Videos
|
Entertainment

‘ପରମ ସୁନ୍ଦରୀ’ କିଣିନେଲା ଫ୍ୟାନ୍ସଙ୍କ ଦୃଦୟ...

Rashmita Mishra
Browse all articles by Rashmita Mishra
·1 year ago·1 min read
‘ପରମ ସୁନ୍ଦରୀ’ କିଣିନେଲା ଫ୍ୟାନ୍ସଙ୍କ ଦୃଦୟ...

Key Points

ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ପରମ ସୁନ୍ଦରୀ’ । ୨୯ ଅଗଷ୍ଟରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଯାହା ଫ୍ୟାନ୍ସଙ୍କ ଦୃଦୟକୁ ବେଶ୍ ଛୁଇଁଛି ।


https://argusnewdashboard.s3.ap-south-1.amazonaws.com/assets/46a54ec2-8db0-4f28-a664-cfc30afacd45.jpgଫିଲ୍ମ ‘ପରମ ସୁନ୍ଦରୀ’ ଏକ ପ୍ରେମ କାହାଣୀ ଯାହା ବଲିଉଡର ଅନ୍ୟ ଫିଲ୍ମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ କୌଣସି ଦମଦାର ଡ୍ରାମା ନାହିଁ କିମ୍ବା ଇମୋସନାଲର ମାତ୍ରା ଅଧିକ ନାହିଁ। ଏହା ଏକ ସରଳ କିନ୍ତୁ ହୃଦୟସ୍ପର୍ଶୀ କାହାଣୀ। ଏହାକୁ ଦେଖିବା ପରେ ଆପଣ ବହୁତ ହସିବେ।

https://argusnewdashboard.s3.ap-south-1.amazonaws.com/assets/f5fcf07c-a869-462b-8657-1d457c9d2f6e.jpgଫିଲ୍ମଟି ପ୍ରଥମ ଦିନରୁ ବ୍ଲକବଷ୍ଟର ନଥିଲା, କିନ୍ତୁ ଭଲ ଥିଲା। ଦ୍ୱିତୀୟ ଦିନରେ ଏହାର ଆୟ ବଢିଥିବା ଦେଖାଯାଇଛି। ପ୍ରଥମ ଦିନରେ ଫିଲ୍ମଟି ୭.୨୫ କୋଟି ଟଙ୍କା ଆୟ କରିଥିଲା, ଯାହା ସିଦ୍ଧାର୍ଥଙ୍କ କ୍ୟାରିୟରରେ ପଞ୍ଚମ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି।

https://argusnewdashboard.s3.ap-south-1.amazonaws.com/assets/d93dc978-72cb-41c5-8a64-e590d9a72444.jpgପ୍ରଥମ ଦିନରେ ଫିଲ୍ମଟି ୭.୨୫ କୋଟି, ଦ୍ୱିତୀୟ ଦିନରେ ୯.୨୨ କୋଟି ଟଙ୍କାରେ ପହଞ୍ଚିଥିଲା। ଏହି ଦୁଇ ଦିନରେ ଭାରତରେ ଫିଲ୍ମର ମୋଟ ଆୟ ୧୬.୪୭ କୋଟି ଟଙ୍କା ହୋଇଛି। ତୃତୀୟ ଦିନରେ ୧୦ କୋଟି ଟଙ୍କ କଲେକ୍ସନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

https://argusnewdashboard.s3.ap-south-1.amazonaws.com/assets/15fe319d-e81f-49ae-9c5c-dedfde8e1a89.jpg

Param Sundari Wins the Hearts of Fans | Argus News | Argus News