Varanasi / ୧୦୦୦ କୋଟିର ଫିଲ୍ମ, ଜାଣନ୍ତୁ ପ୍ରିୟଙ୍କାଙ୍କ ଫି' କେତେ ?
·10 months ago·2 min read

Key Points
‘ବାରାଣସୀ’ ଷ୍ଟାରକାଷ୍ଟ
ଜାଣନ୍ତୁ ୧୦୦୦ କୋଟି ଫିଲ୍ମରେ କାହାର ଫି କେତେ ?
କେତେ କୋଟି ନେଇଛନ୍ତି ପ୍ରିୟଙ୍କା ?

ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ତାଙ୍କର ଅନ୍ୟ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। RRR ଏବଂ ବାହୁବଳୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଏସ୍ଏସ୍ ରାଜାମୌଲି ଏବେ ଏସିଆର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ 'ବାରାଣସୀ' ରଖାଯାଇଛି। ପ୍ରଶଂସକମାନଙ୍କ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ ବିଶାଳ କାର୍ଯ୍ୟକ୍ରମ କରାଯାଇ ଫିଲ୍ମର ଟିଜର ରିଲିଜ୍ କରାଯାଇଛି। ଟିଜରରେ କଳାକାରଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି। ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଯାଇଛି।
ବର୍ତ୍ତମାନ ଏହାର ବଜେଟ୍, ଷ୍ଟାରକାଷ୍ଟ ଏବଂ ବିପୁଳ ଫି’ ପାଇଁ ଶୀର୍ଷରେ ରହିଛି ଏହି ଫିଲ୍ମଟି । ଏହାର ଷ୍ଟାରକାଷ୍ଟଙ୍କ ଫି’ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ ନଜର ଆସିବେ । ରାଜାମୌଲିଙ୍କ ଏହି ଡ୍ରିମ ଫିଲ୍ମଟି ବଜେଟ୍ ଓ ଦମଦାର ଆକ୍ସନ ଉଭୟ ଅନ୍ତର୍ଜାତୀୟ ଫିଲ୍ମଠାରୁ କମ୍ ନୁହେଁ।ରାଜାମୌଲିଙ୍କ ଫିଲ୍ମଟି ବହୁତ ସମୟ ଧରି ଆଲୋଚନାରେ ରହିଛି। ଏହି ଫିଲ୍ମକୁ ନେଇ ନିର୍ମାତା ବହୁତ ଆଶା ରଖିଛନ୍ତି ବୋଲି ଜଣା ପଡ଼ିଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମଟି ୨୦୨୭ରେ ରିଲିଜ୍ ହୋଇପାରେ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ମହେଶ ବାବୁଙ୍କ ପ୍ରିୟଙ୍କା ଚୋପ୍ରା ନଜର ଆସିବେ।
ଏଥିସହ ପଢ଼ନ୍ତୁ: ଭଗବାନଙ୍କ ବିଷୟରେ ଏମିତି କହି ଫସିଲେ ରାଜାମୌଲି, ହେଲେ ଟ୍ରୋଲର ଶିକାର...
ଫିଲ୍ମର ବଜେଟ୍ ଯେକୌଣସି ଭାରତୀୟ ଫିଲ୍ମ ପାଇଁ ଆଶ୍ଚର୍ଯ୍ୟଜନକ। ରିପୋର୍ଟ ଅନୁଯାୟୀ "ବାରାଣସୀ"ର ମୋଟ ବଜେଟ୍ ୧୦୦୦ କୋଟିରୁ ଅଧିକ। ଏହା ରାଜାମୌଲିଙ୍କ ଏପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ । ଟାଇଟଲ୍ ଲଞ୍ଚ୍ ଇଭେଣ୍ଟରେ ୫୦ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ଯେଉଁଠାରେ ଫିଲ୍ମର ଅଫିସିଆଲ୍ ଟାଇଟଲ୍ ରିଭିଲ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରିୟଙ୍କାଙ୍କ ଫି' କେତେ ?
ପ୍ରିୟଙ୍କା ଚୋପ୍ରା ଯିଏ ବଲିଉଡ ଏବଂ ହଲିଉଡ ଉଭୟରେ ନିଜର ପରିଚୟ ହାସଲ କରିଛନ୍ତି। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଏହି ଫିଲ୍ମ ପାଇଁ ୩୦ କୋଟି ଟଙ୍କାର ଫି’ ନେଇଛନ୍ତି। ଏହି ଫି’ ତାଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ସ୍ଥାନ ଦେଇଛି। ରାଜାମୌଲି ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରଥମ ପ୍ରୋଜେକ୍ଟ। ନିର୍ମାତାମାନେ ଚାହୁଁଥିଲେ ଯେ ଫିଲ୍ମରେ ଦମ୍ଦାର ଗ୍ଲୋବାଲ୍ ଫେସ୍ ରହିବା ଜରୁରୀ ।
ମହେଶ ବାବୁଙ୍କ ଫି' କେତେ ?
ଫିଲ୍ମର ମୁଖ୍ୟ ଅଭିନେତା ମହେଶ ବାବୁ। ତାଙ୍କ ଭୂମିକା ଏହି ପ୍ରୋଜେକ୍ଟରେ ବହୁ ଆକର୍ଷଣୀୟ। ମହେଶ ବାବୁ ଏହି ଫିଲ୍ମ ପାଇଁ କୌଣସି ଫିସ୍ ନେଇନାହାଁନ୍ତି; ସେ ରାଜାମୌଲିଙ୍କ ସହ ମିଶି ପ୍ରଫିଟ୍ ସେୟାରିଂ ମଡେଲରେ କାମ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ଜଣାପଡୁଛି ଯେ ପ୍ରାୟ ୪୦% ପ୍ରଫିଟ୍ ସେୟାର ଏହି ଦୁଇ ଜଣଙ୍କ ପାଖରେ ରହିବ । ମହେଶ ବାବୁ ଏବଂ ରାଜାମୌଲିଙ୍କ ଏହି ପଦକ୍ଷେପ ସୂଚାଇ ଦିଏ ଯେ ଫିଲ୍ମର ପରିମାଣ ଏତେ ବଡ଼ ଯେ ଏହାର ରୋଜଗାର ଆଶାଠାରୁ ଅଧିକ ହୋଇପାରେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories