗାଉନ୍ ପିନ୍ଧି କ୍ୟାମେରାକୁ ଲୁକ୍ସ ଦେଇନାହାନ୍ତି। ତାଙ୍କର ବେବି ବମ୍ପ ଏହି ଡ୍ରେସରେ ଜଣାପଡ଼ୁଥିଲା। ପୂର୍ବରୁ, NDTV ନିଶ୍ଚିତ କରିଥିଲା ଯେ କାଟ୍ରିନା କୈଫ୍ ଭିକି କୌଶଳଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି। ଏହି ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଜୁନ୍ ମାସରେ, ଭିକି କୌଶଲଙ୍କୁ ତାଙ୍କ ଫିଲ୍ମ ବ୍ୟାଡ୍ ନ୍ୟୁଜର ଟ୍ରେଲର ଲଞ୍ଚ ସମୟରେ କ୍ୟାଟଙ୍କ ଗର୍ଭବତୀ ହେବା ବିଷୟରେ ପ୍ରଶ୍ନ କରାଯାଇଥିଲା। ଅଭିନେତା କହିଥିଲେ, "ଯେ ଏପର୍ଯ୍ୟନ୍ତ ସେମିତି କିଛି ଗୁଡନ୍ୟୁଜ ନାହିଁ। ଯଦି ସେମଳି କିଛି ହୁଏ ତେବେ ଆମେ ଏହାକୁ ଆପଣଙ୍କ ସହିତ ସେୟାର କରିବାକୁ ବହୁତ ଖୁସି ହେବୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ସମ୍ପର୍କିତ ଖବର...


କିନ୍ତୁ ବର୍ତ୍ତମାନ ପାଇଁ ଏହି ଖବରରେ କୌଣସି ସତ୍ୟତା ନାହିଁ। ଏବେ ମୋ ମୁଭି ବ୍ୟାଡ୍ ନ୍ୟୁଜ୍ ଆପଣ ଏଞ୍ଜୟ କରନ୍ତୁ। ଯେବେ ଗୁଡ ନ୍ୟୁଜ୍ ଆସିବ ଆମେ ଆପଣଙ୍କ ସହିତ ନିଶ୍ଚିତ ସେୟାର କରିବୁ। ରିପୋର୍ଟ ଅନୁଯାୟୀ କାଟ୍ରିନା କୈଫ୍ ଏବଂ ଭିକି କୌଶଲ ୨୦୧୯ ମସିହାରେ ଡେଟିଂ ଆରମ୍ଭ କରିଥିଲେ। ଏହି ଦମ୍ପତି ରାଜସ୍ଥାନର ମନୋରମ ସିକ୍ସ ସେନ୍ସ ଦୁର୍ଗ ବାରୱାରାରେ ବିବାହ କରିଥିଲେ। ଏହି ଅନ୍ତରଙ୍ଗ ବିବାହରେ କେବଳ ନିକଟତମ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ। ଫ୍ୟାନ୍ସ କହିଛନ୍ତି କାଟ୍ରିନାଙ୍କ ବେବିକୁ ଆମ ତରଫରୁ ଢେରସାରା ଶୁଭକାମନା। କିନ୍ତୁ କ୍ୟାଟ ଗର୍ଭବତୀ ଖବର ସତ ନା ମିଛ ବୋଲି ଫ୍ୟାନ୍ସ କମେଣ୍ଟ କରୁଛନ୍ତି।

Sponsored
Katrina Kaif’s Baby Bump Goes Viral Fans React with Love & Excitement | Argus News