Saif Ali Khan / ସୈଫଙ୍କ ପ୍ରଥମ ବିବାହକୁ ଯାଇନଥିଲେ ଭଉଣୀ ସବା ଏବଂ ସୋହା; ଏତେ ବର୍ଷ ପରେ କହିଲେ କାରଣ
·2 weeks ago·2 min read

Key Points
୧୯୯୧ରେ ସୈଫ ଅଲ୍ଲୀ ଖାନ ଅମୃତା ସିଂହଙ୍କୁ ବିବାହ କରିଥିଲେ
ସେତେବେଳେ ସୈଫଙ୍କୁ ୨୧ ବର୍ଷ ବୟସ ଥିଲା
ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଥିଲା ୧୨ ବର୍ଷ
ସେତେବେଳେ ସୈଫଙ୍କୁ ୨୧ ବର୍ଷ ବୟସ ଥିଲା
ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଥିଲା ୧୨ ବର୍ଷ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ନବାବ୍ ସୈଫ୍ ଅଲ୍ଲୀ ଖାନ ପ୍ରଥମ ବିବାହ ଅମୃତା ସିଂହଙ୍କୁ କରିଥିଲେ । ସେତେବେଳେ ତାଙ୍କର ପ୍ରଥମ ବିବାହକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ସୈଫ୍ ଅଲ୍ଲୀ ଖାନଙ୍କ ଭଉଣୀ ସୋହା ଅଲ୍ଲୀ ଖାନ ଏବଂ ସବା ପଟୌଦି ତାଙ୍କ ବିବାହରେ ଯୋଗଦେଇନଥିଲେ। ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କ ଶୋ' 'ଡବଲ ଡେଟ୍'ରେ ସୋହା ଏବଂ ସବା ଏ ସମ୍ପର୍କରେ ଖୁଲାସା କରିଛନ୍ତି ।
ସବା ଶୋ'ରେ କହିଥିଲେ, "ଆମେ ସ୍କୁଲରେ ପଢ଼ୁଥିବା ସମୟରେ ସେମାନଙ୍କର ବିବାହ ହୋଇଥିଲା । ପ୍ରିନ୍ସିପାଲ୍ଙ୍କ କାର୍ଯ୍ୟାଳୟରୁ ଆମ ପିତାମାତାଙ୍କ ଫୋନ୍ ଆସିଲା । ଆମକୁ କୁହାଯାଇଥିଲା ଏ ସମ୍ପର୍କରେ କାହାକୁ ନ କହିବାକୁ ।" ସୈଫ୍ଙ୍କ ଭଉଣୀମାନେ ବିବାହରେ ଯୋଗ ଦେଇ ନଥିବାରୁ ନେହା ଧୂପିଆ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସୋହା ଅଲ୍ଲୀ ଖାନ ଉତ୍ତର ଦେଲେ, "ଆମେ ସେତେବେଳେ ବହୁତ ଛୋଟ ଥିଲୁ।"
- କାହିଁକି ସୈଫଙ୍କ ବିବାହକୁ ଯାଇନଥିଲେ ?
ସବା ଶୋ'ରେ କହିଥିଲେ, "ଆମେ ସ୍କୁଲରେ ପଢ଼ୁଥିବା ସମୟରେ ସେମାନଙ୍କର ବିବାହ ହୋଇଥିଲା । ପ୍ରିନ୍ସିପାଲ୍ଙ୍କ କାର୍ଯ୍ୟାଳୟରୁ ଆମ ପିତାମାତାଙ୍କ ଫୋନ୍ ଆସିଲା । ଆମକୁ କୁହାଯାଇଥିଲା ଏ ସମ୍ପର୍କରେ କାହାକୁ ନ କହିବାକୁ ।" ସୈଫ୍ଙ୍କ ଭଉଣୀମାନେ ବିବାହରେ ଯୋଗ ଦେଇ ନଥିବାରୁ ନେହା ଧୂପିଆ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସୋହା ଅଲ୍ଲୀ ଖାନ ଉତ୍ତର ଦେଲେ, "ଆମେ ସେତେବେଳେ ବହୁତ ଛୋଟ ଥିଲୁ।"
- ଚର୍ଚ୍ଚାରେ ଥିଲା ସୈଫ୍ ଏବଂ ଅମୃତାଙ୍କ ସମ୍ପର୍କ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ; ଚିନ୍ତାରେ ଫ୍ୟାନ୍ସ, ଭେଟିଲେ CM ଶୁଭେନ୍ଦୁ
- କରିନାଙ୍କୁ କଲେ ଦ୍ଵିତୀୟ ବିବାହ
Related Topics
Explore more stories