exwife Statement / ସାମନ୍ଥା ଏବଂ ରାଜ ନିଦିମୋରୁଙ୍କ ବିବାହର ଚାରି ଦିନ ପରେ, ପୂର୍ବତନ ପତ୍ନୀ ମୁହଁ ଖୋଲିଲେ
·9 months ago·2 min read

Key Points
ଅନ୍ୟ ଏକ ପୋଷ୍ଟରେ ଶ୍ୟାମଳୀ ଲେଖିଛନ୍ତି, "ଯଦି କେହି ଡ୍ରାମା ଏବଂ ବ୍ରେକିଂ ନ୍ୟୁଜ୍ ଖୋଜୁଛନ୍ତି, ତେବେ ଆପଣ ଏଠାରେ ତାହା ପାଇବେ ନାହିଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟା କରୁଛି ମୋତେ ଛାଡିଦିଅନ୍ତୁ।
ଚର୍ଚ୍ଚାରେ ରାଜ ସାମନ୍ଥାଙ୍କ ବିବାହ। ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁ ସିକ୍ରେଟ୍ ୱେଡିଂ କରିଛନ୍ତି। ସେମାନଙ୍କ ବିବାହ ଖବର ଆସିବା ପରଠୁ, ରାଜଙ୍କ ପୂର୍ବ ପତ୍ନୀ ଶ୍ୟାମଳୀ ଦେଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। କେତେକ ଦାବି କରିଛନ୍ତି ଯେ ରାଜ ଏବଂ ଶ୍ୟାମଳୀଙ୍କ ବିବାହ ବିଚ୍ଛେଦ ହୋଇନାହିଁ। କିଛି ୟୁଜର୍ସ ଶ୍ୟାମଳୀଙ୍କୁ ସମର୍ଥନ କରୁଛନ୍ତି ଏବଂ ସାମନ୍ଥାଙ୍କୁ ଟ୍ରୋଲ୍ କରୁଛନ୍ତି। ସେମାନେ ଦାବି କରୁଛନ୍ତି ଯେ ସାମନ୍ଥା ଜଣେ ଘରଭାଙ୍ଗୀ । ସେ ରାଜ ଏବଂ ଶ୍ୟାମଳୀଙ୍କ ବିବାହ ଭାଙ୍ଗି ଦେଇଛନ୍ତି। ଲୋକମାନେ ଶ୍ୟାମଳୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଛନ୍ତି।
୪ଦିନ ପରେ ଶ୍ୟାମଳୀ ନୀରବତା ଭାଙ୍ଗିଛନ୍ତି
ଶ୍ୟାମଳୀ ଏବେ ଏହି ବିବାଦ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ଇନଷ୍ଟାଗ୍ରାମରେ ତାଙ୍କର ପ୍ରତିକ୍ରିୟା ଦେଇ ତାଙ୍କ ଶୁଭ ଚିନ୍ତକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, "ମୁଁ ସାରା ରାତି ଶୋଇ ପାରିଲି ନାହିଁ। ମୁଁ ଯୁକ୍ତି କରୁଥିଲି। ମୁଁ ଭାବୁଥିଲି ଯେ ମୋ ସହିତ ଘଟୁଥିବା ଭଲ ଜିନିଷଗୁଡ଼ିକୁ ଗ୍ରହଣ ନ କରିବା ଅନ୍ୟାୟ ହେବ। ଜଣେ ବନ୍ଧୁ ମୋତେ ମନେ ପକାଇ ଦେଲେ ଯେ ବର୍ତ୍ତମାନ ଯାହା ଅନୁଭବ କରୁଛି ତାହା କେବଳ ଏନର୍ଜିକୁ ଫେରାଉଛି। ମୋର ପାଖରେ କୌଣସି ଟିମ୍ ନା ପିଆର ନା ଷ୍ଟାଫ୍ କି ସହଯୋଗୀ ନାହାନ୍ତି ଯିଏ ମୋ ପେଜ୍କୁ ମ୍ୟାନେଜ କରେ । ମୁଁ ପର୍ସନାଲି ଏପରି କିଛି ଜିନିଷ ଉପରେ ପ୍ରତିକ୍ରିୟା କରୁଛି ଯେଉଁଗୁଡିକରେ ମୋରତ ପୁରା ଉପସ୍ଥିତି ଆବଶ୍ୟକ।
'ତେରେ ଇସ୍କ୍ ମେ' କାହିଁକି ବକ୍ସ୍ ଅଫିସର ରେକର୍ଡ ଭାଙ୍ଗୁଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, "ଯଦି କେହି ଡ୍ରାମା ଏବଂ ବ୍ରେକିଂ ନ୍ୟୁଜ୍ ଖୋଜୁଛନ୍ତି, ତେବେ ଆପଣ ଏଠାରେ ତାହା ପାଇବେ ନାହିଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟା କରୁଛି ମୋତେ ଛାଡିଦିଅନ୍ତୁ। ମୁଁ କୌଣସି ପ୍ରକାରର ଆଟେନସନ, ମିଡିଆ କଭରେଜ୍, ସ୍ୱତନ୍ତ୍ର ସାକ୍ଷାତକାର, ବ୍ରାଣ୍ଡ ପ୍ରମୋସନ୍, ପେଡ୍ ପାର୍ଟନରସିପ୍ କିମ୍ବା ସହାନୁଭୂତି ଚାହେଁ ନାହିଁ। ମୁଁ ଏଠାରେ କାହାକୁ କିଛି କହିବାକୁ ଚାହୁଁନାହିଁ।"
ଶେଷରେ ଶ୍ୟାମଳୀ ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ୟାମଳୀ ଆହୁରି କହିଥିଲେ, "ମୋର ଆକାଉଣ୍ଟ ଚଲାଉଥିବା କୌଣସି ଦଳ କିମ୍ବା ପିଆର ଟିମ୍ ନାହିଁ। ମୁଁ ନିଜେ ଏହି ବିଷୟରେ ପ୍ରତିକ୍ରିୟା ଦେଉଛି। ମୋତେ ଏହି ପରିସ୍ଥିତିରୁ ବାହାରକୁ ଆସିବାକୁ ପଡିବ, ତେଣୁ ମୁଁ ପ୍ରତିକ୍ରିୟା ଦେଉଛି ଏବଂ ମାମଲାକୁ ଶାନ୍ତ କରୁଛି।" ଶ୍ୟାମଳୀ ତା'ପରେ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ୟାମଳୀଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related Topics
Explore more stories