Mehreen Pirzada Marriage / ଲୁଚିଛପି ବିବାହ କଲେ ସାଉଥ୍ ଅଭିନେତ୍ରୀ, ସ୍ୱାମୀଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ଫଟୋ
·4 months ago·2 min read

Key Points
ବିବାହ କଲେ ଅଭିନେତ୍ରୀ ମେହରିନ ପିରଜାଦା
ସ୍ୱାମୀଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ଫଟୋ
ଲୁଚିଛପି ବିବାହ କଲେ ବୋଲି ଚର୍ଚ୍ଚା ଜୋର ଧରିଛି
ସ୍ୱାମୀଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ଫଟୋ
ଲୁଚିଛପି ବିବାହ କଲେ ବୋଲି ଚର୍ଚ୍ଚା ଜୋର ଧରିଛି
ଶେଷରେ ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ମେହରିନ ପିରଜାଦା। ତାଙ୍କୁ ବର୍ତ୍ତମାନ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। କିନ୍ତୁ ଫ୍ୟାନ୍ସମାନେ ଏଖବର ପରେ ପୁରା ଆଶ୍ଚର୍ଯ୍ୟ ହୋଇଗଲେଣି। କାହାକୁ ବିବାହ କଲେ ଅଭିନେତ୍ରୀ, ଲୁଚିଛପି ବିବାହ କଲେ ଅଭିନେତ୍ରୀ କାହିଁକି ବୋଲି ସବୁଠି ପ୍ରଶ୍ନ। ସାଉଥ୍ ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ୍ ଫିଲ୍ମ ପର୍ଯ୍ୟନ୍ତ, ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ମେହରିନ ପିରଜାଦା ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଭିନେତ୍ରୀ ନିଜେ ନିଜ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଏଥିସହ ପଢ଼ନ୍ତୁ: ସେଲିବ୍ରେଟି କଳି: ସଲମାନ ହେବେ ହିରୋ ବିବେକ ଭିଲେନ୍ କାହିଁକି ?
ଏହାରି ଭିତରେ ବିବାହକୁ ନେଇ ଏତେ ଚର୍ଚ୍ଚା କିନ୍ତୁ ମେହରିନଙ୍କ ସ୍ୱାମୀଙ୍କ ବିଷୟରେ କିଛି ସୂଚନା ଉପଲବ୍ଧ ନାବିଁ। ବିବାହ ପୂର୍ବରୁ ନିଜ ରିଲେସନସିପକୁ ଖୁବ୍ ସିକ୍ରେଟ ରଖିଥିଲେ ମେହରିନ୍।ଏହି ବିବାହ ଫଟୋଗୁଡ଼ିକ ସେଆର ହେବା ମାତ୍ରେ, ସୋସିଆଲମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ସେଲିବ୍ରିଟିମାନେ ନୂଆ ଜୀବନ ଆରମ୍ଭ ନେଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ମେହରିନ ଏବଂ ଆର୍ଶ କ୍ୟାମେରା ସାମ୍ନାରେ ଅନେକ ରୋମାଣ୍ଟିକ ପୋଜ୍ ଦେଇଥିଲେ। ଯେଉଁଥିରେ, ଆର୍ଶ ତାଙ୍କ କନ୍ୟା ମେହରିନଙ୍କୁ ସ୍ନେହରେ ଚୁମ୍ବନ ଦେଉଥିବାର ବି ଦେଖିବାକୁ ମିଳୁଛି। ଏମିତି ରୋମାଣ୍ଟିକ୍ ବିବାହର ଫଟୋ ସେୟାର କରିବା ସମୟରେ, ମେହରିନ ର କ୍ୟାପସନରେ "26.04.26" ଲେଖିଛନ୍ତି ଏବଂ #ArshDiMehr ହ୍ୟାସଟ୍ୟାଗ୍ ମଧ୍ୟ ଦେଇଛନ୍ତି।
.କାହାକୁ ବିବାହ କରିଛନ୍ତି ମେହରିନ୍ :

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେହରିନ ପିରଜାଦା ଆର୍ଶ ଔଲଖଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହିମାଚଳ ପ୍ରଦେଶରେ ଉଭୟ ପୂରା ବ୍ୟକ୍ତିଗତ ବିବାହ କରିଛନ୍ତି। ଯେଉଁଠି କେବଳ ପରିବାର ଓ କିଛି ସଂପର୍କୀୟ ସାମିଲ୍ ହୋଇଥିଲେ। ମେହରିନ ପିରଜାଦା ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ, ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଖାସ୍ ଦିନରେ, ମେହରିନ ଏକ ସୁନ୍ଦର ଗୋଲାପୀ ଲେହେଙ୍ଗା ପିନ୍ଧିଥିଲେ। ତା ସହ ଭାରି ଓ ମ୍ୟାଚିଂ ଜ୍ୱେଲରୀ ସହ ନିଜ ଲୁକ୍ କୁ କମ୍ପ୍ଲିଟ୍ କରିଥିଲେ। ଆର୍ଶ ଔଲଖ ମଧ୍ୟ ମ୍ୟାଚ୍ କରି ଗୋଲାପୀ ଶେରୱାନି ପିନ୍ଧି ତାଙ୍କ ଲୁକକୁ ପରିପୂର୍ଣ୍ଣ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories