Bollywood News / ବଲିଉଡରେ ଲାଗିଛି କାହାର ନଜର, ଅଲଗା ହେବେ ମୌନି ଏବଂ ସୂରଜ !
·4 months ago·2 min read

Key Points
ସ୍ୱାମୀଙ୍କ ଠାରୁ ଅଲଗା ହେବେ ମୌନୀ
ପରସ୍ପରକୁ କଲେ ଅନଫଲୋ
ପରସ୍ପରକୁ କଲେ ଅନଫଲୋ
ବଲିଉଡରୁ ଆସିଲା ପୁଣି ଏକ ବଡ଼ ଖବର। ଅଲଗା ହେବାକୁ ଯାଉଛନ୍ତି ଆଉ ଦୁଇ ଯୋଡି। କୁହାଯାଉଛି ଯେ, ଅଭିନେତ୍ରୀ ମୌନୀ ରୟ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। ଏଖବର ପରେ ସବୁଠି ଚର୍ଚ୍ଚା ଜୋର ଧରିଛି। ବୋଧେ ବଲିଉଡରେ କାହାର ନଜର ଲାଗିଛି। ଯାହାକୁ ଦେଖିବ ସେ, ବିବାହ କରୁଛନ୍ତି ଆଉ ପୁଣି କିଛି ଦିନ ପରେ ଅଳଗା ହେଉଛନ୍ତି। ଗ୍ଲାମର ଇଣ୍ଡଷ୍ଟ୍ରିରେ ବ୍ରେକଅପ ଓ ଡିଭୋର୍ସ ସାଧାରଣ କଥା ହୋଇଗଲାଣି।ମୌନି ରୟ ଏବଂ ସୂରଜ ନାମ୍ବିଆର ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଯାହା ଫଳରେ ସେମାନଙ୍କ ଛାଡପତ୍ରର ଗୁଜବ ଭାଇରାଲ ହେଉଛି।
ଏହି ଦମ୍ପତି ଜାନୁଆରୀ ୨୦୨୨ ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ବିବାହ ଭାଙ୍ଗିବା ଗୁଜବର ଖବର ଘୁରି ବୁଲୁଛି। ଏଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମୌନି ଏବଂ ସୂରଜ ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରସ୍ପରକୁ ଫଲୋ କରିବା ବନ୍ଦ କରିଦେଇଛନ୍ତି। ଯାହା ଦ୍ୱାରା ପ୍ରଶଂସକମାନଙ୍କ ମଧ୍ୟରେ ସମ୍ଭାବ୍ୟ ବିଚ୍ଛେଦ କିମ୍ବା ଛାଡପତ୍ର ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସୂରଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ମୌନିଙ୍କ ବିବାହ ଫଟୋ ଡିଲିଟ୍ କରିଦେଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୌନି କିମ୍ବା ସୂରଜ ଏହି ଗୁଜବ ସମ୍ପର୍କରେ କୌଣସି ବୟାନ ଦେଇନାହାଁନ୍ତି।
ଏଥିସହ ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ଅଭିନେତା ଓ ସିନେମାଟୋଗ୍ରାଫରଙ୍କ ଜୀବନ
ମୌନି ରୟ ଏବଂ ସୂରଜ ନାମ୍ବିଆର ୨୭ ଜାନୁଆରୀ ୨୦୨୨ରେ ଗୋଆରେ ବିବାହ କରିଥିଲେ। ବିବାହ ରୀତିନୀତି ମାଲୟାଲୀ ଏବଂ ବଙ୍ଗାଳୀ ଉଭୟ ପରମ୍ପରା ଅନୁସାରେ ହୋଇଥିଲା।ସେମାନଙ୍କ ବିବାହ ଉତ୍ସବ ମାଲାୟଲି ଏବଂ ବଙ୍ଗାଳୀ ଉଭୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ଛାଡପତ୍ର କଳ୍ପନାଜଳ୍ପନା ଉପରେ ପ୍ରଶଂସକଙ୍କ ପ୍ରତିକ୍ରିୟା:
ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ଜଣାଶୁଣା ଅଭିନେତ୍ରୀ ମୌନି ଅନଲାଇନରେ ସୂରଜଙ୍କ ସହ ଛୁଟିଦିନର ଫଟୋ ଏବଂ ମୁହୂର୍ତ୍ତଗୁଡ଼ିକୁ ପ୍ରାୟତଃ ସେୟାର କରୁଥିଲେ। କିନ୍ତୁ, ଗତ କିଛି ଦିନ ହେବ ପ୍ରଶଂସକମାନେ ଲକ୍ଷ୍ୟ କରିଛନ୍ତି ଯେ ଏହି ଦମ୍ପତି ଏକାଠି ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ବନ୍ଦ କରିଦେଇଛନ୍ତି। ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବାର ରିପୋର୍ଟ ସେମାନଙ୍କ ସମ୍ପର୍କରେ କିଛି ଠିକ ଚାଲିନାହିଁ ବୋଲି ପ୍ରଶ୍ନ ଉଠୁଛି ।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଅନେକ ଚିନ୍ତା ପ୍ରକାଶ କରିଛନ୍ତି । ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, "ଆଶା କରୁଛି ଯେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି," ଯେତେବେଳେ ଅନ୍ୟ ଜଣେ ଲେଖିଛନ୍ତି, "ହୁଏତ ସେମାନେ କେବଳ ଗୋପନୀୟତା ଚାହାଁନ୍ତି।" ଅନେକ ପ୍ରଶଂସକ ଅନ୍ୟମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ ଯେପର୍ଯ୍ୟନ୍ତ ଦମ୍ପତି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ସେପର୍ଯ୍ୟନ୍ତ କଳ୍ପନାଜଳ୍ପନାରୁ ଦୂରେଇ ରୁହନ୍ତୁ।''
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories