Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାହ କଲେ ଓଲିଉଡ ନାୟିକା ଏଲିନା ସାମନ୍ତରାୟ

Banajyotshna Ray
Browse all articles by Banajyotshna Ray
·1 year ago
ବିବାହ କଲେ ଓଲିଉଡ ନାୟିକା ଏଲିନା ସାମନ୍ତରାୟ

ଅର୍ଗସ ବ୍ୟୁରୋ:  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନାୟିକା ଏଲିନା । ଓଲିଉଡର ଆଗ ଧାଡିର ନାୟିକା ଏଲିନା ସାମନ୍ତରାୟ ହାତରୁ ଦି ହାତ ହୋଇଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପାରିକ ରୀତିରେ ବିବାହ କରିଛନ୍ତି । ସେ ପୁଣି ଇଣ୍ଡୋନେସିଆ ବାର୍ଲିରେ ବୋଲି ସୂଚନା ମିଳିଛି । ଏଲିନା ବାହାଘରର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅପଲୋଡ କରିଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odia Actress Elina Samantray Marriage | Argus News