Videos
|
Entertainment

ବଲିଉଡରେ ସହ ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ଓଡିଆ ପୁଅ ରାଜ କିଶୋର

Rashmita Mishra
Browse all articles by Rashmita Mishra
·1 year ago
ବଲିଉଡରେ ସହ ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ଓଡିଆ ପୁଅ ରାଜ କିଶୋର

ଅର୍ଗସ ବ୍ୟୁରୋ: ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ପୁଅ । ଫିଲ୍ମ `ଭୁଲ ଭୁଲେୟା-୩'ରେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଲେ । ସୋନପୁରର ରାଜ କିଶୋର ହୋତାଙ୍କୁ ନେଇ ଚର୍ଚ୍ଚା । ପୂର୍ବରୁ ଅନେକ ସୁପରହିଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କରିଥିଲେ କାମ । 

ଆଇ ଆମ କଲାମ, କୌନ କିତନେ ପାନି ମେ, ଡ୍ରିମ ଗାର୍ଲ-୨ ଭଳି ସିନେମାରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରିଛନ୍ତି । କେବଳ ସେତିକି ନୁହେଁ ଓଡ଼ିଶାର କାହାଣୀ ଦ ମାଉଣ୍ଟନ ହକି ସିନେମାର ପ୍ରଯୋଜନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ରାଜ କିଶୋର । ହେଲେ ଏବେ ନିଜ ଫିଲ୍ମ ଭୁଲଭୂଲେୟା-ଥ୍ରୀକୁ ନେଇ ଏବେ ବେଶ ଉତ୍ସାହିତ ଅଛନ୍ତି । ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଚି ତାଙ୍କ ସିନେମା ଭୁଲଭୂଲେୟା-ଥ୍ରୀ ।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raj Kishore, son of Odia, worked as a director in Bollywood | Argus News