Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଥ୍ୟାଙ୍କ ୟୁ ୟାର, ମୁଁ ଭାରି ଭୋକିଲା ଥିଲି: ଶ୍ରଦ୍ଧା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଥ୍ୟାଙ୍କ ୟୁ ୟାର, ମୁଁ ଭାରି ଭୋକିଲା ଥିଲି: ଶ୍ରଦ୍ଧା

ଅର୍ଗସ ବ୍ୟୁରୋ: ପିଜ୍ଜା ମାଗି ଖାଇଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ଅଭିନେତ୍ରୀଙ୍କୁ ଏତେ ଭୋକ ଲାଗିଲା ଯେ, ପିଜ୍ଜା ମାଗି ଖାଇଲେ । ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ଏହି କାରଣରୁ ସେ ସବୁଠାରୁ ପପିଲାର ବାରତୀୟ ଇନଷ୍ଟାଗ୍ରାମର୍ସଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ଏଭଳି ଏକ ଭିଡିଓ ଏବେ ଇଷ୍ଟଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶ୍ରଦ୍ଧାଙ୍କୁ ଏକ ଇଭେଣ୍ଟରେ ସ୍ପଟ କରାଯାଇଛନ୍ତି । ସେଠାରେ ତାଙ୍କୁ ଏତେ ଭୋକ ଲାଗିଲା ଯେ, ସେଠାରେ ଖାଦ୍ୟ ପାଇଁ ବ୍ୟବସ୍ଥା କରିବାକୁ ଲାଗିଲେ ।

ବାହାରେ ପିଜ୍ଜା ହଣ୍ଟ ଥିଲା । ଅଭିନେତ୍ରୀ ଜଣକ ହଠାତ ସେଠାରେ ପହଁଚି ବିନା କୌଣସି ସଂକୋଚରେ ପଚାରିଛନ୍ତି ଯେ, ଯଦି ଗୋଟିଏ ଏକ୍ଟ୍ରା ପିଜ୍ଜା ଅଛି କି, ଭାଇ ଗୋଟିଏ ପିଜ୍ଜା ନେଇ.. ଥ୍ୟାଙ୍କ ୟୁ ୟାର.. ମୁଁ ଦେଖିଲି ଏଠାରେ ପାର୍ଟି ହେଉଛି.. ପିଜ୍ଜା ପାର୍ଟି । ଏହାପରେ ଅଭିନେତ୍ରୀ ହାତରେ ପିଜ୍ଜା ନେଇ ଚାଲିଗଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shraddha Kapoor gatecrashes paps' party, asks for extra pizza | Argus News