Indian Idol 16 Winner / ଓଡ଼ିଆ ଝିଅର ବଡ଼ ବିଜୟ, ଇଣ୍ଡିଆନ୍ ଆଇଡଲ୍ ଜିତିଲେ ଜ୍ୟୋତିର୍ମୟୀ
·1 hour ago

Key Points
ଦେଶର ନମ୍ବର-୧ ଗାୟିକା ହେଲେ ଜ୍ୟୋତିର୍ମୟୀ
ଜ୍ୟୋତିର୍ମୟୀଙ୍କ ନାଁରେ ଇଣ୍ଡିଆନ୍ ଆଇଡଲ୍-୧୬ ଟ୍ରଫି
ଜ୍ୟୋତିର୍ମୟୀଙ୍କ ନାଁରେ ଇଣ୍ଡିଆନ୍ ଆଇଡଲ୍-୧୬ ଟ୍ରଫି
ମୁମ୍ବାଇ: ସାରା ଦେଶର ହୃଦୟ ଜିତିଲା ଓଡ଼ିଆ ଝିଅର ସ୍ୱର । ଜ୍ୟୋତିର୍ମୟୀଙ୍କ ଜାଦୁଭରା କଣ୍ଠରେ ଫିଦା ହେଲା ଭାରତ । ମିଳିଲା ବିଜୟ ମୁକୁଟ । ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଟାଇଟଲ୍ ଜିତିଲେ ଜ୍ୟୋତିର୍ମୟୀ । ଓଡ଼ିଆ ସ୍ୱରର ହେଲା ମହାବିଜୟ । ଦେଶର ନମ୍ବର-୧ ଗାୟିକା ହେଲେ ଜ୍ୟୋତିର୍ମୟୀ । ଜ୍ୟୋତିର୍ମୟୀଙ୍କ ନାଁରେ ଇଣ୍ଡିଆନ୍ ଆଇଡଲ୍-୧୬ ଟ୍ରଫି ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ପାଲଟିଲେ ଦେଶର ଗର୍ବ । ଏହାପୂର୍ବରୁ ଇଣ୍ଡିଆନ୍ ଆଇଡଲ୍ ଜୁନିୟର ଜିତିଥିଲେ ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ । ଏବେ ଇଣ୍ଡିଆନ୍ ଆଇଡଲ୍ - ୧୬ ସିଜିନ୍ ବିଜେତା ହେଲେ ଜ୍ୟୋତିର୍ମୟୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories