Videos
|
Entertainment

ରେଡିଓ ଦୁନିଆର ଯାଦୁଗର ଅମୀନ ସୟାନୀଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ରେଡିଓ ଦୁନିଆର ଯାଦୁଗର ଅମୀନ ସୟାନୀଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ: ଚିରନିଦ୍ରାରେ ରେଡିଓ ଦୁନିଆର ସ୍ୱରର ଯାଦୁଗର ଅମୀନ ସୟାନୀ ।  91 ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ହେବାପରେ ଅମୀନଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ରେଡିଓ ଜଗତରେ ଅମୀନ ସାୟାନୀ ଏକ ଜଣାଶୁଣା ନା ।

ନିଜ ସ୍ୱରର ଯାଦୁରେ ସେ ଲୋକମାନଙ୍କୁ ବାନ୍ଧି ରଖିପାରିଥିଲେ । ମୁମ୍ବାଇର ଅଲ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବେ ଅମୀନ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।  ଅଲ୍ ଇଣ୍ଡିଆ ରେଡିଓକୁ ଭାରତରେ ଲୋକପ୍ରିୟ କରିବାରେ ସାୟାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: