Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନି ଜୁନିୟରଙ୍କୁ ଓସ୍କାର ଆୱାର୍ଡ

Entertainment

ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନି ଜୁନିୟରଙ୍କୁ ଓସ୍କାର ଆୱାର୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago
ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନି ଜୁନିୟରଙ୍କୁ ଓସ୍କାର ଆୱାର୍ଡ

ଅର୍ଗସ ବ୍ୟୁରୋ : ୨୦୨୪ର ଓସ୍କାର ଘୋଷଣା କରାଯାଇଛି । ଆମେରିକାରେ ଅନୁଷ୍ଠିତ ହୋଇଥିଲା ୯୬ତମ ଓସ୍କାର ଆୱାର୍ଡ । ପ୍ରଥମ ଆୱାର୍ଡ ଜିତିଲେ ହଲିଉଡ ଷ୍ଟାର ରୋବର୍ଟ ଡାଓନି । ଫିଲ୍ମ 'ଓପନ ହେମର'ରେ ସହ ଅଭିନେତା କ୍ୟାଟାଗୋରିରେ ଜିତିଲେ ପୁରସ୍କାର ।

ଅଧିକ ପଢନ୍ତୁ : ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ହେଲେ ବିଶ୍ୱ ସୁନ୍ଦରୀ 2024

ଦା ଭିନେ ଜୟ ରାଲଡଲଫ୍ ଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର । ବ୍ରିଟେନର 'ଜୋନ୍ ଅଫ୍ ଇଣ୍ଟରେଷ୍ଟ' ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ଘୋଷଣା । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ' ଦ ଲାଷ୍ଟ ରିପାର୍ ସପ୍ 'କୁ ଓସ୍କାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Robert Downey Jr. got Oscar Award for Best Supporting Actor | Argus News