Malaika Arora / ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ମଲାଇକା, ଜାଣନ୍ତୁ କାହାର ସାଜିବେ ବଧୂ...
·8 months ago·2 min read

Key Points
ଅରବାଜ୍ ଖାନଙ୍କ ଠାରୁ ବିବାହ ବିଚ୍ଛେଦ ପରେ ପୁଣି ବିବାହ କରିବେ ମଲାଇକା
ଅଭିନେତ୍ରୀ କହିଲେ, କମ୍ ବୟସରୁ ବିବାହ କରନ୍ତୁ ନାହିଁ

ଦ୍ୱିତୀୟ ବିବାହ କରିବେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି। ସେ ପୁଣି ୫୨ ବର୍ଷରେ। ମଲାଇକା ମାତ୍ର ୨୫ ବର୍ଷ ବୟସରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। କିନ୍ତୁ, ଏହି ଦମ୍ପତି ଏବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଦୁହିଁଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ଏହାସହ ଅରବାଜ ଦ୍ୱିତୀୟ ବିବାହ କରିସାରିଛନ୍ତି। ତେବେ ଅରବାର ନିଜ ଜୀବନରେ ଆଗକୁ ବଢ଼ିଥିବାବେଳେ ବର୍ତ୍ତମାନ ମଲାଇକା ମଧ୍ୟ ସେପରି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି।୫୨ ବର୍ଷିୟ ଏହି ଅଭିନେତ୍ରୀ ସବୁବେଳେ ତାଙ୍କ ଗ୍ଲାମରସ୍ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ମଲାଇକା ମହିଳାମାନଙ୍କୁ କମ୍ ବୟସରେ ବିବାହ ନ କରିବାକୁ ଅନୁରୋଧ କରିଥିଲେ।
ମଲାଇକା ଆରୋରା ଏବଂ ଅରବାଜ ଖାନ ୧୯୯୮ ମସିହାରେ ବିବାହ କରିଥିଲେ। କିନ୍ତୁ ସମୟ ସହିତ ସେମାନଙ୍କ ମଧ୍ୟରେ ମତଭେଦ ବଢିଥିଲା, ଯାହା ଫଳରେ ୨୦୧୭ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ତଥାପି, ସେମାନେ ମିଳିତ ଭାବରେ ସେମାନଙ୍କ ପୁଅ ଅରହାନକୁ ପାଳନ କରୁଛନ୍ତି। ମଲାଇକା ଏହାପରେ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିଲେ। କିନ୍ତୁ ଏହା ମଧ୍ୟ ବେଶି ଦିନ ତିଷ୍ଠି ପାରିନଥିଲା। ବର୍ତ୍ତମାନ ମଲାଇକା ହର୍ଷ ମେହେତାଙ୍କୁ ଡେଟ୍ କରୁଥିବାର ଖବର ଶୁଣିବାକୁ ମିଳୁଛି। କହି ରଖୁଛୁ ଯେ, ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମଲାଇକା ଆରୋରା ବିବାହ ଉପରେ ନିଜର ମତ ପ୍ରକାଶ କରିଥିଲେ । ଅଭିନେତ୍ରୀ କହିଥିଲେ ଯେ, ବିବାହ କରିବା ପୂର୍ବରୁ ମହିଳାମାନଙ୍କୁ ଜୀବନର ଅଭିଜ୍ଞତା ହାସଲ କରିବା ଉଚିତ। ସେ କମ୍ ବୟସରେ ବିବାହ କରିବା ଏକ ଭୁଲ ବୋଲି କହିଥିଲେ ଏବଂ ଅନ୍ୟମାନଙ୍କୁ ସମାନ ଭୁଲ ନ କରିବାକୁ ନିବେଦନ କରିଥିଲେ।
ମଲାଇକା ଏହା ମଧ୍ୟ କହିଛନ୍ତି ଯେ, ମୁଁ ଏବେ ବି ମୋ ଜୀବନକୁ ଭଲ ପାଏ। ମୁଁ ପ୍ରେମର ଧାରଣାକୁ ଭଲ ପାଏ। ମୁଁ ପ୍ରେମ ଗ୍ରହଣ କରିବା ଏବଂ ବାଣ୍ଟିବାକୁ ଭଲ ପାଏ। ମୁଁ ଏପରି ସ୍ଥିତିରେ ରହିବାକୁ ଭଲ ପାଏ ଯେଉଁଠାରେ ମୁଁ ଏକ ସୁନ୍ଦର ସମ୍ପର୍କକୁ ପୋଷଣ କରିପାରିବି। ତେଣୁ, ମୁଁ ଏହା ପାଇଁ ସମ୍ପୂର୍ଣ୍ଣ ଖୋଲା। କିନ୍ତୁ ସେହି ସମୟରେ, ମୁଁ ବିବାହ ପାଇଁ ଖୋଜୁନାହିଁ। ଯଦି ନିକଟ ଭବିଷ୍ୟତରେ ବିବାହ ପ୍ରସ୍ତୁତି ହୁଏ, ତେବେ ମୁଁ ଏହାକୁ ଗ୍ରହଣ କରିବି।”ମଲାଇକା କହିଥିଲେ, “ଦୟାକରି ଏତେ କମ ବୟସରେ ବିବାହ କରିବାର ଭୁଲ କରନ୍ତୁ ନାହିଁ।
ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା ଜାଲିଆତି: ପୋଖରୀ, ଖେଳ ପଡ଼ିଆ ଦେଖାଇ ପଞ୍ଜୀକରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଲାଇକା ଅରବାଜ ଖାନଙ୍କ ଠାରୁ ତାଙ୍କ ବିଚ୍ଛେଦ ବିଷୟରେ ମଧ୍ୟ ଖୋଲାଖୋଲି କହିଥିଲେ, ଯାହାଙ୍କ ସହିତ ତାଙ୍କର ଏକ ପୁଅ ଅଛି। ସେ କହିଥିଲେ, “ମୁଁ ବିବାହରେ ବିଶ୍ୱାସ କରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ମୋ ପାଇଁ ଉଦ୍ଦିଷ୍ଟ। ଯଦି ଏହା ହୁଏ, ତେବେ ଏହା ବହୁତ ଭଲ। କିନ୍ତୁ ମୁଁ ଏହାକୁ ଖୋଜୁନାହିଁ। ମୁଁ ବହୁତ ସନ୍ତୁଷ୍ଟ। ମୁଁ ବିବାହିତ ଥିଲି, ତା’ପରେ ମୁଁ ଆଗକୁ ବଢିଲି। ମୁଁ ଅନେକ ସମ୍ପର୍କରେ ଅଛି, କିନ୍ତୁ ମୁଁ ବିରକ୍ତ ନୁହେଁ। କିନ୍ତୁ ନିଜ ଦ୍ୱିତୀୟ ବିବାହକୁ ନେଇ ସେପରି କିଛି କହିନଥିବାବେଳେ ଅଧିକ ରିଲେସନସିପ୍ରେ ସେ ଖୁସି ଥିବା ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories