Mahesh Babu / ଆସୁଛି ରାମାୟଣର ନୂଆ ଅଧ୍ୟାୟ, ମହେଶ ହେବେ ରାମ...
·7 months ago·2 min read

Key Points
ଭଗବାନ ରାମଙ୍କ ଭୂମିକାରେ ମହେଶ ବାବୁ!
ଆସୁଛି ରାମାୟଣର ନୂଆ ଅଧ୍ୟାୟ…
ଆସୁଛି ରାମାୟଣର ନୂଆ ଅଧ୍ୟାୟ…
ସାମ୍ନାକୁ ଆସିଲା ବଡ଼ ଖବର। ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ ସାଉଥ ସୁପରଷ୍ଟାର ମହେଶ ବାବୁ। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦର୍ଶକମାନେ ଏକ ଅପୂର୍ବ, ଭବ୍ୟ ଏବଂ ଆଧ୍ୟାତ୍ମିକ ସିନେମା ଅନୁଭବ ପାଇବେ ବୋଲି ଆଶା କରାଯାଉଛି। ଭାରତୀୟ ସିନେମାର ସବୁଠାରୁ ଖ୍ୟାତନାମା ନିର୍ଦ୍ଦେଶକ SS ରାଜାମୌଲିଙ୍କ ଆସନ୍ତା ଏକ୍ସନ୍–ଫ୍ୟାଣ୍ଟାସି ଫିଲ୍ମ ‘ବାରାଣାସୀ’ ଘୋଷଣା ହେବା ଦିନଠାରୁ ଦର୍ଶକଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳୁଛି। ଏହି ଫିଲ୍ମରେ ସୁପରଷ୍ଟାର ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ୍ ମୁଖ୍ୟ ଭୂମିକାରେ ନଜର ଆସିବେ। MAX ଫର୍ମାଟ୍ରେ ଶୁଟ୍ କରାଯାଇଛି ।
ଖବର ଅନୁସାରେ, ଏହା ଦେଶର ସବୁଠାରୁ ମହଙ୍ଗା ଫିଲ୍ମ, ଯାହାର ବଜେଟ୍ 1000 ରୁ 1300 କୋଟି ଟଙ୍କା ପର୍ଯ୍ୟନ୍ତ। ଗ୍ରାଣ୍ଡ ଟିଜର୍ ରିଲିଜ୍ ପରେ ଫିଲ୍ମର ଭିଜୁଆଲ୍ସ, ସ୍କେଲ୍ ଏବଂ କାହାଣୀକୁ ନେଇ ଆଶା ଅଧିକ ବଢ଼ିଯାଇଛି। ‘ବାରାଣାସୀ’ 7 ଏପ୍ରିଲ୍ 2027 ରେ ଥିଏଟରରେ ମୁକ୍ତି ଲାଭ କରିବ। ରାଜାମୌଲି କହିଛନ୍ତି ଯେ, ଫିଲ୍ମର ମୂଳ କେନ୍ଦ୍ରବିନ୍ଦୁ ହେଉଛି ବାପ ଓ ପୁଅଙ୍କ ସମ୍ପର୍କ, ଯାହା ଭଗବାନ ରାମ ଓ ଦଶରଥଙ୍କ ସମ୍ପର୍କରୁ ପ୍ରେରିତ। ଦର୍ଶକଙ୍କୁ ସମ୍ପୂର୍ଣ୍ଣ ରାମାୟଣ ଜାଣିବା ଦରକାର ନାହିଁ, କେବଳ ଚରିତ୍ରମାନଙ୍କ ଭାବନାକୁ ଅନୁଭବ କରିଲେ ହେଲା। ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ମନ୍ଦାକିନୀ ନାମକ ଏକ ରହସ୍ୟମୟ ଓ ଭୟଙ୍କର ଚୋରର ଭୂମିକାରେ ନଜର ଆସିବେ। ଯେଉଁଠାରେ ପୃଥ୍ୱୀରାଜ ସୁକୁମାରନ୍ କୁମ୍ଭା ନାମକ ମୁଖ୍ୟ ଖଲନାୟକ ଭୂମିକାରେ ଦେଖାଯିବେ।
ସମ୍ପ୍ରତି ମହେଶ ବାବୁ ନିଜ ଚରିତ୍ରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଫିଲ୍ମଟି ଭାରତୀୟ ମହାକାବ୍ୟ ରାମାୟଣର ଏକ ଅଧ୍ୟାୟରୁ ପ୍ରେରିତ ଏବଂ ତାଙ୍କର ଚରିତ୍ର ‘ରୁଦ୍ର’ ଫିଲ୍ମର ଏକ ଅଂଶରେ ଭଗବାନ ରାମଙ୍କ ଭୂମିକା ପ୍ରଦର୍ଶନ କରିବ। ଏହି ଭୂମିକା ପାଇଁ ମହେଶ ବାବୁଙ୍କୁ ବିଶେଷ ପୋସ୍ଚର୍ ଓ ଶାରୀରିକ ଟ୍ରେନିଂ ନେବାକୁ ପଡ଼ିଥିଲା। ସେ କହିଛନ୍ତି ଯେ, ଆଧୁନିକ ଚରିତ୍ର ପରି ଚାଲିବା–ଠିଆ ହେବା ଏଠାରେ ସମ୍ଭବ ନୁହେଁ। ଏଥିପାଇଁ ରାଜାମୌଲି ତାଙ୍କୁ ୟୁରୋପିୟ ମୂର୍ତ୍ତିମାନଙ୍କ ଫଟୋ ଦେଇଥିଲେ, ଯାହାକୁ ସେ ଦୈନିକ ଅଭ୍ୟାସ କରୁଥିଲେ।
ଏଥିସହ ପଢ଼ନ୍ତୁ: ଆଜି ଏତିକି ବଢ଼ିଛି ସୁନା ଓ ରୁପା ଦର, ଆଗକୁ ପୁଣି ବଢ଼ିବ ନା କମିବ ଜାଣନ୍ତୁ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହେଶ ବାବୁ ଏହି ଫିଲ୍ମ ପାଇଁ କେରଳର ପ୍ରାଚୀନ ମାର୍ଶାଲ୍ ଆର୍ଟ ‘କଳାରିପୟଟୁ’ ରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ଭଗବାନ ରାମଙ୍କ ଭଳି ଚାଲିବା, ଦୌଡ଼ିବା ଏବଂ ଏକ୍ସନ୍ କରିବା ପାଇଁ ସେ ଛଅ ମାସ ଧରି କଠିନ ଟ୍ରେନିଂ କରିଥିଲେ। ଯଦିଓ ଫାଇନାଲ୍ କଟ୍ରେ କେବଳ ଦୁଇଟି ସଟ୍ ରହିଛି, ତଥାପି ଏହି ଅନୁଭବ ତାଙ୍କର ଚାଲିବା ଓ ଠିଆ ହେବା ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories