Bollywood News / ଲୁଙ୍ଗି ପିନ୍ଧି ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ସହ ହେଲେ ରୋମାଣ୍ଟିକ....ଭାଇରାଲ ହେଉଛି ଭିଡିଓ
·5 months ago·2 min read

Key Points
ପବନଙ୍କ ଧମାକେଦାର ଡ୍ୟାନ୍ସକୁ ଗୀତ ମଧ୍ୟ ଜବରଦସ୍ତ ହୋଇଛି। ନୀଲମ ଏବଂ ପବନଙ୍କ ସିଜଲିଙ୍ଗ କେମେଷ୍ଟ୍ରିରେ ଫ୍ୟାନ୍ସ ହୃଦୟ ହାରିଛନ୍ତି। ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖନେ ଲାୟକ ହୈ।
ଭୋଜପୁରୀ ଫେମସ ଅଭିନେତ୍ରୀ ତଥା ବିଗବସ୍ ୧୯ ଫେମ ନୀଲମ ଗିରି ପାଓ୍ବାର ଷ୍ଟାର ପବନ ସିଂଙ୍କ ସହ ଏକ ନୂଆ ଅବତାରରେ ନଜର ଆସିଛନ୍ତି। ନୀଲମ ତାଙ୍କ ଇନଷ୍ଟାଗ୍ରାମରେ ଏକ ରିଲ ସେୟାର କରିଛନ୍ତି। ନୀଲମଙ୍କ ଏହି ଭିଡିଓରେ ତାଙ୍କର ରିଲିଜ ହୋଇଥିବା ନୂଆ ଭୋଜପୁରୀ ସଙ୍ଗ୍ "ମାର୍ ଦିହୀ ପାଲା"ରେ ଠୁମକା ଲଗାଉଥିବାର ଦେଖାଯାଇଛନ୍ତି।
ଏହି ଗୀତରେ ଦୁଇଜଣଙ୍କ କେମେଷ୍ଟ୍ରି ଜବରଦସ୍ତ ହୋଇଛି। ସବୁଥର ପରି ଏହି ଗୀତରେ ମଧ୍ୟ ପବନ ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କୋରି ନାହାନ୍ତି। ଦର୍ଶକ ମାନଙ୍କ ପାଇଁ ଆଉ ଗୋଟେ ଜମାଣିଆ ଡ୍ୟାନ୍ସ ଭିଡିଓ ଭେଟି ଦେଇଛନ୍ତି।
ପବନଙ୍କ ଧମାକେଦାର ଡ୍ୟାନ୍ସକୁ ଗୀତ ମଧ୍ୟ ଜବରଦସ୍ତ ହୋଇଛି। ନୀଲମ ଏବଂ ପବନଙ୍କ ସିଜଲିଙ୍ଗ କେମେଷ୍ଟ୍ରିରେ ଫ୍ୟାନ୍ସ ହୃଦୟ ହାରିଛନ୍ତି। ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖନେ ଲାୟକ ହୈ। ସବୁଠୁ ଇଣ୍ଟେରେଷ୍ଟିଂ କଥା ହେଉଛି ଭିଡିଓରେ ପବନ ଲୁଙ୍ଗି ଏବଂ ବାନିୟାନ ପିନ୍ଧି ଡ୍ୟାନ୍ସ କରୁଛନ୍ତି। କାନ୍ଧରେ ଗାମୁଛା ବି ପକାଇଛନ୍ତି। ଅନ୍ୟପଟେ ନୀଲମ ଶାଢ଼ୀରେ ଗଜବ ଦିଶୁଛନ୍ତି। ଏବେ ପବନଙ୍କ ସଂ ନୀଲମଙ୍କ ହଟ ପର୍ଫମାନ୍ସ ପୁରା ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ତେବେ ଭୋଜପୁରୀ ଫେମସ ଅଭିନେତା ପବନ ସିଂଙ୍କ ସହ ସ୍କ୍ରିନ ଶେୟାର କରିବାକୁ ସମୁ ଅଭିନେତ୍ରୀ ଚାହିଁଥାନ୍ତି। ଆଉ ନୀଲମ ବି ଏହି ପର୍ଫମାନ୍ସରେ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି। ଦର୍ଶକ ମଧ୍ୟ ଏହି ଗୀତକୁ ଖୁବ ଏଞ୍ଜୟ କରୁଛନ୍ତି।
ଏହାସହ ପଢ଼ନ୍ତୁ: ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗ ଉପରେ ମୁହଁ ଖୋଲିଲେ...
ବଲିଉଡର ମୋଷ୍ଟ ଚର୍ଚ୍ଚିତ କପଲ ପତ୍ନୀ ସୁନିତା ଆହୁଜା ତାଙ୍କ ବିବାଦୀୟ ବୟାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କ ଉପରେ ବାରମ୍ବାର ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଏଥର, ବଲିଉଡ ସୁପରଷ୍ଟାର ଗୋବିନ୍ଦା ସମସ୍ତ ଅଭିଯୋଗର ଖୋଲାଖୋଲି ଜବାବ ଦେଇଛନ୍ତି।
ଗୋବିନ୍ଦା ତାଙ୍କ ନୀରବତା ଭାଙ୍ଗିଛନ୍ତି
ଗୋବିନ୍ଦା କହିଛନ୍ତି, "ମୁଁ ବର୍ତ୍ତମାନ ଅନୁଭବ କରିଛି ଯେ ଯେତେବେଳେ ଆମେ ନୀରବ ରହୁ, ଆମେ ଅନ୍ୟମାନଙ୍କ ନିକଟରେ ଦୁର୍ବଳ ଦେଖାଯାଉ କିମ୍ବା ଅନେକ ଲୋକ ଭାବନ୍ତି ଯେ ଆମେ ସବୁଠାରୁ ବଡ଼ ସମସ୍ୟା। ସେଥିପାଇଁ ମୁଁ ଆଜି ଏସବୁର ଜବାବ ଦେଉଛି। ମୋ ପରିବାରର ସଦସ୍ୟମାନେ ଅଜାଣତରେ ଏସବୁରେ ଜଡିତ ହୋଇପାରନ୍ତି। ଆଗକୁ ମୋ ପରିବାର ପ୍ରତି ଏକ ବଡ଼ ସମସ୍ୟା ଆସିପାରେ। ସେମାନେ ଜାଣି ପାରୁ ନାହାନ୍ତି ଯେ, ସେମାନଙ୍କୁ ଏକ ବଡ଼ ଷଡ଼ଯନ୍ତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବହାର କରାଯାଉଛି।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories