Khushi Kapoor And Vedang Raina / ବେଦାଙ୍ଗଙ୍କୁ ଛାଡ଼ି ଏହି ସିଙ୍ଗରଙ୍କ ପ୍ରେମରେ ଖୁସି, ଫ୍ୟାନ୍ସ କହିଲେ ୨ ବର୍ଷରେ ସବୁ ଚେଞ୍ଜ
·8 months ago·2 min read

Key Points
ଖୁସି କପୁର-ବେଦାଙ୍ଗ ରୈନାଙ୍କ ବ୍ରେକଅପ
ବେଦାଙ୍ଗଙ୍କୁ ଛାଡ଼ି ଏହି ସିଙ୍ଗରଙ୍କୁ ଡେଟ୍ କରୁଛନ୍ତି ଖୁସି

ବଲିଉଡରୁ ଆସିଲା ପୁଣି ଆଉ ଏକ ଆଶ୍ଚର୍ଯ୍ୟ କଲା ପରି ଖବର। ଚଳିତ ବର୍ଷର ଆଉ ଏକ ସେଲିବ୍ରିଟି ଅଲଗା ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ ୨ ବର୍ଷ ଡେଟିଂ କରିବା ପରେ ଅଲଗା ହେଲେ ଦୁଇ ଲଭେବୁଲ କପଲ। ନୂଆ ବର୍ଷଟି ଅନେକ ବଲିଉଡ୍ ଯୋଡ଼ିଙ୍କ ପାଇଁ ବୋଧ ହୁଏ ଭଲ ନାହିଁ। ପ୍ରଶଂସକମାନେ ପ୍ରଥମେ ତାରା ସୁତାରିଆ ଏବଂ ବୀର ପହରିଆଙ୍କ ବ୍ରେକଅପ୍ ଖବର ଶୁଣିଥିଲେ। ତା’ପରେ, ଖୁସି କପୁର ଏବଂ ବେଦାଙ୍ଗ ରୈନାଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସିଛି। କିନ୍ତୁ ଦୁଇ ସେଲିବ୍ରେଟି ବର୍ତ୍ତମାନ ପର୍ଯ୍ୟନ୍ତ ନାଁ ନିଜ ଡେଟ୍ ହେଉ ବା ବ୍ରେକଅପ୍ ବିଷୟରେ କିଛି ପ୍ରକାଶ କରିନାହାନ୍ତି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ହେଉ କିମ୍ବା ଜାମନଗରର କୌଣସି ପାର୍ଟି, ଖୁସି କପୁର ଏବଂ ବେଦାଙ୍ଗଙ୍କୁ ଅନେକ ଥର ପାପାରାଜିମାନେ ଏକାଠି କଏଦ କରିଛନ୍ତି। ଗତ ବର୍ଷ, ସେମାନେ ସାଙ୍ଗମାନଙ୍କ ସହିତ ମ୍ୟାଚିଂ କରୁଥିବା ଟି-ସାର୍ଟ ଏବଂ ପାଇଜାମା ପିନ୍ଧି ଖ୍ରୀଷ୍ଟମାସ ସେଲିବ୍ରେସନ କରିଥିଲେ। ଏହା ବ୍ୟତୀତ, ଖୁସିଙ୍କ ପରିବାରର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବେଦାଙ୍ଗଙ୍କୁ ଦେଖାଯାଇଛି।ଜୋୟା ଅଖତରଙ୍କ "ଦି ଆର୍ଚିଜ୍" ରେ ଏକାଠି କାମ କରିବା ପରେ ଖୁସି ଏବଂ ବେଦାଙ୍ଗଙ୍କ ବନ୍ଧୁତା ଏକ ନୂତନ ମୋଡ଼ ନେଇଥିଲା। ସେବେଠାରୁ, ସେମାନଙ୍କୁ ବିଭିନ୍ନ ଇଭେଣ୍ଟ, ପାର୍ଟି ଏବଂ ପୂଜାରେ ଏକାଠି ଦେଖିବାକୁ ମିଳିଛି। ଯାହା ପରେ ଦୁହିଁଙ୍କୁ ନେଇ ଡେଟିଂ ଗୁଜବ ଉଠିଥିଲା।
କିନ୍ତୁ ଏବେ ଜଣାପଡୁଛି ଯେ ସେମାନଙ୍କର ସମ୍ପର୍କ ଭାଙ୍ଗିଯାଇଛି। ଭିକି ଲାଲୱାନୀଙ୍କ ଏକ୍ସକ୍ଲୁସିଭ୍ ରିପୋର୍ଟ କରିଛନ୍ତି ଯେ ବି-ଟାଉନ୍ କପଲ ଖୁସି କପୁର ଏବଂ ବେଦାଙ୍ଗ ରୈନା ଏବେ ଅଲଗା ହୋଇଯାଇଛନ୍ତି। ନିଜ ଇନଷ୍ଟାଗ୍ରାମରେ, ଭିକି ଲାଲୱାନୀ ଏକ ସୂତ୍ରକୁ ନିଶ୍ଚିତ କରିଛନ୍ତି ଯେ ଖୁସି ଏବଂ ବେଦାଙ୍ଗଙ୍କ ସମ୍ପର୍କ ଶେଷ ହୋଇଯାଇଛି। ଏହି କପଲ ଆଉ ଏକାଠି ନାହାନ୍ତି। ଦୁହିଁଙ୍କ ବ୍ରେକଅପ୍ ଖବର ପ୍ରଶଂସକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ। ହେଲେ ଏପର୍ଯ୍ୟନ୍ତ ବ୍ରେକଅପର କାରଣ ପ୍ରକାଶ ପାଇନାହିଁ।
କୁହାଯାଉଛି କି ଖୁସି କପୁର ବର୍ତ୍ତମାନ ଆଉ ଜଣଙ୍କୁ ଡେଟ୍ କରୁଛନ୍ତି।
ଏଥିସହ ପଢ଼ନ୍ତୁ: ଝିଅ ବାହାଘରରେ ମୁଖ୍ୟମନ୍ତ୍ରୀ ଦେବେ ଉପହାର, ସରକାର ବାଣ୍ଟିବେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲିଉଡ ନାୟିକା ଜାହ୍ନବୀ କପୁରଙ୍କ ସାନ ଭଉଣୀ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବେ ଚର୍ଚ୍ଚାରେ। ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ମାଧ୍ୟମରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏବେ ଆଉ ଏକ କାରଣ ପାଇଁ ବି ସେ ଚର୍ଚ୍ଚାକୁ ଆସିଛନ୍ତି। ଖବର ଅନୁଯାୟୀ, ବୋନି କପୁରଙ୍କ ଝିଅ ଖୁସି କପୁର ସିଙ୍ଗର ଏପି ଧିଲ୍ଲନଙ୍କୁ କୁଆଡେ ଡେଟ କରୁଛନ୍ତି।ଏମାନଙ୍କ ରିଲେସନଶିପକୁ ନେଇ ପ୍ରଥମ ଥର ଖବର ଆସିଛି। ତେବେ ସିଙ୍ଗର ଏପି ଯେତେବେଳେ ନିଜ ଗୀତ ‘ଟୁ ଷ୍ଟୋରିଜ’ରେ ଖୁସିଙ୍କ କଥା ଉଠାଇଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ନା ଖୁସି ନା ଏପି କେହି ଏହାକୁ ନେଇ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories