Ram Charan / ରଶ୍ମିକା-ବିଜୟଙ୍କ ରିସେପସନ୍: କାହିଁକି ଖାଲି ପାଦରେ ଆସିଲେ ରାମଚରଣ, ଜାଣନ୍ତୁ ଏହା ପଛର କାରଣ ?
·6 months ago·2 min read

Key Points
ରଶ୍ମିକା-ବିଜୟଙ୍କ ରିସେପ୍ସନ
ଖାଲି ପାଦରେ ଆସିଲେ ରାମଚରଣ
ଜାଣନ୍ତୁ କଣ ରହିଛି ଏହା ପଛର କାରଣ ?
ଖାଲି ପାଦରେ ଆସିଲେ ରାମଚରଣ
ଜାଣନ୍ତୁ କଣ ରହିଛି ଏହା ପଛର କାରଣ ?
ଖାଲିପାଦରେ ବୁଲୁଛନ୍ତି ଅଭିନେତା। ଏହା ପ୍ରଥମ ଥର ନୁହେଁ, ଆମେ ଅନେକ ଥର ଦେଖିଛେ ଯେ, ସାଉଥ ଅଭିନେତା ରାମଚରଣ ଖାଲିପାଦରେ ବୁଲୁଥାନ୍ତି। ହେଲେ କାହିଁକି ? କଣ ରହିଛି ଏହା ପଛର କାରଣ ? ଏଥର ପୁଣି ଏକ ରିସେପସନ୍ ପାର୍ଟିରେ ଖାଲି ପାଦରେ ନଜର ଆସିଲେ ଆସିଲେ ଅଭିନେତା। ସାଉଥ୍ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ୪ ମାର୍ଚ୍ଚରେ ହାଇଦ୍ରାବାଦରେ ଏକ ଆକର୍ଷଣୀୟ ରିସେପ୍ସନର ଆୟୋଜନ କରିଥିଲେ। ଏହି ଗ୍ରାଣ୍ଡ ଇଭେଣ୍ଟରେ ଫିଲ୍ମ ଦୁନିଆର ଅନେକ ପ୍ରସିଦ୍ଧ କଳାକାରମାନେ ନିଜ ନିଜର ଉପସ୍ଥିତି ଦର୍ଶାଇବା ପାଇଁ ପହଞ୍ଚି ଥିଲେ। କିନ୍ତୁ ଏହି ସମସ୍ତଙ୍କ ମଧ୍ୟରେ ‘ଗ୍ଲୋବାଲ ଷ୍ଟାର’ ରାମ ଚରଣଙ୍କର ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଉଲ୍ଲେଖନୀୟ ଯେ, ବ୍ଲାକ୍ ଆଉଟଫିଟ୍ରେ ପହଞ୍ଚି ଥିବା ରାମ ଚରଣଙ୍କୁ ଖାଲି ପାଦରେ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ତାଙ୍କର ପତ୍ନୀ ଉପାସନାଙ୍କ ସହ ରିସେପ୍ସନରେ ମଧ୍ୟ ପହଞ୍ଚି ଥିଲେ।ହେଲେ ଏହା ପ୍ରଥମ ଥର ନୁହେଁ , ଯେବେ ଅଭିନେତାଙ୍କୁ ଏହିପରି ଖାଲି ପାଦରେ ଦେଖିବାକୁ ମିଳିଛି। ଗତ କିଛି ବର୍ଷରେ ଅନେକ ବଡ଼ ବଡ଼ ଆୟୋଜନରେ ଆକ୍ଟର ଏହିପରି ପହଞ୍ଚିଛନ୍ତି। ଏହି ଅବଧିରେ ଭକ୍ତ ଜୋତା କିମ୍ୱା ଚପଲ ତ୍ୟାଗ କରି ଦିଅନ୍ତି ଏବଂ ପ୍ରତି ସ୍ଥାନରେ ଖାଲି ପାଦରେ ଯାଆନ୍ତି । ଯେମିତି ରାମ ଚରଣଙ୍କୁ ରିସେପ୍ସନ ବେଳେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ସେ ଆମିଷ ଖାଆନ୍ତି ନାହିଁ କି ଦାଢି ଓ କେଶ କଟାନ୍ତି ନାହିଁ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ପ୍ରଥମ ଥର ପ୍ରାର୍ଥନା କଲେ ଟ୍ରମ୍ପ: କହିଲେ, ପ୍ରଭୁ ମତେ ଆଶୀର୍ବାଦ କର...
ଏମିତିକି ଓସ୍କାର ୨୦୨୩ ରେ ଭାଗ ନେବା ପୂର୍ବରୁ ମଧ୍ୟ ତାଙ୍କୁ ଏହି ଅବତାରରେ ଦେଖିବାକୁ ମିଳିଥିଲା। ସୂଚନାନୁସାରେ , ଅୟପ୍ପା ଦୀକ୍ଷା ଏକ ଅତ୍ୟନ୍ତ କଠିନ ଓ ପବିତ୍ର ଧାର୍ମିକ ଅନୁଷ୍ଠାନ, ଯାହାକୁ ଭଗବାନ ଅୟପ୍ପାଙ୍କ ଭକ୍ତ ତାଙ୍କ ଦର୍ଶନ ( ସବରୀମାଳା ମନ୍ଦିରର ଯାତ୍ରା) ପୂର୍ବରୁ କରନ୍ତି। ଏହି ବ୍ରତ ସାଧାରଣତଃ ୪୧ ଦିନର ହୋଇଥାଏ। ଏହି ସମୟରେ ଭକ୍ତଙ୍କୁ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ପାଳନ କରିବାକୁ ହୋଇଥାଏ। ଦୀକ୍ଷା ବେଳେ ଭକ୍ତ କେବଳ କଳା କିମ୍ୱା ନୀଳ ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପଛର କାରଣ କଣ?
ସୁପରଷ୍ଟାର ରାମ ଚରଣ ନିଜର ପତ୍ନୀ ଉପାସନାଙ୍କ ସହ ରିସେପ୍ସନରେ ପହଞ୍ଚି ଥିଲେ। ରାମ ଚରଣଙ୍କୁ ମୁଣ୍ଡରୁ ପାଦ ଯାଏ କଳା ରଙ୍ଗର କପଡ଼ାରେ ଦେଖା ଯାଇଥିଲା ଏବଂ ସେ ବିନା ଜୋତାରେ କିମ୍ୱା ଚପଲରେ , ଅର୍ଥାତ୍ ଖାଲି ପାଦରେ ଭେନ୍ୟୁରେ ନଜର ଆସିଥିଲେ। ରାମ ଚରଣ ଏହି ଦିନରେ ନିଜର ଧାର୍ମିକ ମାନ୍ୟତା ଗୁଡ଼ିକ ଯୋଗୁଁ ‘ଅୟପ୍ପା ଦୀକ୍ଷା’ ପାଳନ କରୁଛନ୍ତି। ଏହି କଠିନ ବ୍ରତ ବେଳେ ଭକ୍ତଙ୍କୁ କଳା କପଡ଼ା ପିନ୍ଧିବାକୁ ହୋଇଥାଏ ଏବଂ ୪୧ ଦିନ ଯାଏ ଖାଲି ପାଦରେ ରହିବାକୁ ପଡ଼ି ଥାଏ। ତାଙ୍କର ଏହି ଶ୍ରଦ୍ଧା ଓ ସରଳତା ସୋସିଆଲ ମିଡ଼ିଆରେ ଲୋକଙ୍କ ହୃଦୟ ଜିତି ନେଇଛି। ଏଭଳି ଅନେକ ଥର ରାମଚରଣଙ୍କୁ ଖାଲି ପାଦରେ ଦେଖିବାକୁ ମିଳିଛି। ଏହାସହ କୁହାଯାଏ ଯେ, ରାମଚରଣ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ଅଭିନେତା। ଏହାସହ ସେସବୁବେଳେ ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories